-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
26-Apr-2026
(ରଂଜିତ ମହାନ୍ତି )
ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାହସପୁର ପଞ୍ଚାୟତର ପଞ୍ଚାୟତ ପକ୍ଷରୁ ବରୀ ବରୁଆ ମୁଖ୍ୟ ଗମନା ଗମନ ରାସ୍ତା ର ପଞ୍ଚାୟତ ଅଫିସ ସମ୍ମୁଖରେ ଜଳଛତ୍ର ଦିଆଯାଉଛି l ସରପଞ୍ଚ କଳ୍ପନା ଭୂୟାଁ ଙ୍କ ତତ୍ୱlଅବ ଧାନରେ ଏହି ଜଳଛତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବlହ କୁ ଆଖି ଆଗରେ ରଖି ରାସ୍ତା ରେ ଯାତାୟତ କରୁଥିବା ଜନସାଧାରଣ ଦହି ସର ର୍ବତ ପିଇ ତୃଷ୍ଣା ମେଣ୍ଟାଉଛନ୍ତି l ଏଥିରେ ରେ ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ ରାଉତ, ଆଶାକର୍ମୀ କାମିନୀ ପାଣି,ଏସଏଇଏମ ପ୍ରଫୁଲ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ସେହିପରି ହନୁମାନଜୀଉ ଙ୍କ ମନ୍ଦିର ନିକଟରେ ପଞ୍ଚାୟତ ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଜାରି ରହିଛି