-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
29-Jan-2021
ଭୁବନେଶ୍ୱର(ସୁଭାଶିଷ ନାଏକ) ଭୁବନେଶ୍ୱର ରେ ଥିବା ବିଶେଶ୍ୱର ବସ୍ତି ଉପରେ ଆତର୍କିତ ଚଢ଼ାଉ କରି କମିଶନରେଟ ପୋଲିସ ୨୦୦୦ ଗଂଜେଇ ଭର୍ତି ସିଗାରେଟ ସହିତ ୧୫ କିଲୋ ଗଂଜେଇ ଜବତ କରିଥିବା ସୂଚନା ମିଳିଛି।ଏହି କାରବାରରେ ସମ୍ପୃକ୍ତ ରହିଥିବା ଦୁଇ ଜଣ ଅସାମାଜିକ ଯୁବକ ଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡିଛି। ଉକ୍ତ ଦୁଇ ଅଭିଯୁକ୍ତ ଙ୍କ ନାଁ ରେ ପୂର୍ବରୁ କେତୋଟି ମାମଲା ରହିଛି । ତେବେ ଏହି ଦୁଇ ଅଭିଯୁକ୍ତ ଏହି କାରବାର ଦୀର୍ଘ ବର୍ଷ ଧରି ଚଲାଇ ଆସୁଥିବା ବେଳେ ଏହି ଜବତ ବେଆଇନ ଗଞ୍ଜେଇ ସେମାନେ କେଉଁଠୁ ଆଣୁଥିଲେ ଓ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥବା ସୂଚନା ଦେଇଛନ୍ତି ।