-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
12-Aug-2025
ନବରଙ୍ଗପୁର:(ମିହିର ଶଙ୍କର ପାତ୍ର)
-ଡାବୁଗାଁ ବନାଞ୍ଚଳରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ରାମଚନ୍ଦ୍ର ଭତ୍ରା ଯୋଗଦାନ କରିଛନ୍ତି । ପୂର୍ବରୁ ସେ କୋରାପୁଟ ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟ ଏ.ଏସ.ଆଈ ଭବେ କାର୍ଯ୍ୟରତ ଥିଲେ । ଆଗାମୀ ଦିନର ଡାବୁଗାଁ ବନାଞ୍ଚଳ ଅଧୀନରେ ଥିବା ବଣ ଜଙ୍ଗଲ କିପରି ସୁରକ୍ଷିତ ରହିବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଥିଲେ । ପୂର୍ବରୁ ଥିବା ଡାବୁଗାଁ ବନାଞ୍ଚଳ ଅଧିକାରୀ ଅସୀତ କୁମାର ସାହୁ ବର୍ତ୍ତମାନ ଝରିଗାଁ ବନାଞ୍ଚଳକୁ ବଦଳି ହୋଇଛନ୍ତି।