-+91-9937148622 |

prerana_bgr@rediffmail.com |

  Wednesday 17th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବକଟି ପଂଚାୟତ ରେ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (16-Jun-2026)       ||      ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ   (16-Jun-2026)       ||      ବରପାଲି ଶିବବିବାହତ୍ସବରେ କନ୍ୟା ଆନ୍ବେଷଣ ପର୍ବ ପତର ପେଣ୍ଡୀ ସମାପନ   (16-Jun-2026)       ||      *ଆନ୍ତର୍ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ସଚେତନତା ରଥ ଉଦଘାଟିତ*   (16-Jun-2026)       ||      ଜାତୀୟ ସ୍ତରରେ ନିଷ୍ପା ପରିବାର ସମ୍ବର୍ଦ୍ଧିତ, ରକ୍ତ ସଞ୍ଚାର ସେବା ଯୋଗୁଁ ଅହମଦାବାଦ ରେ ସମ୍ବର୍ଦ୍ଧିତ    (16-Jun-2026)       ||      ଶୀତଳଷଷ୍ଠୀ ଯାତ୍ରା ପାଇଁ କୋଷାଗାର ରୁ ବାହାରିଲେ ୧୦୮ ତୋଳା ର ସୁନା ନାଗ ମୁର୍ତ୍ତୀ   (16-Jun-2026)       ||      ଏସ୍.ଏନ.କ୍ଲାସେସ ର ବର୍ଣ୍ଣାଢ଼୍ୟ ଉତ୍ସବ ପାଳିତ    (16-Jun-2026)       ||      ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଂଘର ୨୭ତମ ବାର୍ଷିକ ଉତ୍ସବ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ    (16-Jun-2026)       ||      ଜାଇକା ପାଇପ୍ ଫାଟି ଘୁଅ,ମୁତ ମଇଳା ପାଣି ମିଶୁଛି ତାଳଦଣ୍ଡା କେନାଲରେ    (16-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ ସ୍ତରୀୟ ଜାତି ଓ ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ    (16-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ମହୋତ୍ସବର ଶୁଭାରମ୍ଭ, ପାର୍ବତୀ ମଣ୍ଡପକୁ ନଟରାଜ ଦେବଙ୍କ ଆନୟନ,   (16-Jun-2026)       ||      ନିଷ୍ଠା ପରିବାରର ୧୭ତମ ପ୍ରତିଷ୍ଠା ଦିବସ ଓ ବିଶ୍ୱ ରକ୍ତଦାତା ଦିବସ ଅବସରରେ ୬୨ ୟୁନିଟ୍ ରକ୍ତ ସଂଗୃହୀତ   (16-Jun-2026)       ||      *ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି କମିଟୀର ସାଧାରଣ ବୈଠକ*   (16-Jun-2026)       ||      କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ୱାରା ଆଦିବାସୀଙ୍କୁ ଅପଶବ୍ଦ ପ୍ରୟୋଗକୁ ବିରୋଧ କରି ବଙ୍ଗୋମୁଣ୍ଡା ଥାନାରେ ଏତଲା    (15-Jun-2026)       ||      ବଲାଙ୍ଗୀର ବିକାଶ ନେଇ ବୁଦ୍ଧିଜୀବୀଙ୍କ ସହ ବିଧାୟକ କଳିକେଶଙ୍କ ଆଲୋଚନା   (15-Jun-2026)       ||      ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ଚାଳକ ଗିରଫ    (15-Jun-2026)       ||      *କୋଷାଗୁମୁଡ଼ାରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନୁ ଜାରି*   (15-Jun-2026)       ||      ଏସ୍. ଏନ୍. କ୍ଲାସେସ୍ ର ଗ୍ରୀଷ୍ମକାଳୀନ ଉଜ୍ଜାପନି ଉତ୍ସବ ପାଳିତ   (15-Jun-2026)       ||      ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ଯ କ୍ରମ   (15-Jun-2026)       ||      ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ   (15-Jun-2026)       ||     

HOME   ଜିଲ୍ଲା

ଗୁଡନି ର ଶୁଭ ମହୁରତ

17-Jun-2025



ସୋନପୁର,(ମନୋରଞ୍ଜନ ତ୍ରିପାଠୀ)
ପଶ୍ଚିମ ଓଡିଶାର ଲୁକ୍କାୟିତ କଳା ଓ କଳାକାରଙ୍କୁ ପ୍ରୋତ୍ସାହନ ଦେବା ପାଇଁ ପଶ୍ଚିମ ମିଡିଆ ନେଟୱାର୍କ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ନିର୍ମାଣ ହେବାକୁ ଥିବା ପ୍ରଥମ ୱେବ୍‌ସିରିଜ୍ 'ଗୁଦନି'ର ଶୁଭ ମହୁରତ ସୁରେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର ଅଧ୍ୟକ୍ଷ ଶୁଭାଶିଷ ରଥଙ୍କ ସହ  କମ୍ପାନୀ ନିର୍ଦ୍ଦେଶକ ଶିବରାମ ମହାପାତ୍ର, ଧରଣୀଧର ମିଶ୍ର ଓ ଗଣପତି ବାଘ ଉପସ୍ଥିତ ରହି 'ପଶ୍ଚିମ' ଆଭିମୁଖ୍ଯ ସଂପର୍କରେ ଆଲୋକପାତ କରିଥିଲେ । ତେବେ ପଶ୍ଚିମ ରାଜ୍ୟର ପ୍ରଥମ ଏବଂ ଏକମାତ୍ର ଓଟିଟି ପ୍ଲାଟଫର୍ମ ଯେଉଁଥିରେ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ନ୍ୟୁଜ ମଧ୍ୟ ପ୍ରସାରଣ ହେବ ବୋଲି ଶୁଭାଶିଷ ସୂଚନା ଦେଇଥିଲେ । ୱେବ୍‌ସିରିଜ  'ଗୁଦନି'ର ନିର୍ଦ୍ଦେଶକ ଅଛନ୍ତି ନାଟ୍ୟଶ୍ରୀ ଗଦାଧର ବାରିକ ।  'ଗୁଦନି' ଜନଜାତିଙ୍କ ଲୁକ୍କାୟିତ କଳା ଓ ଜୀବନଦର୍ଶନ ଉପରେ ଆଧାରିତ ବୋଲି ନିର୍ଦ୍ଦେଶକ କହିଥିଲେ । ପଶ୍ଚିମ ଓଡିଶାର ୫୦ ଜଣ କଳାକାର ଏଥିରେ ଅଭିନୟ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ ।  'ଗୁଦନି'ର ମୁଖ୍ୟ ଆକର୍ଷଣ ହେଉଛନ୍ତି ବଲିଉଡ ଅଭିନେତା ଜଗନ୍ନାଥ ସେଠ । ପଶ୍ଚିମ ଓଡିଶାର ଗାଁ ଗହଳିର କଳାକାରଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିବାରୁ ସେ ପଶ୍ଚିମ ମିଡିଆ ନେଟୱାର୍କ ପ୍ରାଇଭେଟ ଲିମିଟେଡର ଉଦ୍ୟମକୁ ଖୁବ୍ ପ୍ରଶଂସା କରିଥିଲେ ।  ସକାରାତ୍ମକ ମନରେ କାମ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ଶିକ୍ଷାବିତ୍  ଗତିକୃଷ୍ଣ ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ । ଏହି ୱେବସିରିଜର ସଂଳାପ ବବଲୁ ବାଘ ଲେଖିଥିବା ବେଳେ ଡିଓପି ଗୋପାଳ ପ୍ରଧାନ ରହିଛନ୍ତି । ସଂଗୀତ ନିର୍ଦ୍ଦେଶକ ପଙ୍କଜ ଜାଲଙ୍କ ନିର୍ଦ୍ଦେଶନାରେ ଗୀତ ଗୁଡିକ ଖୁବ୍ ମନଛୁଆଁ ହୋଇଛି । ଏକ ପ୍ରମୁଖ ଭୂମିକାରେ କଂସ ମହାରାଜ ସୁଶୀଳ ମେହେର ମଧ୍ୟ ଅଭିନୟ କରୁଛନ୍ତି ।
ପଶ୍ଚିମ ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରୁ ସୁଟିଂ ଆରମ୍ଭ ହୋଇଛି । ତେବେ ଆଉ ଏକ ମେଗା ୱେବସିରିଜ, ସର୍ଟ ଫିଲ୍ମ, ଡକ୍ୟୁମେଣ୍ଟାରୀ ଏବଂ ରିଅଲିଟି ସୋ'ର ନିର୍ମାଣ ଆରମ୍ଭ ହୋଇଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବକଟି ପଂଚାୟତ ରେ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   16-Jun-2026
  ଜିଲ୍ଲା  
ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ   16-Jun-2026
  ଜିଲ୍ଲା  
ବରପାଲି ଶିବବିବାହତ୍ସବରେ କନ୍ୟା ଆନ୍ବେଷଣ ପର୍ବ ପତର ପେଣ୍ଡୀ ସମାପନ   16-Jun-2026
  ଜିଲ୍ଲା  
*ଆନ୍ତର୍ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ସଚେତନତା ରଥ ଉଦଘାଟିତ*   16-Jun-2026
  ବିଶେଷ  
ଜାତୀୟ ସ୍ତରରେ ନିଷ୍ପା ପରିବାର ସମ୍ବର୍ଦ୍ଧିତ, ରକ୍ତ ସଞ୍ଚାର ସେବା ଯୋଗୁଁ ଅହମଦାବାଦ ରେ ସମ୍ବର୍ଦ୍ଧିତ   16-Jun-2026
  ଜିଲ୍ଲା  
ଶୀତଳଷଷ୍ଠୀ ଯାତ୍ରା ପାଇଁ କୋଷାଗାର ରୁ ବାହାରିଲେ ୧୦୮ ତୋଳା ର ସୁନା ନାଗ ମୁର୍ତ୍ତୀ   16-Jun-2026
  ଜିଲ୍ଲା  
ଏସ୍.ଏନ.କ୍ଲାସେସ ର ବର୍ଣ୍ଣାଢ଼୍ୟ ଉତ୍ସବ ପାଳିତ   16-Jun-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଂଘର ୨୭ତମ ବାର୍ଷିକ ଉତ୍ସବ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ   16-Jun-2026
  ଜିଲ୍ଲା  
ଜାଇକା ପାଇପ୍ ଫାଟି ଘୁଅ,ମୁତ ମଇଳା ପାଣି ମିଶୁଛି ତାଳଦଣ୍ଡା କେନାଲରେ   16-Jun-2026
  ଜିଲ୍ଲା  
ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ ସ୍ତରୀୟ ଜାତି ଓ ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ   16-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ମହୋତ୍ସବର ଶୁଭାରମ୍ଭ, ପାର୍ବତୀ ମଣ୍ଡପକୁ ନଟରାଜ ଦେବଙ୍କ ଆନୟନ,   16-Jun-2026
  ଜିଲ୍ଲା  
ନିଷ୍ଠା ପରିବାରର ୧୭ତମ ପ୍ରତିଷ୍ଠା ଦିବସ ଓ ବିଶ୍ୱ ରକ୍ତଦାତା ଦିବସ ଅବସରରେ ୬୨ ୟୁନିଟ୍ ରକ୍ତ ସଂଗୃହୀତ   16-Jun-2026

You Might Also Like