-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ପ୍ରାଚୀନ ଶୈବ ପୀଠ ଶ୍ରୀ କୋଶଳେଶ୍ୱର ମନ୍ଦିର ର ଉନ୍ନତି ଲାଗି କମିଟି ଗଠନ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*-

30-Oct-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ଶ୍ରୀ ଶ୍ରୀ ବାବା କୋଶଳେଶ୍ଵର ଶୈବ ପୀଠ ବୈଦ୍ୟନାଥ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ର ଉନ୍ନତି ମୂଳକ କାର୍ଯ୍ଯ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l  ଜିଲ୍ଲା ଦେବୋତ୍ତର କମିଟି ଅଧ୍ୟକ୍ଷ ଜିଲ୍ଲା ଦୌରାଜଜ୍ ଶ୍ରୀଯୁକ୍ତ ଧନୁର୍ଦ୍ଧର ସେନାପତି ଓ ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ପରାମର୍ଶ କ୍ରମେ ଏହି ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା l ମନ୍ଦିର କମିଟି ସଭାପତି ସୋନପୁର ଗୋଷ୍ଠୀ ଉନ୍ନୟନ  ଅଧିକାରୀ ସଞ୍ଜୀବ କୁମାର ସାହୁ ଙ୍କ ସଭାପତିତ୍ବ ରେ ସୁବର୍ଣ୍ଣପୁର ଦେବୋତ୍ତର କମିଟି ବରିଷ୍ଠ ସଦସ୍ୟ ବୈକୁଣ୍ଠ ନାଥ ଶତପଥୀ ଓ ଲଡୁ କିଶୋର ମଲ୍ଲିକ ସହ ଗ୍ରାମ ତଥା ପଡୋଶୀ ଗ୍ରାମ ର ପ୍ରାୟ ୪୩  ଜଣ ସଦସ୍ୟଙ୍କୁ ନେଇ ଏକ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ସର୍ବ ପ୍ରଥମେ ସଦସ୍ୟ ମାନଙ୍କ ମଧ୍ୟରୁ ୭ ଜଣ ସଦସ୍ୟ ଙ୍କୁ ନେଇ ଏକ ଉପ-କମିଟି ଗଠନ କରାଗଲାl  ଏହି ସମସ୍ତ ସଦସ୍ୟ ଏବଂ ପରିଚାଳନା  କମିଟିର ସଦସ୍ୟ ମାନଙ୍କ ଆଲୋଚନାରେ ମନ୍ଦିର ପରିଚାଳନା ପାଈଁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଗଲା l ବାବାଙ୍କ ଅଧୀନରେ ଥିବା ୬୨  ଏକର ଜମିରୁ ମାତ୍ର ପାଞ୍ଚ ଲକ୍ଷ ଟଙ୍କା କର ଆସୁଥିବାରୁ  ସମସ୍ତ ସଦସ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ l ଏବଂ ବର୍ଷକ ୧୪  ଲକ୍ଷ ଟଙ୍କା କର ଲଗେଇବା ପାଇଁ ପ୍ରସ୍ତାବ ହୋଇଥିଲା l ଠାକୁରଙ୍କର ଭୋଗ ପାଇଁ ଦିନକ ୨୫  ଟଙ୍କା ଦେବୋତ୍ତର କମିଟି ରୁ ମିଳୁଥିବା ବେଳେ ଏଥିରେ ୮୦୦ ଟଙ୍କା ଖର୍ଚ୍ଚ ହେଉଅଛି l ଆଗରୁ ଏହି ସବୁ ଖର୍ଚ୍ଚ ଉକ୍ତ ଜମି ରୁ ପରିଚାଳନା ହେଉଥିଲା l ବର୍ତ୍ତମାନ ଯେହେତୁ ସେହି ଜମିର ଆୟ ଦେବୋତ୍ତର ବିଭାଗକୁ ଦିଆ ଯାଇଛି ତେଣୁ ୨୫  ଟଙ୍କା ବଦଳରେ ୮୦୦  ଟଙ୍କା ଦେବାପାଇଁ ପ୍ରସ୍ତାବ ଗ୍ରହଣ କରାଗଲା l ବାବାଙ୍କ ମନ୍ଦିରରେ ବିଭିନ୍ନ ଉତ୍ସବ ପାଳନ ହେଉଥିଲେ ମଧ୍ୟ କେବଳ ଶୀତଳ ଷଷ୍ଠୀ କୁ ମାତ୍ର ୩୫୦୦୦ ହଜାର ଟଙ୍କା ମିଳୁଛି l ଶିବରାତ୍ରୀ, ଦୋଳ ପୂର୍ଣ୍ଣିମା  ଓ କଳାସୀ ମହୋତ୍ସବ ପାଇଁ କିଛି ଅନୁଦାନ ମିଳିବା ପାଇଁ ପ୍ରସ୍ତାବ ରଖାଗଲା l ଦୀର୍ଘ ବର୍ଷ ରୁ ନଦୀ ଗର୍ଭରେ ବାବାଙ୍କ ମନ୍ଦିର ଲୀନ ହେବାରେ ଲାଗିଛି l  ଏଣୁ ମନ୍ଦିରର ସୁରକ୍ଷା ପାଇଁ ଏକ ପାଚେରୀ (କାନ୍ଥ)  ନିର୍ମାଣ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା  l ମନ୍ଦିର କୁ ଯିବାଆସିବା କରିବା ପାଇଁ ରାସ୍ତା ରୁ ଜବରଦଖଲ ହଟାଇ ପ୍ରଶସ୍ତ ରାସ୍ତା କରିବାପାଇଁ ଓ ମନ୍ଦିର ସାମନାରେ ଦୋକାନୀ ମାନଙ୍କୁ ଥଇଥାନ କରିବା ପାଇଁ କେତୋଟି ଦୋକାନ ଗୃହ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା l ମନ୍ଦିରରେ ହେଉଥିବା ଜଳସାଇ,ଜପ , ବିବାହ ଓ ବିଭିନ୍ନ ପୂଜା ରୁ କିଛି ଅନୁଦାନ ସଂଗ୍ରହ କରିବା ପାଇଁ ଏବଂ ଏକ ଦାନ ବାକ୍ସ ରଖିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା  l ମନ୍ଦିର ପରିବେଶ ସ୍ଵଚ୍ଛ ଓ ପରିଷ୍କାର ରଖିବା ପାଈଁ ଦୁଇ ଜଣ ଲୋକ ନିଯୁକ୍ତି କରିବା ପାଇଁ ପ୍ରସ୍ତାବ ହେଲା l ଏବଂ ତାର ଦରମା ସଂଗୃହିତ ପଇସାରୁ ଖର୍ଚ୍ଚ କରିବାପାଇଁ ନିଷ୍ପତ୍ତି ନିଆଗଲା l ଭକ୍ତ ପର୍ଯ୍ୟଟକ ଙ୍କ ଗମନାଗମନ ଲାଗି ଏହି ମନ୍ଦିର ରୁ ଅଙ୍ଗ ନଦୀ ଧଉରା ଖମନ ଯାଏ ଏକ ପ୍ରଶସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କୁ ଶୀଘ୍ର ଆରଂଭ ପାଇଁ ଆଲୋଚନା ହୋଇଥିଲା

ପରିଶେଷରେ ଉପରୋକ୍ତ ବିଷୟବସ୍ତୁ କୁ ଜିଲ୍ଲା ଜଜ, ଜିଲ୍ଲାପାଳ ଓ ଦେବୋତ୍ତର ଅଧିକାରୀ ଙ୍କୁ ଜଣାଇ ଶୀଘ୍ର କାର୍ଯ୍ୟ କରିବା ପାଇଁ କମିଟିର ଚେୟାରମ୍ୟାନ  ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବର୍ଣ୍ଣପୁର ଙ୍କୁ ଅନୁରୋଧ କରାଯାଇ ଆଜିର ସଭା କୁ ସାଙ୍ଗ କରାଗଲା ନୂତନ କୋର କମିଟି ର ସଦସ୍ୟ ଭାବରେ ରାଜୀବ ଲୋଚନ ପୁରୋହିତ (ସଭାପତି ) , ବାଳମୁକୁନ୍ଦ ପୁରୋହିତ (କୋଷାଧ୍ୟକ୍ଷ), ଘନଶ୍ୟାମ ମେହେର (ସମ୍ପାଦକ), ବିରଞ୍ଚି ସାହୁ ,ଅର୍ଜୁନ ନାଏକ , ହିମାଂଶୁ ନାଏକ , କୃଷ୍ଣଚନ୍ଦ୍ର ମେହେର ଙ୍କୁ ସଦସ୍ୟ ଭାବରେ ମନୋନୀତ କରଯାଇଛି l ଆଜିର ବୈଠକ ରେ ମନୋରଞ୍ଜନ ତ୍ରୀପାଠୀ, ପର୍ଶୁରାମ ବଡ଼ ମାଳି, ଭିକାରୀ ଝାଙ୍କର, ଜଗା ବଡ଼ ମାଳି, ଆଦିତ୍ୟ ପାଢ଼ୀ, ଆସ୍ତିକ ବଡ଼ ମାଳି, ଭୁବନେଶ୍ଵର ବଡ଼ ମାଳି, ବିରଞ୍ଚି ସାହୁ, ରାଜୀବ ପୁରୋହିତ,  ଙ୍କ ସମେତ ୪୦ ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗ ଦେଈ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like