-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
08-Aug-2025
ନୂଆପଡ଼ା (ରାମନାଥ ପଣ୍ଡା)
ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱର୍କର୍ସ ଆସୋସିଏସନ୍ ନୂଆପଡ଼ା ଜିଲ୍ଲା କୋମନା ବ୍ଲକରୁ ପ୍ରେସିଡେଣ୍ଟ ରଶ୍ମିତା ପ୍ରଧାନ ଓ ସେକ୍ରେଟାରୀ ଚନ୍ଦ୍ରପ୍ରଭା ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନେକ ଅଙ୍ଗନୱାଡ଼ି କର୍ମୀଙ୍କ ସହ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ସି ଡି ପି ଓ କୋମନା ଙ୍କ ଜରିଆରେ ପୋଷଣ ଏଫ୍ ଆର୍ ଏସ ସମସ୍ୟା ଓ ଅନ୍ୟାନ୍ୟ ଦାବୀ ଉପରେ ଦାବୀ ପତ୍ର ପ୍ରଦାନ କରାଯାଇଛି ।