-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||      ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   (16-Aug-2026)       ||      “ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||     

HOME   ଜିଲ୍ଲା

ପୁଣି ନିଜ ସ୍କୁଲ କୁ ଫେରିଲେ ଛାତ୍ର ବତ୍ସଳ ଶିକ୍ଷକ ସହଦେବ କରୁଆଁ ଛାତ୍ରଛାତ୍ରୀ ମହଲରେ ଖୁସିର ଲହରୀ

02-Mar-2026



ନର୍ଲା (ପ୍ରେରଣା ଖବର )
ନର୍ଲା ବ୍ଲକ ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ ୫୧ ଛାତ୍ରଛାତ୍ରୀ ଙ୍କ ପାଠପଢ଼ା ନିମନ୍ତେ  ପାଞ୍ଚ ଜଣ ଶିକ୍ଷକ ଥିବାରୁ ଗତ ୦୮/୦୧/୨୦୨୬ ରିଖ ଦିନ ବେହେରାପାଟି ସ୍କୁଲ ରୁ ଜଣେ କନିଷ୍ଠ ଶିକ୍ଷୟତ୍ରୀ ରଶ୍ମିତା ସାହୁ ଙ୍କୁ ନିକଟସ୍ଥ ଡୁମାଳ ପଡ଼ାସ୍କୁଲରେ  ପିଲା ସଂଖ୍ୟା ଅନୁଯାୟୀ ଶିକ୍ଷକ ଅଭାବ ଥିବାରୁ ପତ୍ର ସଂଖ୍ୟା ୧୨୯ ଅନୁଯାୟୀ ବଦଳି କରାଯାଇଥିଲା କିନ୍ତୁ ଶିକ୍ଷୟତ୍ରୀ ଜଣକ ବଦଳି ନିର୍ଦ୍ଦେଶ କୁ ବିଭିନ୍ନ ବାହାନା ଦେଖାଇ ସେହି ସ୍କୁଲ ରେ ଯୋଗଦାନ କଲେ ନାହିଁ ଫଳରେ ସେହି ସ୍କୁଲରେ ଶିକ୍ଷାଦାନ ରେ ବ୍ୟାଘାତ ଘଟିଥିଲା ତେଣୁ ନର୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ପରିସ୍ଥିତି କୁ ଦୃଷ୍ଟିରେ ରଖି ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ବତ୍ସଳ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଶ୍ରୀ ସହଦେବ କରୁଆଁ ଙ୍କୁ ଦଶ ଦିନ ପାଇଁ ଡୁମାଳ ପଡ଼ା ସ୍କୁଲରେ ପାଠ ପଢ଼ାଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଶ୍ରୀ କରୁଆଁ ନିର୍ଦ୍ଦେଶ କୁ ଅବଜ୍ଞା ନ କରି ତୁରନ୍ତ ଡୁମାଳ ପଡ଼ା ସ୍କୁଲ ରେ କିଛି ଦିନ ପାଇଁ ଶିକ୍ଷାଦାନ କରିଥିଲେ କିନ୍ତୁ ବଦଳି ହୋଇଥିବା ଶିକ୍ଷୟତ୍ରୀ ନିଜ ଜିଦ୍ ରେ ଅଟଳ ରହି ସେହି ସ୍କୁଲରେ ଯୋଗ ନ ଦେବା ଓ ଶିକ୍ଷକ ସହଦେବ କରୁଆଁ ଙ୍କୁ ବେହେରାପାଟି ରୁ ନେବା ଘଟଣା କୁ ଛାତ୍ର ଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ମାନେ ସହଜରେ ଗ୍ରହଣ କରି ନ ଥିଲେ ଏବଂ ଶିକ୍ଷକ ସହଦେବ କରୁଆଁ ଙ୍କୁ ନିର୍ଦ୍ଧାରିତ ସମୟରେ ପୁଣି ନିଜ ବେହେରାପାଟି ସ୍କୁଲ କୁ ଫେରାଇଦେବା ନିମନ୍ତେ ବହୁ ସ୍ୱାକ୍ଷର ସମ୍ବଳିତ ଏକ ଲିଖିତ ଅନୁରୋଧ ପତ୍ର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗୋବର୍ଦ୍ଧନ ମାଝୀ ଙ୍କୁ ପ୍ରଦାନ କରିଥିଲେ ତେଣୁ ଶ୍ରୀ କରୁଆଁ ଙ୍କ ବେହେରାପାଟି ସ୍କୁଲ ରେ ନିତ୍ୟାନ୍ତ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଆଜି ଶ୍ରୀ ସହଦେବ କରୁଆଁ ଙ୍କୁ ପୁଣି ନିଜ ସ୍କୁଲରେ ପାଠ ପଢ଼ାଇବା ସୁଯୋଗ ମିଲିଛି ଏବଂ ନିଜ ସ୍କୁଲରେ ଯୋଗଦେଇଛନ୍ତି,ତେଣୁ ଛାତ୍ର ଛାତ୍ରୀ ଅଭିଭାବକ ,ଗ୍ରାମବାସୀ ମାନେ ଶ୍ରୀ କରୁଆ ଙ୍କୁ ସ୍ୱାଗତ  କରିବା ଶହ ଖୁସି ବ୍ୟକ୍ତ କରିଛନ୍ତି, ଏବଂ ସମସ୍ତ ଗ୍ରାମବାସି ବ୍ଲକ ଶିକ୍ଷା ଅଧିକାରୀ ଓ ନର୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ଙ୍କୁ କୃତଜ୍ଞତା ଜଣାଇଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   16-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   16-Aug-2026
  ଜିଲ୍ଲା  
ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   16-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   16-Aug-2026
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like