-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ମା ମନୋରମl ମହାପାତ୍ରଙ୍କ ଜୟନ୍ତୀ ପାଳନ ଉପଲକ୍ଷେ କବିତା ପାଠ ଉତ୍ସବ

11-Jun-2025



କଟକ (ପ୍ରେରଣା ଖବର): ଅନେକ ପ୍ରତିକୁଳ ପରିସ୍ଥିତି ସତ୍ତ୍ବେ ନିଜର ଅଦ୍ୟମ ସାହସ ଓ ଦୃଢ ଇଚ୍ଛାଶକ୍ତି ଦ୍ବାରା ଚାରୋଟି ସନ୍ତାନର ମlତୃତ୍ୱ ଲାଭକରୀ ମଧ୍ଯ ନିଜକୁ ସମlଜରେ ଏକ ପ୍ରଭାବଶାଳୀ  ବ୍ୟକ୍ତିତ୍ୱ ଭାବେ ପ୍ରତିଷ୍ଟିତ କରିପାରିଥିଲେ ବିଶିଷ୍ଟ ସାହିତ୍ୟିକl ସାରସ୍ୱତ ସାଧିକl ମା ଡ଼.ମନୋରମl ମହାପାତ୍ର। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ପିତା  ପଦ୍ମଭୂଷଣ ଡ଼ ରାଧାନାଥ ରଥଙ୍କ ମନ୍ତ୍ରରେ ଦୀକ୍ଷିତ ହୋଇ ଦୀର୍ଘ ୭୦ବର୍ଷରୁ ଉର୍ଦ୍ଧ କାଳ ଧରି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ଆସୁଥିଲେ ମ୍l ମନୋରମା ମହାପାତ୍ର। ସେ ଥିଲେ ଜଣେ ପ୍ରତିଶ୍ରୁତିବଧ୍ୟ ମlନବ ବାଦୀ ସଂସ୍କାର ଧର୍ମୀ ଓ  ସମ୍ବେଦନ ଶିଳ କବି ଓ ନିର୍ଭୀକ ସ୍ତମ୍ଭକାର। ଏହା ଓଡ଼ିଶା ନାରୀ ସେବା ସଙ୍ଘ ଓ ରାଷ୍ଟ୍ରୀୟ କବି ସଙ୍ଗମ ପକ୍ଷରୁ ଆୟୋଜିତ ହୋଇଥିବା ମା ମନୋରମl ମହାପାତ୍ରଙ୍କ ୯୧ ତମ ଜନ୍ମତିଥି

ପାଳନ ଉପଲକ୍ଷେ ଅନଲାଇନ୍ ମାଧ୍ୟମରେ ଆୟୋଜିତ ହୋଇଥିବା କବିତା ଅlସରରେ ମୁଖ୍ୟ ଅତିଥି ଭାବେ  ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼. ସରୋଜିନୀ ସଡଙ୍ଗୀ ଓ ମୂଖ୍ୟ ବକ୍ତା ଅର୍ଥନିତିଜ୍ଞ  ସ୍ତମ୍ଭକାର ଡ଼ ସନ୍ତୋଷ ମହାପାତ୍ର ଓ ସମ୍ମାନିତ ବକ୍ତା  ଆଇନଜୀବୀ ରାଜୀବ ଷଡ଼ଙ୍ଗୀ ଯୋଗ ଦେଇ ଅଭିଭାଷଣରେ କହିଥିଲେ। ଏହି ଜୟନ୍ତୀ ଉପଲକ୍ଷେ ଏକ  ଦେଶାତ୍ମବୋଧକ ବହୁଭାଷୀ କବିତା ପାଠଉତ୍ସବ ଅନୁଷ୍ଠିତ  ହେlଲଥିଲା ବରିଷ୍ଟ କବି ମହିଜl ଦଳବେହେରା ପ୍ରଥମେ କବିତା ପଢ଼ି ଉତ୍ସବକୁ ଉଦ୍ଘାଟନ କରିଥିଲେ। ଓଡ଼ିଶା ର ବିଭିନ୍ନ ପ୍ରlନ୍ତରୁ କବି ମାନେ ଅନଲାଇନ୍ ମାଧ୍ୟମରେ ଯୋଗ ଦେଇ କବିତା ପାଠ କରିଥିଲେ। କବି ପ୍ରଭାସିନୀ ମହାକୁଡ଼, ସୁଷମା ଲେଙ୍କା, ଶର୍ମିଷ୍ଠା ନାଥ, ଅନିତା ପାଣି, ବବିତା ଦାସ୍ ମହାପାତ୍ର, ମଧୁସ୍ମିତା ମିଶ୍ର,ରlଜ କିଶୋର ସ୍ୱାଇଁ, ପୁଷ୍ପଲତା ଦାସ୍, ସୁରେନ୍ଦ୍ର ମହାପାତ୍ର , ସୁନ୍ନି ଦାସ୍ ,  ମା ମନୋରମାଙ୍କ କନ୍ୟା ସୁଚିଶ୍ମିତl ମିଶ୍ର ପ୍ରମୁଖ କବିତା  ପାଠ ଳରିଥିଲେ। ବୋହୂ ସଂଯୁକ୍ତା ମହାପାତ୍ର, ଜ୍ବାଇଁ ଅରୁଣ କୁମାର ମିଶ୍ର ମା'ଙ୍କ ସ୍ମୃତି ଚାରଣ କରିଥଲେ। ସାହିତ୍ୟିକl ତଥା ରାଷ୍ଟ୍ରୀୟ କବି ସଙ୍ଗମ ର ଜିଲ୍ଲା ସଂଯୋଜିକl  ମୀରା ବେଉରା କାର୍ଯକ୍ରମକୁ ସଞ୍ଚାଳନ କରି ଥଲେ। ମା 'ଙ୍କ  ସୁଯୋଗ୍ୟ ପୂତ୍ର ପ୍ରଦୀପ କୁମାର ମହାପାତ୍ର  ମା ' ଙ୍କର  ଏକ କବିତା  ରେକଡ଼ିଙ୍ଗ ଶୁଣାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

   


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like