-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
29-Jan-2021
ବୌଦ୍ଧ, (ପ୍ରେରଣା ଖବର) :ବୌଦ୍ଧ ଜିଲ୍ଲା 57 ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ଥାନା ମସିଣାପଡା ଛକ ନିକଟରେ ଓଲଟିଲା ଡ଼ଲଫିନ ନାମକ ଯାତ୍ରୀବାହି ବସ । ଦୁର୍ଘଟଣା ରେ 5 ଗୁରୁତର । ବସ ରେ ପ୍ରାୟ 35 ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ସୂଚନା । କଟକ ରୁ ରାୟପୁର ଯାଉଥିବା ବେଳେ ରାତି3 ଟା ରେ ଦୁର୍ଘଟଣା ହୋଇଥିବା ସୂଚନା ।