-+91-9937148622 |

prerana_bgr@rediffmail.com |

  Tuesday 28th April 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   (28-Apr-2026)       ||      ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (28-Apr-2026)       ||      ସିଲ୍ ହେଲା ବେଆଇନ ବାଲି ଘାଟ   (28-Apr-2026)       ||      ଦେଓଗାଁ ବ୍ଲକରେ ଆଇନ ସଚେତନତା ଶିବିର ଅନୁଷ୍ଠିତ   (28-Apr-2026)       ||      ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ♦️ ମହାକାଳୀ ୱାରିଅର୍ସ ଚମ୍ପିୟାନ୍, ସ୍କାୟ ଲିଜେଣ୍ଡ ରନର୍ସ ଅପ୍   (28-Apr-2026)       ||      ଶାଖା କେନାଲ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ ଦାବି   (27-Apr-2026)       ||      ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୯ରେ    (27-Apr-2026)       ||      ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କମିଟିର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି   (27-Apr-2026)       ||      ବଲାଙ୍ଗୀର ଜିଲ୍ଲାର ବୋହୂ ଡ. ସଂଗୀତା ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ    (27-Apr-2026)       ||      ଦୁଇ ନେତାଙ୍କ ଏହି ଭେଟ କେବଳ ଏକ ସାଧାରଣ ଭେଟ ନା ୟା ପଛରେ କୌଣସି ରାଜନୈତିକ କାରଣ ରହିଛି    (27-Apr-2026)       ||      ରାଣ୍ଡିମହୁଲ ଛପନ ପ୍ରହାର ନାମଯଜ୍ଞର ଚତୁର୍ଥ ଦିବସ    (27-Apr-2026)       ||      ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (27-Apr-2026)       ||      ଜନଗଣନା କାର୍ଯ୍ୟରେ ନିୟୋଜିତ ଗଣନାକାରୀମାନଙ୍କ ମନୋବଳ ବୃଦ୍ଧି କଲେ ଜିଲ୍ଲାପାଳ    (27-Apr-2026)       ||      ଡହ ଡହ ଖରାରେ ଲୋକଙ୍କ ତୃଷା ମେଣ୍ଟାଇବାକୁ ଆସିଲା ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ♦️ ପୁରୁଣା ବସଷ୍ଟାଣ୍ଡ ନିକଟରେ ଜଳଛତ୍ର ଉଦଘାଟିତ    (27-Apr-2026)       ||      ଅଚାନକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ତଥା ଅନଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି    (27-Apr-2026)       ||      ସଂଗୀତ ମହାବିଦ୍ୟାଳୟ ପଞ୍ଚମ ର ମାସାନ୍ତ ରବିବାସରୀୟ ସଂଗୀତ ସାନ୍ଧ୍ୟ    (27-Apr-2026)       ||      କଟକ: ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି   (27-Apr-2026)       ||      ଓଡିଶା ଭିଜିଲାନ୍ସର ବନ ବିଭାଗ କଟକର ୪୨ ମୌଜା ଥାନା ଅଧୀନରେ ବେଆଇନ କରତକଳ ଉପରେ ଚଢାଉ କରିଛି   (27-Apr-2026)       ||      ପାଳଲହଡ଼ା ବନାଞ୍ଚଳ ପକ୍ଷରୁ ବନ ସୁରକ୍ଷା ସମିତି ଓ ଗ୍ରାମ ବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ଉପଦ୍ରବ ନିରୋଧ ଉପକରଣ ବଣ୍ଟନ   (27-Apr-2026)       ||      “ମାଟି ଏକ, ମଣିଷ ଏକ… କିନ୍ତୁ ପରିଚୟ କାହିଁକି ଭିନ୍ନ? ପହରିଆଙ୍କ ଅସ୍ତିତ୍ୱ ଆଜି ନୀରବ କ୍ରନ୍ଦନରେ ଡୁବିଯାଇଛି”   (27-Apr-2026)       ||     

HOME   ଜିଲ୍ଲା

ଆକ୍ରମଣ ଅଭିଯୋଗରେ ପାନ ଦୋକାନୀ ଗିରଫ

24-Mar-2025



ବଡ଼ବଜାର ଥାନା ଅର୍ନ୍ତଗତ ଶାର୍ଗୁଣା ସାହିର ରାକେଶ ପାତ୍ର ନାମକ ଜଣେ ଯୁବକ କୁ କାଳୁପାତ୍ର ସାହିର ବିଶ୍ଵଜିତ ବେହେରା ନାମକ ଜଣେ ପାନ ଦୋକାନୀ ଏକ କାଠ ଫାଳିଆ ଦ୍ୱାରା ଆକ୍ରମଣ କରିଥିଲା। ଯାହା ଫଳରେ ରାକେଶ ଗୁରୁତର ଅବସ୍ଥାରେ ଚେତା ଶୁନ୍ୟ ହୋଇ ପ୍ରଥମେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲା ଓ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ଜଣାପଡିଛି ଯେ ଆହତ ରାକେଶ ଦୋକାନୀ ବିଶ୍ଵଜିତ ଦୋକାନ ରୁ କିଛି ଜିନିଷ ନେଇ ଅର୍ଥ ଫେରାଇନଥିବା ଯୋଗୁଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ କ୍ରୋଧିତ ବିଶ୍ଵଜିତ ଦୋକାନରେ ଥିବା ଏକ କାଠ ଫାଳିଆ ରେ ରାକେଶ ର ମୁଣ୍ଡ ଓ କାନକୁ ମାରଣାନ୍ତକ ଆକ୍ରମଣ କରିଥିଲା। ଯାହା ଫଳରେ ସେ ଗୁରୁତର ଆହତ ହୋଇଥିବା ବେଳେ ରାକେଶ ର ମାଁ ଲକ୍ଷ୍ମୀ ପାତ୍ର ଙ୍କ ଅଭିଯୋଗ କ୍ରମେ ବଡ଼ବଜାର ଥାନା ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତ ବିଶ୍ଵଜିତ କୁ ଗିରଫ କରିବା ସହ କାଠ ଫାଳିଆ କୁ ଜବତ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   28-Apr-2026
  ଜିଲ୍ଲା  
ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   28-Apr-2026
  ଜିଲ୍ଲା  
ସିଲ୍ ହେଲା ବେଆଇନ ବାଲି ଘାଟ   28-Apr-2026
  ଜିଲ୍ଲା  
ଦେଓଗାଁ ବ୍ଲକରେ ଆଇନ ସଚେତନତା ଶିବିର ଅନୁଷ୍ଠିତ   28-Apr-2026
  ଜିଲ୍ଲା  
ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ♦️ ମହାକାଳୀ ୱାରିଅର୍ସ ଚମ୍ପିୟାନ୍, ସ୍କାୟ ଲିଜେଣ୍ଡ ରନର୍ସ ଅପ୍   28-Apr-2026
  ଜିଲ୍ଲା  
ଶାଖା କେନାଲ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ ଦାବି   27-Apr-2026
  ଜିଲ୍ଲା  
ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୯ରେ   27-Apr-2026
  ଜିଲ୍ଲା  
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କମିଟିର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି   27-Apr-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାର ବୋହୂ ଡ. ସଂଗୀତା ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ   27-Apr-2026
  ଜିଲ୍ଲା  
ଦୁଇ ନେତାଙ୍କ ଏହି ଭେଟ କେବଳ ଏକ ସାଧାରଣ ଭେଟ ନା ୟା ପଛରେ କୌଣସି ରାଜନୈତିକ କାରଣ ରହିଛି   27-Apr-2026
  ଜିଲ୍ଲା  
ରାଣ୍ଡିମହୁଲ ଛପନ ପ୍ରହାର ନାମଯଜ୍ଞର ଚତୁର୍ଥ ଦିବସ   27-Apr-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   27-Apr-2026

You Might Also Like