-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||     

HOME   ଖେଳ

ଦ୍ଵିତୀୟ ଦିନରେ ବି ଭାରତୀୟ ବୋଲର ନାକେଦମ, ଇଂଲଣ୍ଡର ସ୍ଥିତି ମଜବୁତ

06-Feb-2021



ଚେନ୍ନାଇ (ପ୍ରେରଣା ଖବର ବ୍ୟୁରୋ) : ଅଧିନାୟକ ଜୋ ରୁଟ୍‌ଙ୍କ ଦ୍ଵିଶତକ ବଳରେ ଭ୍ରମଣକାରୀ ଇଂଲଣ୍ଡ ଚେନ୍ନାଇରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ନିଜର ସ୍ଥିତି ମଜବୁତ କରି ନେଇଛି। ଅନ୍ୟପଟେ ଭାରତର ମୁସ୍କିଲ ବଢି ଯାଇଛି। ଜୋ ରୁଟ୍‌ଙ୍କ ୨୧୮ ରନର ଦମଦାର ଇନିଂସ ଓ ବେନ ଷ୍ଟୋକ୍ସଙ୍କ ୮୨ ରନ ଇନିଂସ ବଳରେ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮ ଓ୍ଵିକେଟ୍  ହରାଇ ୫୫୫ ରନର ବିଶାଳ ସ୍କୋର କରିଛି। ଡୋମିନିକ୍ ବେସ୍ ୨୮ ଓ ଜ୍ୟାକ୍ ଲିଚ୍‌ ୬ ରନ କରି ଖେଳୁଛନ୍ତି। ପ୍ରଥମ ଦିନ ପରି ଦ୍ଵିତୀୟ ଦିନରେ ମଧ୍ୟରେ ଓ୍ଵିକେଟ୍ ପାଇଁ ଭାରତୀୟ ବୋଲରଙ୍କୁ ନାକେଦମ  ହେବାକୁ ପଡିଛି। ପ୍ରଥମ ଦୁଇ ଦିନରେ ଭାରତୀୟ ବୋଲର ପ୍ରଭାବହୀନ  ରହିଛନ୍ତି। ଦ୍ଵିତୀୟ ଦିନ ଖେଳ ରୁଟ୍ ଓ ଷ୍ଟୋକ୍ସଙ୍କ ନାମରେ ରହିଛି।

ପ୍ରଥମ ଦିନର ଅସମାପ୍ତ ଖେଳ ୩/୨୬୩ରୁ ଇଂଲଣ୍ଡ ଦ୍ଵିତୀୟ ଦିନର ବ୍ୟାଟିଂ ଆରମ୍ଭ କରିଥିଲା। ଅଧିନାୟକ ଜୋ ରୁଟ୍ ୧୨୮ ରନ କରି ଅପରାଜିତ ଥିଲେ। ସେ ବେନ ଷ୍ଟୋକ୍ସଙ୍କୁ ସାଥୀ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ପ୍ରଥମ ଦିନରେ ଡୋମିନିକ ସିବଲିଙ୍କ ସହ ୨୦୦ ରନ ଭାଗିଦାରୀ କରିଥିବା ରୁଟ୍ ଷ୍ଟୋକ୍ସଙ୍କ ସହ ମିଶି ଭାରତର ଚିନ୍ତା ବଢାଇଥିଲେ। ପ୍ରଥମ ସେସନରେ ଦୁଇ ବ୍ୟାଟମ୍ୟାନ ଭାରତକୁ କୌଣସି ସୁଯୋଗ ଦେଇନଥିଲେ। ଉଭୟ ଚତୁର୍ଥ ଓ୍ଵିକେଟ୍‌ରେ ୧୨୪ ରନ   ଯୋଡି ଦଳର ସ୍କୋରକୁ ୩୮୭ରେ ପହଞ୍ଚାଇଥିଲେ। ବେନଷ୍ଟୋକ୍ସଙ୍କୁ ଆଉଟ୍ କରି ନଦୀମ ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ। ଷ୍ଟୋକ୍ସ ୮୨ ରନ କରି ଆଉଟ୍ ହୋଇଥିଲେ। ଟେଷ୍ଟରେ ଏହା ତାଙ୍କର ୨୩ ତମ ଅର୍ଦ୍ଧଶତକ।

ଏହା ପରେ ରୁଟ୍ ଓ ଓଲି ପପଙ୍କ ମଧ୍ୟରେ ଆଉ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ଭାରତର ଚିନ୍ତାକୁ ଆହୁରି ବଢାଇଥିଲା। ଉଭୟ ପଞ୍ଚମ ଓ୍ଵିକେଟ୍‌ରେ ୮୬ ରନ ଯୋଡିଥିଲେ। ଓଲି ପପ ୩୪ ରନ କରି ଅଶ୍ଵିନଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଜୋ ରୁଟ୍ ଦମଦାର ବ୍ୟାଟିଂ କରି ଟେଷ୍ଟ କ୍ୟାରିୟରରେ ପଞ୍ଚମ ଦ୍ଵିଶତକ ପୂରଣ କରିଥଲେ।  ରୁଟ୍ ନିଜର ୨୧୮ ରନର ଇନିଂସ ଜରିଆରେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ଏହା ପରେ ଦିନର ଶେଷ ସେସନରେ  ହିଁ ଭାରତୀୟ  ବୋଲରକୁ ସଫଳତା ମିଳିଥିଲା। ଏହି ସେସନରେ ଭାରତକୁ ୪ ସଫଳତା ମିଳିଛି। ରୁଟ୍ ୨୧୮ ରନ କରି ନଦୀମଙ୍କ ବଲ୍‌ରେ ଏଲବିଡବ୍ଲ୍ୟୁ ହୋଇ ପାଭିଲିୟନ ଫେରିଥିଲେ। ପରେ ଜୋସ୍ ବଟଲର(୩୦ ରନ) ଇଶାନ୍ତ ଶର୍ମାଙ୍କ ଶିକାର ହୋଇଥିଲେ। ଜୋଫ୍ରା ଆର୍ଚର ଖାତା ଖୋଲିବା ପୂର୍ବରୁ ଇଶାନ୍ତଙ୍କ ବଲ୍‌ରେ କ୍ଲିନ ବୋଲ୍ଡ  ହୋଇଥିଲେ। ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮ ଓ୍ଵିକେଟ୍‌ରେ ୫୫୫ ରନ କରିଛି। କ୍ରିଜରେ ଡୋମିନିକ୍ ବେସ୍ ୨୮ ଓ ଜ୍ୟାକ୍ ଲିଚ୍‌ ୬ ରନ କରି ଖେଳୁଛନ୍ତି।
ଭାରତ ପକ୍ଷରୁ ଇଶାନ୍ତ ଶର୍ମା, ଯଶପ୍ରୀତ ବୁମରା, ରବି ଚନ୍ଦ୍ରନ ଅଶ୍ଵିନ ଓ ଶାହବାଜ ନଦୀମ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026

You Might Also Like