-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
29-Jan-2021
କଳାହାଣ୍ଡି(ତ୍ରିନାଥ ବେଶ୍ରl/ସଞ୍ଜୀବ ଦାସ)
ଆଜି ୧୧ ଘଣ୍ଟା ସମୟରେ ଜାତୀୟ ରାଜପଥରେ ପାଷ୍ଟିକୁଡି ଓ ଭବାନୀ ପାଟଣା ମଝିରେ ତେନ୍ତୁଳି ଖୁଣ୍ଟି ଛକ ପାଖରେ ଥୁଆ ପଦର ଗ୍ରାମର ଗୋକୁଳ ଭୋଇ ଙ୍କୁ ଏକ ଅଜଣା ଗାଡି ତାଙ୍କ ବାଇକ ସହ ଧକ୍କାହେବାରୁ ସେହି ସ୍ଥାନ ରେ ହିଁ ମୃତୁ ବରଣ କରି ଛନ୍ତି lଏହି ଖବର ପାଇ ଭବାନୀ ପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ,୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ମେଡ଼ିକାଲ ପଠା ଯାଇଥିଲା l