-+91-9937148622 |

prerana_bgr@rediffmail.com |

  Tuesday 5th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୀର୍ଘ ଦିନ ଧରି ପାଇପ୍ ମରାମତି ଅଭାବରୁ ପାଇପ୍ ପାଣି ଲିକ୍ ବସୁଧା ପାଣି ପାଇଁ ପାରୁନାହାନ୍ତି ରାଜେନିପ୍ଡିଆ ସାହି ଲୋକ ଅନ୍ତସନ୍ତ ହୋଇ ରହୁଛନ୍ତି ଗ୍ରାମ ବାସୀ   (05-May-2026)       ||      ଚାଷୀ ସଚେତନତା ସମାବେଶ    (05-May-2026)       ||      ରଘୁନାଥ ଜୀଉ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   (05-May-2026)       ||      ଅଧଘଣ୍ଟା ଧରି ପଡି ରହିଲେ ଡାକ୍ତର ଦେଖୁଲେ ନାହିଁ ♦️ ଏଇ ହେଉଛି ବିଶ୍ୱସ୍ତରୀୟ ହସ୍ପିଟାଲ   (05-May-2026)       ||      ଆତ୍ମରକ୍ଷା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ସନ୍ତରଣ ପ୍ରଶିକ୍ଷଣ   (05-May-2026)       ||      *ସହରାଞ୍ଚଳ ର ସୌନ୍ଦର୍ଜୀ କରଣ କୁ ଅଧିକ୍ ଗୁରୁତ୍ଵ ଦେଉଛି ଆମ ସରକାର*- *ମନ୍ତ୍ରୀ* -   (04-May-2026)       ||      ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା* ପାଇଁ ସମ୍ବର୍ଦ୍ଧନା ସଭା    (04-May-2026)       ||      *ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ*   (04-May-2026)       ||      ପାଟଣେଶ୍ୱରୀ ଦେବୀଙ୍କ ପ୍ରତିମୁର୍ତ୍ତିରେ ସିମେଣ୍ଟ, ଚୁନ ପଥର ପଡୁଛି   (04-May-2026)       ||      लोइसिंघा: ब्राइटमूर इंटरनेशनल स्कूल में ग्रीष्मकालीन शिविर का उद्घाटन   (04-May-2026)       ||      Summer Camp Inaugurated at Brightmoor International School   (04-May-2026)       ||      ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ    (04-May-2026)       ||      ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ    (04-May-2026)       ||      ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ   (04-May-2026)       ||      *ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ*   (04-May-2026)       ||      ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   (04-May-2026)       ||      ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ    (04-May-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (04-May-2026)       ||      ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ   (03-May-2026)       ||      ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ   (03-May-2026)       ||     

HOME   ଜିଲ୍ଲା

ଚକାଡୋଳା ସlସ୍କୃତି କ ଅନୁଷ୍ଠାନ ତରଫରୁ ୟଙ୍ଗ ଷ୍ଟାର କ୍ରିକେଟ ଟୁ ରାନା ମେଣ୍ଟ ଆରମ୍ଭ

29-Jan-2021



କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରl)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉ ଡୋଳା ଗ୍ରାମ ରେ ଚକାଡୋଳା ସlସ୍କୃତିକ ଅନୁଷ୍ଠାନ ତରଫରୁ ୟଙ୍ଗ ଷ୍ଟାର କ୍ରିକେଟ ଟୁରନାମେଣ୍ଟ ଆଜି ଆରମ୍ଭ ହୋଇ ଯାଉଛି ,ଏଠାରେ ୧୬ଟି ଦଳ ଭାଗନେଇ ଛନ୍ତି lଏଠାରେ ମୁଖ୍ୟ ଅତିଥି ଭାବରେ କାଉ ଡୋଳା ଗ୍ରାମର ସମାଜ ସେବି- ଶ୍ରୀଯୁକ୍ତ ସୁରଥ ସାରାବୁ ,ଗଣମାଧ୍ୟମ ପ୍ରତିନିଧି ତ୍ରିନାଥ ବେଶ୍ରl, ଅବସର ପ୍ରାପ୍ତ ଶିକ୍ଷକ ଗଣେଶ ସତ୍ ନାମୀ, କୁଷ ସରାବୁ ଯୋଗଦାନ କରି ସର୍ଵ ପ୍ରଥମେ ଉଭୟ ଦଳର ଅଧିନାୟକ ମାନଙ୍କ ସହ ଆଲୋଚନା କରି ଖେଳ ପରି ଚାଲନା କରୁ ଥିବା ଏମ୍ପିୟର ମାନଙ୍କ ନିଷ୍ପତି ହିଁ ଚୁଡାନ୍ତ ନିଷ୍ପତି ବୋଲି କହି ଖେଳ ଆରମ୍ଭ ହୋଇ ଥିଲା  lପ୍ରଥମ ପର୍ଯ୍ୟାୟରେ ଡେଙ୍ଗା ଗୁଡା ଓ ଚାହାରବାହାଲ ଦଲ ଖେଳ ଆରମ୍ଭ କରି ଥିଲେ lୟଙ୍ଗ ଷ୍ଟାର କ୍ରିକେଟ ଟୁରାନାମେଣ୍ଟ ର ଚିତ୍ତରଞ୍ଜନ ସରାବୁ, ମନୁ ସରlବୁ , ମିତ୍ର ଭାନୁ ଭଞ୍ଜ,ଥବିର ମାଝୀ,ତୋଫାନ ସତ୍ ନାମୀ,କରୁଣ ନାୟକ, ସମୀର ଧଙ୍ଗଡା ମାଝୀ,ଅମିତ୍ ସାହୁ, ମାନସ ସରlବୁ,ବିକାଶ ସରlବୁ,ମନ୍ତୁ କୋଚିଆ,ଏବଂ ଅନନ୍ତ ସରlବୁ ଖେଳାଳି ମlନ ଙ୍କୁ ସାହାଯ୍ୟ କରି ଥିବା ବେଳେ,ହରେ କୃଷ୍ଣ ସରlବୁ ଓ ଭିକାରୀ ମାଝୀ ଏମ୍ପି ଏର ଭାବରେ ଖେଳ ପରିଚାଳନା କରିଥିଲେ  l


News Comment




Photo in News

Advertisment
Lastest News
  ରାଜ୍ୟ  
ଦୀର୍ଘ ଦିନ ଧରି ପାଇପ୍ ମରାମତି ଅଭାବରୁ ପାଇପ୍ ପାଣି ଲିକ୍ ବସୁଧା ପାଣି ପାଇଁ ପାରୁନାହାନ୍ତି ରାଜେନିପ୍ଡିଆ ସାହି ଲୋକ ଅନ୍ତସନ୍ତ ହୋଇ ରହୁଛନ୍ତି ଗ୍ରାମ ବାସୀ   05-May-2026
  ଜିଲ୍ଲା  
ଚାଷୀ ସଚେତନତା ସମାବେଶ   05-May-2026
  ଜିଲ୍ଲା  
ରଘୁନାଥ ଜୀଉ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   05-May-2026
  ଜିଲ୍ଲା  
ଅଧଘଣ୍ଟା ଧରି ପଡି ରହିଲେ ଡାକ୍ତର ଦେଖୁଲେ ନାହିଁ ♦️ ଏଇ ହେଉଛି ବିଶ୍ୱସ୍ତରୀୟ ହସ୍ପିଟାଲ   05-May-2026
  ଜିଲ୍ଲା  
ଆତ୍ମରକ୍ଷା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ସନ୍ତରଣ ପ୍ରଶିକ୍ଷଣ   05-May-2026
  ଜିଲ୍ଲା  
*ସହରାଞ୍ଚଳ ର ସୌନ୍ଦର୍ଜୀ କରଣ କୁ ଅଧିକ୍ ଗୁରୁତ୍ଵ ଦେଉଛି ଆମ ସରକାର*- *ମନ୍ତ୍ରୀ* -   04-May-2026
  ଜିଲ୍ଲା  
ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା* ପାଇଁ ସମ୍ବର୍ଦ୍ଧନା ସଭା   04-May-2026
  ଜିଲ୍ଲା  
*ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ*   04-May-2026
  ରାଜ୍ୟ  
ପାଟଣେଶ୍ୱରୀ ଦେବୀଙ୍କ ପ୍ରତିମୁର୍ତ୍ତିରେ ସିମେଣ୍ଟ, ଚୁନ ପଥର ପଡୁଛି   04-May-2026
  ଜିଲ୍ଲା  
लोइसिंघा: ब्राइटमूर इंटरनेशनल स्कूल में ग्रीष्मकालीन शिविर का उद्घाटन   04-May-2026
  ରାଜ୍ୟ  
Summer Camp Inaugurated at Brightmoor International School   04-May-2026
  ଜିଲ୍ଲା  
ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ   04-May-2026

You Might Also Like