-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
16-Apr-2025
ଯାଜପୁର,ବରୀ(ରଞ୍ଜିତ ମହାନ୍ତି): ବରୁଆଁ ଏମଡିଆର ରାସ୍ତା ଚୁଡାକଳ ଛକ ଠାରୁ ଭୁରୁ ଗାଁ ଛକ ମଧ୍ୟରେ ରାସ୍ତାର ଦୁଇ ପାର୍ଶ୍ଵ କୁ ବାଉଁଶ ଓ ଅନାବନା ଲଟା ମାଡି ଯାଇଥି ବା ଦେଖିବାକୁ ମିଳିଛି। ଏହି କାରଣରୁ କେବେବି ଦୁର୍ଘଟଣାକୁ ଏଡାଇ ଦିଆ ଯାଇପାରେନା। ଏଣୁ ବ୍ଲକ ପ୍ରଶାସନ କିମ୍ବା ପୂର୍ତ୍ତ ବିଭାଗ ଏ ପ୍ରତି ଧ୍ୟାନ ଦେଇ ଅନାବନା, ବାଉଁଶକୁ ସଫା କରିବ ପାଇଁ ସାଧାରଣରେ ନିବେଦନ କାରାଯାଇଅଛି ।