-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
01-Feb-2021
ବଲାଙ୍ଗିର, (ପ୍ରେରଣା ଖବର) - ଗତ କିଛି ଦିନ ହେଲା ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ର ହାର କମିବାରେ ଲାଗିଛି l ଆଜି ବଲାଙ୍ଗିର ଜିଲା ରେ ମୋଟ 2 ଜଣ କରୋନା ପଜିଟିଭ ଙ୍କୁ ଚିହ୍ନଟ କରାଯାଇଛି l ବଲାଙ୍ଗିର ପୌରାଞ୍ଚଳ ର ୱାର୍ଡ଼ ନମ୍ବର ଦୁଇରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋଇସିଂହା ଅଂଚଳରୁ ଜଣେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ 8773 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 04 ଟି ଆକ୍ଟିଭ କେଶ୍ ଓ 8728 ଜଣ ବ୍ଯକ୍ତି କରୋନା ମହାମାରୀ ରୁ ସୁସ୍ଥ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ l