-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
30-Apr-2025
(ମିହିର ଶଙ୍କର ପାତ୍ର )
ଝାଲିଆଗୁଡା ରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ପାଳିତ ହୋଇ ଯାଇଛି। କୃଷକ ମୋର୍ଚ୍ଚା ସଭାପତି ଜି କିରଣ କୁମାର ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ରସହ ଅନେକ ବିଜେପି କର୍ମି ଯୋଗଦେଇ ଥିଲେ।। ଜି କିରଣ କୁମାର ବିଭିନ୍ନ ଗାଁ ରୁ ଆସିଥିବା ଚାଷୀ ମାନଙ୍କୁ ନିଜସ୍ୱ ଉଦ୍ୟମରେ ବିହନ ଆବଣ୍ଟନ କରିଥିଲେ