-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
26-Apr-2026
(ଡୋଲେଶ୍ୱର ବାଗ )
.ନୂଆପଡ଼ା ଜିଲ୍ଲା ଉପାନ୍ତ ବ୍ଲକ୍ ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ବିଶ୍ୱ ମେଳେରିଆ ଦିବସ ପାଳନ ହୋଇଯାଇଅଛି। ମେଲେରିଆ ମୁକ୍ତ ବ୍ଲକ ଗଠନ କରିବା ସମସ୍ତ ତୃଣମୂଳ ସ୍ତରରେ ଥିବା କର୍ମୀମାନେ ସଂକଳ୍ପ ନେଇଥିଲେ। ମେଲେରିଆ ମୁକ୍ତ ସଚେତନ ଏବଂ ଆବଶ୍ୟକ ଉପକରଣ ବ୍ୟବହାର ଦ୍ଵାରା ସମ୍ଭବ ଅଟେ। ସମସ୍ତେ ଏକାଠି ହୋଇ ମେଲେରିଆ ମୁକ୍ତ ବ୍ଲକ ଗଠନ ପାଇଁ ନିଜ ସ୍ତରରେ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ।