-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଜିଲ୍ଲା

ଘର ହରାଇ ଗରିବ ଭୁମିହୀନ ସୂର୍ଯ୍ୟନଗର ବସ୍ତିବାସୀ ମୁକ୍ତ ଆକାଶ ତଳେ, ଚତୁର୍ଥ ଦିନରେ ପହଂଚିଲା ଅନିଶ୍ଚିତକାଳୀନ ଧାରଣା ଚତୁଥ ଦିନରେ 

28-Jan-2021



ବଲାଙ୍ଗିର(ସନ୍ତୋଷ କୁମାର ଠାକୁର)ଭୁମିହୀନ ବସ୍ତିବାସିନ୍ଦା ଥଇଥାନ ଯାଗା ମିଶନ ପଟ୍ଟା, ପ୍ରଧାନ ମନ୍ତ୍ରୀ ଆବାସ, ବିଜୁ ପକ୍କା ଘର ଏବଂ କ୍ଷତିପୂରଣ ଦାବି ନେଇ ବଲାଙ୍ଗିର ମ୍ୟୁନିସିପାଲିଟିର ବିଜ୍ଞାନ ପାର୍କ ପାଇଁ ବିସ୍ତାପିତ ସୂର୍ଯ୍ୟନଗରବାସୀ ବଲାଙ୍ଗିର ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ୨୫.୦୧.୨୦୨୧ ଦିନ ଠାରୁ ଅନିଶ୍ଚିତକାଳିନ ଧାରଣାରେ ଭିଆଇପି ର ସମର୍ଥନରେ ଆଜି ଚତୁର୍ଥ ଦିନରେ ପହଂଚିଯାଇଛି । ଧାରଣାରେ ବସିଥିବା ସୂର୍ଯ୍ୟନଗରବାସୀ ବଲାଙ୍ଗିର ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସ୍ଥିତ ମୋ ସରକାର ଚେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଜୀଙ୍କୁ ସେମାନଙ୍କ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ବିନା ଥଇଥାନରେ ଘର ଭାଙ୍ଗିବା ଅଭିଯୋଗ ଏବଂ ତାଙ୍କର ଥଇଥାନ ପାଇଁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯାଗା ମିଶନ ଯୋଜନା ଜରିଆରେ ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ରାଷ୍ଟ୍ରିୟ ପୁରସ୍କାର ପାଇଛନ୍ତି ହେଲେ ବଲାଙ୍ଗିର ମ୍ୟୁନିସିପାଲିଟି ର ୭୦ ଗୋଟି ପରିବାରରେ ସ୍ଥାପିତ ଥିବା ସୂର୍ଯ୍ୟନଗର ବସ୍ତିକୁ ଓଡିଶା ଭୁ-ବନ୍ଦୋବସ୍ତ ସଂଶୋଧାନ ଆଇନ ତଥା ବସ୍ତି ବାସିନ୍ଦା ଥଇଥାନ ଯାଗା ମିଶନ ପଟ୍ଟା ଆଇନ-୨୦୧୭-୧୮ କୁ ଅଣଦେଖା କରି ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏବଂ ବଲାଙ୍ଗିର ମ୍ୟୁନିସିପାଲିଟି ଦ୍ୱାରା ଆଜି  ୪୦ ବର୍ଷରୁ ଊର୍ଦ୍ଧ୍ୱ ରୁ ବସବାସ କରି ଆସୁଥିବା ଭୁମିହୀନ ଗରିବ, ମଜୁରିଆ ଓ ଖଟିଖିଆ ସୂର୍ଯ୍ୟନଗରବାସୀ ମୁଖ୍ୟମନ୍ତ୍ରୀଙ୍କ ଯୋଜନା ଅନୁସାରେ ଉଷା କାର୍ଡ ପାଇ ମଧ୍ୟ ଆଜି ସେମାନେ ଖୋଲା ଆକାଶ ଓ ଅନ୍ଧକାରରେ ରହିଛନ୍ତି ।  ଓଡିଶାର ମୁଖ୍ୟମନ୍ତ୍ରୀ ମାନନୀୟ ନବୀନ ପଟ୍ଟନାୟକଙ୍କ ଓଡିଶା ଭୁ-ବନ୍ଦୋବସ୍ତ ସଂଶୋଧାନ ଆଇନ୍ ୨୦୧୭-୧୮ ଦ୍ୱାରା ଗରିବ ଭୁମିହୀନ ବସ୍ତିବାସିନ୍ଦାଙ୍କୁ ବିନା ବେଦଖଲ କରି ସେହି ସ୍ଥାନ କିମ୍ବା ଅନ୍ୟତ୍ର ଜାଗା ମିଶନ ପଟ୍ଟା, ଘର, ନଳ, ବିଜୁଳୀ ଦେଇ ଥଇଥାନ କରାଯିବା  ଜାଗା ମିଶନ ପଟ୍ଟା ଯୋଜନାରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରିୟ ପୁରସ୍କାର ପାଇଛନ୍ତି । ଜାଗା ମିଶନ ବହୁତ ସୁନ୍ଦର ଯୋଜନା ଯଦ୍ୱାରା ଦାରିଦ୍ର‌୍ୟତା ହଟାଇ ଗରିବ ଭୁମିହୀନ ମାନଙ୍କୁ ୪ ଡିସିମିଲ ଘରବାଡି ପଟ୍ଟା ସହ ଘରଟିଏ ଦିଆଯାଉଛି । ବଲାଙ୍ଗିର ସହରରେ୨୦୧୭-୧୮ ବର୍ଷ  ଡ୍ରୋନ କ୍ୟାମେରାରେ ସର୍ଭେ କରି ଜାଗା ମିଶନ ପଟ୍ଟା ହିତାଧିକାରୀଙ୍କୁ ଉଷା କାର୍ଡ ଦେଇ ୮୨୦୦ ପରିବାରଙ୍କୁ ଜାଗାମିଶନ ପଟ୍ଟା ଦେବା ପାଇଁ ତାଲିକା କରାଯାଇଛି;  ବଲାଙ୍ଗିର ମ୍ୟୁନିସିପାଲିଟି ର ୫ ନଂ ୱାର୍ଡ ସୂର୍ଯ୍ୟନଗର ବସ୍ତି ବାସିନ୍ଦାଙ୍କୁ ଉଷା ସର୍ଭେ କାର୍ଡ ସହ ଜାଗା ମିଶନ ପଟ୍ଟା କିଛି ଲୋକଙ୍କୁ ଦିଆଯାଇଛି କିନ୍ତୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପଛପଟରେ ବିଜ୍ଞାନ ପାର୍କ ନିର୍ମାଣ ପାଇଁ ଗତ ୧୧.୦୧.୨୦୨୧ ଦିନ ଠାରୁ ସୂର୍ଯ୍ୟ ନଗର ବସ୍ତିବାସିନ୍ଦାଙ୍କୁ ବିନା ଥଇଥାନ କରି ବଲାଙ୍ଗିର ଜିଲ୍ଲା ପ୍ରଶାସନ ମଧ୍ୟ ଯୁଗିୟ ରାଜା ରାଜୁଡା ଠାକୁର ଶାସନ, ମୋଗଲ ପଠାନ ଶାସନ୍ ତଥା ଇଂରେଜ ହିଟଲର ଶାସନ ପରି ବଲାଙ୍ଗିର ପ୍ରଶାସନ ୭୦ ଗୋଟି ଗରିବ ଭୁମିହୀନ ଘର ଭାଙ୍ଗି ଦେଇ ବିଜୁଳୀ କାଟି ଦେବା ସୂର୍ଯ୍ୟନଗର ବାସୀ ତମ୍ବୁମାରି ଖୋଳା ଆକାଶ ତଳେ ରହୁଛନ୍ତି । ପ୍ରଶାସନ ସେମାନଙ୍କୁ ଉଚିତ୍ ଥଇଥାନ କରିବା କଥା କିନ୍ତୁ   ଜିଲ୍ଲାପ୍ରଶାସନଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ପୋଲିସ  ସୂର୍ଯନଗର ସ୍ଥିତ ଏକ ବିକଳାଙ୍ଗ ଲଛମନ ବେହେରାଙ୍କୁ ଘରୁ ଫିଙ୍ଗି ଦେବା ସହିତ ତାଙ୍କ ଆସବାସ ପତ୍ର କୁ ମଧ୍ୟ ଅନେକ ଦୂର ପର୍ଯ୍ୟନ୍ତ ଫିଙ୍ଗି ଦେଇ ତା’ର କୁଡିଆ ଘରକୁ ଜେସିବି ଦ୍ୱାରା ଭାଙ୍ଗି ଦେଇ ସେହି ସ୍ଥାନରେ ତାକୁ ପୋତି ଦେବା ପାଇଁ ଧମକ୍ ଦେଇଥିଲା ।   ବଲାଙ୍ଗିର ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖଠାରେ ସୂର୍ଯ୍ୟନଗର ବସ୍ତି ବାସିନ୍ଦା ନାଗରିକ ସୁରକ୍ଷା ସମିତି, ବଲାଙ୍ଗିର ଭୁମିହୀନ ମହିଳା ସଂଘ ସହ ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଯାଗା ମିଶନ ପଟ୍ଟା ଯୋଜନା କାର୍ଯ୍ୟକାରୀ ପାଇଁ ଅନିଶ୍ଚିତକାଳୀନ ଧାରଣା ଜାରି ରହିବ ବୋଲି ଭିଆଇପି ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ କହିଛନ୍ତି । ଧାରଣାରେ ଡ. ବିପିନ କୁଶୁଲିଆଙ୍କ ସହ   ସମିତି ଅଧ୍ୟକ୍ଷ ଶାନ୍ତିଲତା ତ୍ରିପାଠୀ, ଉପସଭାପତି ସନ୍ତୋଷିନୀ ଦୀପ, ମହାସଚିବ ପଦ୍ମାବତୀ ନାଏକ, କୋଷାଧ୍ୟକ୍ଷ ଦିବ୍ୟସିଂ ଭୋଇ, ସଂଯୋଜକ ରାହୁଲ କୁମ୍ଭାର ସମେତ ଶତାଧିକ ସୂର୍ଯ୍ୟନଗର ତଥା ବଲାଙ୍ଗିର ଭୁମିହୀନ ବସ୍ତି ବାସିନ୍ଦା ଅନିଶ୍ଚିତ କାଳିନ ଧାରଣାରେ ଯୋଗଦେଇଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like