-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
24-Jan-2021
ବଲାଙ୍ଗିର, (ପ୍ରେରଣା ଖବର): ଆସନ୍ତା ଜାନୁୟାରୀ 26 ସାଧାରଣତନ୍ତ୍ର ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନାର ମେଡ଼ିସିନ୍ ୱାର୍ଡ ଠାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯିବ l ସକାଳେ କୋର୍ଟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରା ଯିବା ପରେ ଏହି କାର୍ଯ୍ୟକ୍ରମ ରହିଛି l ଏହି ସାମାଜିକ କାମରେ ଜିଲ୍ଲା ଓକିଲ ସଂଘ ର ସମସ୍ତ ସଭ୍ଯ, ସଭ୍ୟା ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଂଘ ର ସମ୍ପାଦକ ବlସୁଦେବ ରଥ ଓ ସଭାପତି ପ୍ରବୀଣ ମିଶ୍ର ଅନୁରୋଧ କରିଛନ୍ତି