-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
01-Feb-2021
ବ୍ରହ୍ମପୁର(କୁମୁଦ ରଂଜନ ବେହେରା) ବ୍ରହ୍ମପୁରରେ ଓଡିଶା ସରକାର ଦକ୍ଷତା ଓ ବିକାଶ ପ୍ରାଧିକରଣ ବିଭାଗ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ କୁମାର ସିଂହ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଶିକ୍ଷା ଅନୁଷ୍ଠାନର ନୂତନ ଛାତ୍ରୀ ନିବାସ ଉଦ୍ଘାଟନ କରିଛନ୍ତି। ରାଜ୍ୟର ପ୍ରଥମ ୩୦ ଫୁଟ୍ ଉଚ୍ଚତା ବିଶିଷ୍ଟ ସ୍କାର୍ବ ଭାରତ ମାନଚିତ୍ରକୁ ଉଦଘାଟନ୍ କରିଛନ୍ତି ଦକ୍ଷତା ବିକାଶ ପ୍ରାଧିକରଣ ବିଭାଗ ଅଧ୍ୟକ୍ଷ ସୁବ୍ରତ ବାଗଚୀ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ ବିଭାଗୀୟ ସଚିବ ସଞ୍ଜୟ କୁମାର ସିଂହ, ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ରଜତ ପାଣିଗ୍ରାହୀ।