-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-Aug-2025
ବରୀ(ରଞ୍ଜିତ ମହାନ୍ତି): ଐତିହାସିକ ବିଶ୍ଵାଳ ଗଣ୍ଡ ପୁନଃଉଦ୍ଧାର କାର୍ଯ୍ୟରେ ବିଳମ୍ବ ଦେଖା ଦେଇଛି। ପୁନରୁଦ୍ଧାର ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା ତା ତାହା ଏକ ପ୍ରକାର ବନ୍ଦ ହୋଇଯାଇଛି। ବରୀ ବ୍ଲକ ମହାକାଳ ଳପଡ଼ା ପଞ୍ଚାୟତ ଅନ୍ତର୍ଗତ ମିତ୍ରସେନପୁର-ଡିହପାଳ ତଥା ଗମୁ ପଞ୍ଚାୟତ ପଞ୍ଚାୟତ ସଂଲଗ୍ନ ଗଣ୍ଡ ମୋଟ୍ ୧୦ ୦ ଏକର ଜମିରେ ରହିଛି। କିମ୍ବଦନ୍ତୀ ଅନୁଯାୟୀ ବ୍ରାହ୍ମଣୀ ନଦୀ କେବଳ ଏହି ସ୍ଥାନରେ ମୁହାଁ ଗତି କରୁଥିଲା। କୃଷ୍ଣନଗରରୁ ଗମୁ ମିତ୍ରସେନପୁର ଦେଇ ଏହା ଇନ୍ଦୁପୁର ଠାରେ ବିରୂପା ନଦୀରେ ମିଶି ଥିଲା। ମାତ୍ର ପରବର୍ତୀ ସମୟରେ କାଇ ନାଇପଡ଼ା ଠାରୁ ବ୍ରାହ୍ମଣୀ ନଦୀ ସିଧାସଳଖ ଗତିପଥ ପରିବର୍ତ୍ତନ କରି ବିରୂପାରେ ମିଶିଲା। ଫଳରେ କୃଷ୍ଣନଗର ଠାରୁ ଇନ୍ଦୁପୁରର ଏହି ଅଂଶ ପୋତା ବ୍ରାହ୍ମଣୀ ନାମରେ ନାମିତ ହୋଇ ରହିଛି। ଗଣ୍ଡ ଗଣ୍ଡ ଶୁଖାଯିବା ଦ୍ବାରା ଗମୁ, ମିତ୍ରସେନପୁର, ଡିହପାଳ ଆଦି ବହୁ ଅଞ୍ଚଳରେ ଜଳସ୍ତର କମିଯ ମିଯାଇଛି। ସମାଜସେବୀ ପର୍ଶୁରାମ ବିଶ୍ଵାଳଙ୍କ ନେତୃତ୍ବରେ ଗଣ୍ଡକୁ ଖନନ କରି । ପୁନରୁଦ୍ଧାର କରିବା ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଜଣାଇ ଆସୁଛନ୍ତି। । ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଡ୍ରେ ଡ୍ରେନେଜ ବିଭାଗର ଯନ୍ତ୍ର ଅଧୂକାରୀମାନଙ୍କୁ ବିଶ୍ବାଳ ଗଣ୍ଡ ନିକଟକୁ ପଠାଇ ପୁନରୁଦ୍ଧାର ପାଇଁ ପ୍ରାଥମିକ ଏହା ଏବେ ଗ୍ରାମବାସୀ ର ଦାବି ଯନ୍ତ୍ରୀ ଓ ସର୍ଭେ କରାଇଥିଲେ। ହେଲେ ଏହି ପ୍ରାୟ ବନ୍ଦ ହୋଇ ଯାଇଛି। ଏହା ପୁନରୁଦ୍ଧାର ହେଲେ ଅଞ୍ଚଳ ଏକ ପ୍ରମୁଖ ଜଳଉତ୍ସ ଦ୍ବାରା ଉପକୃତ ।କୃତ ହୋଇପାରିବ। ବିଶେଷକରି ସ୍ଥାନୀୟ ଗ୍ରାମ ମାନଙ୍କରେ କୃଷି । ଓ ଗୋପାଳନ କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇପାରିବ ବୋଲି କୁହାଯାଉଛି। ପୂର୍ବରୁ ଗଣ୍ଡର ଗଭୀରତା ପାଇଁ ବହୁତ ବଡ଼ ମାଛ ଏଠାରେ ରହୁଥିଲେ। ଗଣ୍ଡ ନିଲାମ କରାଯାଇ ବିଶ୍ଵ ଶାନ୍ତି ମହାଯଜ୍ଞରେ ନିଲାମ ଅର୍ଥ ସହାୟକ ହୋଇଥାଏ। ବହୁମୁଖୀ କାର୍ଯ୍ୟରେ ଲାଗୁଥିବା ଗଣ୍ଡର ପୁନରୁଦ୍ଧାର ପାଇଁ ଉଭୟ ଗମୁ, ମିତ୍ରସେନପୁର ଓ ଡିହପାଳ ବାସୀ ଦାବି କରିଛନ୍ତି।