-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
28-Jan-2021
ବଲାଙ୍ଗିର, (ପ୍ରେରଣା ଖବର) - ଆଜି ପାଟଣlଗଡ଼ ପୌରାଞ୍ଚଳ ର ୱାର୍ଡ଼ ନମ୍ବର 11 ରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ବଲାଙ୍ଗିର ପୌରାଞ୍ଚଳରେ କରୋନା ସଂକ୍ରମଣ ର ହାର ଶୁନ୍ ରହିଥିବାବେଳେ ପାଟଣାଗଡ଼ର କେନ୍ଦୁମୁଣ୍ଡି ରୁ ଦୁଇ ଓ ସାଲେପାଲି ଅଞ୍ଚଳରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ବଲାଙ୍ଗିର ସଦର ବ୍ଲକ ଚନ୍ଦନ ଭାଟି ରୁ ଜଣେ ଓ ବେଲପଡ଼ା ବ୍ଲକ ରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l
ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ 8767 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 09 ଟି ଆକ୍ଟିଭ କେଶ୍ ଓ 8717 ଜଣ ବ୍ଯକ୍ତି କରୋନା ମହାମାରୀ ରୁ ସୁସ୍ଥ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ l