-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
14-Jun-2025
ବରୀ(ରଞ୍ଜିତ ମହାନ୍ତି): ବରୀ ବ୍ଲକ ପରିସରରେ ବିକାଶ ବାହନ ରଥର ଆଜି ଶୁଭାରମ୍ଭ ହେଉଛି । ଏହାକୁ ବିଡ଼ିଓ ଅସିତ କୁମାର ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ତହସିଲଦାର ଦୀପ୍ତି ମୟୀ ବେହେରା, ଅତି ରିକ୍ତ ତହସିଲଦାର କଲ୍ଲୋଳ ମିଶ୍ର, ଅତିରିକ୍ତ ବିଡ଼ିଓ ମହେଶ୍ଵର ସେଠି, ଉପସ୍ଥିତ ଥିଲେ ଜିପିଓ ଲକ୍ଷ୍ମୀକାନ୍ତ ମହାରଣା, ଗ୍ରାମ୍ୟପାନୀୟ ଜଳର କନିଷ୍ଠ ଯନ୍ତ୍ରୀ ବିଭୁତି ଭୂଷଣ ପଣ୍ଡା, ସାମାଜିକ ସୁରକ୍ଷା ଅଧୂକାରୀ ରଞ୍ଜିତ ଜେନା ବିଭିନ୍ନ ବିଭାଗର ଅଧୂକାରୀ ଉପସ୍ଥିତ ଥିଲେ । ଏହି ବରୀ ବ୍ଲକର ବିଭିନ୍ନ ପଞ୍ଚାୟତ ପରିକ୍ରମା କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ରନ୍ ଗିରି, ଅମଠ ପୁର, ମହାକାଳପଡା ପଞ୍ଚାୟତ ପରିକ୍ରମା କରିଥିବା ଜଣାପଡିଛି।