-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
21-Jan-2021
ତରଭା, (ଭୋଲା ବର୍ମା)-ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ତରଭା ରେ ହେଉଥିବା ଉର୍ସ ପର୍ବ କେବଳ ବିଧି ରକ୍ଷା ପାଇଁ ପାଳିତ ହେବ ଫକିର ବାବାଙ୍କ ଉର୍ସ ଉତ୍ସବ । ସିମିତ ଭକ୍ତରେ ଆସନ୍ତା ୨୫ ଓ ୨୬ ରେ ହେବାକୁ ଥିବା କାର୍ଯ୍ୟକ୍ରମ ହେବ ବୋଲି ଆୟୋଜନ କମିଟି ପକ୍ଷରୁ ସୁଚନା ଦିଆଯାଇଛି ।