-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
29-Dec-2025
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ଗୁଡଭେଲ ବ୍ଲକ ଅନ୍ତର୍ଗତ ସମରା ପଞ୍ଚାୟତ ଲୁର୍କୀ ଗ୍ରାମରେ ୧୫୦ ତମ ଧନୁଯାତ୍ରା ପାଇଁ ଆନୁସଙ୍ଗିକ ଭାବେ ସୋମବାର କଳସ ଯାତ୍ରା ଅନୁଷ୍ଠିତ ହେଇଯାଇଛି ସ୍ଥାନୀୟ ପୋଖରୀରେ ପୂଜା ଅର୍ଚ୍ଚନା ପରେ ୨୧ ଜଣ ମହିଳା ମାନେ ଜଳ ପୂର୍ଣ୍ଣ କଳସ ଧରି ରାଧାକୃଷ୍ଣ ମଣ୍ଡପରେ ସ୍ଥାପନ କରିଥିଲେ ପୂଜକ ଭାବେ ରାଧାକୃଷ୍ଣ ପୁରୋହିତ କାର୍ଯ୍ୟ ତୁଲାଇବା ବେଳେ କର୍ତ୍ତା ଭାବେ ମନୋଜ ପ୍ରଧାନ ଓ ତାଙ୍କ ପତ୍ନୀ ଦୀପ୍ତିମୟୀ ପ୍ରଧାନ କାର୍ଯ୍ୟ ତୁଲାଇ ଥିଲେ ଏହି ସମୟରେ ଧନୁଯାତ୍ରା କମିଟି ର ସଭାପତି ଆନନ୍ଦ ପ୍ରଧାନ ସମ୍ପାଦକ ଅର୍ଜୁନ ପ୍ରଧାନ ଉପସଭାପତି ରଞ୍ଜନ ଚନ୍ଦନ ସହ ସମ୍ପାଦକ ଅଶୋକ ପ୍ରଧାନ କୋଷାଧକ୍ଷ ପଞ୍ଚାନନ ନାଏକ ସହଯୋଗ , କଳାରସିଂ ବିଶ୍ୱାଳ ଆକାଶ ପ୍ରଧାନ, ସୁବ୍ରତ ପ୍ରଧାନ, ଆଦି ସମସ୍ତ ଗ୍ରାମବାସି ଉପସ୍ଥିତ ରହିଥିଲେ