-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଚାନ୍ଦବାଲି ଦିବଙ୍ଗତାଙ୍କୁ ନ୍ୟାୟ ମିଳୁ, ୫୦ ଲକ୍ଷ ଟଙ୍କା ପରିବାରକୁ ଦିଆଯାଉ: ଫାଷ୍ଟ ଟ୍ରାକ କୋର୍ଟରେ ବିଚାର ହେଉ

27-Dec-2025



ବେଟୀ ବଚାଓ, ବେଟୀ ପଢ଼ାଓ ଏକ ପ୍ରହସନ 

ଭୁବନେଶ୍ବର(ପ୍ରେରଣା ଖବର): ପିସିସି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଏବଂ ପିସିସିର ଏକ ବୃହତ ପ୍ରତିନିଧି ଦଳ ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ପୀଡ଼ିତାଙ୍କ ଆତ୍ମୀୟ ସ୍ୱଜନଙ୍କ ସହିତ ସାକ୍ଷାତ କରିବା ସହ ଏବଂ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କୁ କଂଗ୍ରେସ ଦଳ ପକ୍ଷରୁ ଦାବୀ ଜଣାଇଥିଲେ ।

ଆୟୋଜିତ ସଭାରେ ସମ୍ବୋଧିତକରି ଶ୍ରୀ ଦାସ କହିଲେ, ଚାନ୍ଦବାଲି ଦିବଙ୍ଗତା ଝିଅର ମାଆ ବାପା, ମାମୁ ଓ ମାଉସୀଙ୍କ ସାଥିରେ ଆମେ ଅନେକ ସମୟ ବସି କଥାବାର୍ତ୍ତା କଲୁ । ଆଜି ସମଗ୍ର ରାଜ୍ୟ ଆନ୍ଦୋଳିତ ହୋଇଛି । ଭଦ୍ରକର ଚାନ୍ଦବାଲିର ଏହି ଶୋକ ସଭାରେ ଆପଣଙ୍କ ସମ୍ମୁଖରେ ଆମେ ସମସ୍ତେ ହୃଦୟର ସହିତ ଦୁଃଖ ପ୍ରକାଶ କରୁଛୁ । ଆମ ଦଶ ବର୍ଷର ନିର୍ଦୋଷ ଝିଅର ବର୍ବର ବଳାତ୍କାର ଓ ହତ୍ୟା କେବଳ ମୁଁ ନୁହେଁ ସମସ୍ତ ନେତୃ ମଣ୍ଡଳୀ ଏବଂ ରାଜ୍ୟବାସୀ ଭାଙ୍ଗି ପଡିଛନ୍ତି । ଏକ କ୍ଷୁଦ୍ର ପବିତ୍ର ଶରୀରକୁ ଅତ୍ୟାଚାର କରି ବର୍ବର ଭାବରେ ନଷ୍ଟ କରି ଦିଆଗଲା । ତାଙ୍କ ପରିବାରର ଦୁଃଖ, କ୍ଷୋଭ ଆମ ବିଫଳତା ପ୍ରତିଫଳିତ କରୁଛି ।
ସମସ୍ତ ପ୍ରକାର ନିଶାଦ୍ରବ୍ୟ ରାସ୍ତାଘାଟରେ ଘୁରି ବୁଲୁଛି । କଂଗ୍ରେସ ବାଲେଶ୍ୱର ଝିଅ ପାଇଁ ଓଡିଶା ବନ୍ଦ କରିଥିଲୁ । ବଳଙ୍ଗା ଦୋଷୀ ଧରାପଡ଼ିଲା ନାହିଁ । 
ଭଦ୍ରକ ଜିଲ୍ଲାରେ ୧୫/୧୭ ମାସ ମଧ୍ୟରେ ୧୩୭୧ ନାରୀ ଅତ୍ୟାଚାର ଘଟଣା ଘଟିଛି । ବିଜେପି ଶାସନର ୧୮ ମାସ ମଧ୍ୟରେ ଏତେ ବଡ଼ ବଡ଼ ଘଟଣା ଘଟିଛି । ଭଦ୍ରକ ଜିଲ୍ଲାରେ ସରକାର, ପ୍ରଶାସନ, ଏସପି କଲେକ୍ଟର ଆଦି ଅଛନ୍ତି ତ ବୋଲି ଶ୍ରୀ ଦାସ ପ୍ରଶ୍ନ ପଚାରିଥିଲେ । ସେ କହିଥିଲେ, ଏହା ସରକାରୀ ଦଳର ମୁଖିଆଙ୍କ ନିର୍ବାଚନ ମଣ୍ଡଳୀ ଠିକ ସେହି ଭଳିଆ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ କେତେ ଦୁଷ୍କର୍ମ ହେଲାଣି ।
ସରକାର ବିଜେପିର ଅଛି । ଏସବୁ ବର୍ବର କାଣ୍ଡ କେବେ ବନ୍ଦ ହେବ ସରକାର ଜବାବ ଦିଅନ୍ତୁ । ବେଟୀ ବଚାଓ ବେଟୀ ପଢ଼ାଓ ନାରା ଦେଉଥିବା ପ୍ରଧାନମନ୍ତ୍ରୀ ଏହି ବେଟିକୁ ବଞ୍ଚାଇ ପାରିଲା ନାହିଁ ।
ବିଧାନସଭା କଂଗ୍ରେସ ଘେରାଉ କରି ଦୀର୍ଘ ୧ମାସ ବିଧାନସଭା ଅଚଳ କରିଥିଲା । ଆମ ବିଧାୟକ ତଥା କଂଗ୍ରେସ ଦଳର ଗୋଟିଏ ମାତ୍ର ଦାବୀ ଥିଲା ନାରୀ ଅତ୍ୟାଚାରକୁ ନେଇ ଏକ ଗୃହ କମିଟି ଗଠନ କରି ପ୍ରତି ଜିଲ୍ଲାରେ ତଦାରଖ କରନ୍ତୁ । ଚାନ୍ଦବାଲିରେ ଯେଭଳି ସାଧାରଣ ଜନତା ଜାଗ୍ରତ ହେଲେ ସେଭଳି ସବୁସ୍ଥାନରେ ଜାଗ୍ରତ ହେବାର ଆବଶ୍ୟକତା ରହିଛି ।

କଂଗ୍ରେସ ପକ୍ଷରୁ ପୀଡିତ ପରିବାରକୁ ୫୦ ଲକ୍ଷ ଟଙ୍କା ସହ ସୁରକ୍ଷା । ଦୋଷୀକୁ ଫାଷ୍ଟ ଟ୍ରାକ କୋର୍ଟ ମାଧ୍ୟମରେ ବିଚାର କରି ଫାଶୀ ଦଣ୍ଡ ଦିଆଯାଉ ।
ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲା ପରେ ସାମ୍ବାଦିକଙ୍କୁ କହିଥିଲେ, ଏସବୁ ବର୍ବର କାଣ୍ଡ ଭଦ୍ରକରେ ଆଶାତୀତ ବୃଦ୍ଧି ପାଇଛି । ଏଥିପାଇଁ ନିଶାଦ୍ରବ୍ୟ ଦାୟୀ । ଏହା ଉପରେ ସମ୍ପୂର୍ଣ ନିୟନ୍ତ୍ରଣ ଆବଶ୍ୟକ । ଯୁବକଙ୍କୁ ନିଶାରୁ ବଞ୍ଚାଇବାକୁ ପଡ଼ିବ । ଚାନ୍ଦବାଲି ଜନତା ନିଜ ପ୍ରତିକ୍ରିୟା ପ୍ରକାଶକରି ଏକ ଉଦାହରଣ

ସୃଷ୍ଟି କରିଛନ୍ତି । ରାଜ୍ୟ ସାରା ସମସ୍ତେ ଏଭଳି ଜାଗ୍ରତ ହେବାର ଆବଶ୍ୟକତା ରହିଛି ।
ଚାନ୍ଦବାଲି ପୀଡିତା ପରିବାରଙ୍କ ସହ ଭେଟ ଏବଂ ଶ୍ରଦ୍ଧାଞ୍ଜଳି ସଭାରେ ପିସିସି ଟିମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ, ମହିଳା କଂଗ୍ରେସ ଅଧ୍ୟକ୍ଷା ମିନାକ୍ଷୀ ବାହିନୀପତି, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଯୁବନେତା ମନୋଜ ବିଶ୍ୱାଳ, ଭଦ୍ରକ ଜିଲ୍ଲା ସଭାପତି ନଳିନୀ ମହାନ୍ତି, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଦେବସ୍ମିତା ଶର୍ମା, ପୂର୍ବତନ ସାଂସଦ ଅନନ୍ତ ସେଠୀ, ନଗେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ଅସିତ ପଟ୍ଟନାୟକ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ସାଂସଦ ପ୍ରାର୍ଥୀନୀ ମଧୁସ୍ମିତା ସେଠୀ,ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଅମୀୟ ମହାପାତ୍ର, ଦିଗାମ୍ବର ଦାସ ସହିତ ବହୁ କଂଗ୍ରେସ ନେତା ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026

You Might Also Like