-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
23-Mar-2025
ଅମ୍ବାଭୋନା ପ୍ରଖଣ୍ଡ ଅନ୍ତର୍ଗତ ଇଚ୍ଛାପୁର ଖଣ୍ଡରେ ବଜରଙ୍ଗୀ ଭାଇ ମାନେ ଯୋଗ ଦେଲେ ସଂଯୋଜକ ଡମ୍ବରୁ ମେହେର / ସହ ସଂଯୋଜକ ଦୁଷ୍ମନ୍ତ ମେହେରଙ୍କର ନେତୃତ୍ୱରେ ଗଠନ ହୋଇଯାଇଛି ଆଗାମୀ ଦିନରେ ଅଞ୍ଚଳରେ ହିନ୍ଦୁତ୍ୱର ସୁରକ୍ଷା ଓ ହିନ୍ଦୁ ଧର୍ମର ପ୍ରଚାର ପାଇଁ ସଦାସର୍ବଦା ଉପସ୍ଥିତ ରହି ଅଞ୍ଚଳରେ ହେଉଥିବା ଧର୍ମାନ୍ତୀକରଣକୁ ରୋକିବାକୁ ଶପଥ ନେଲେ । ଉକ୍ତ ବୈଠକରେ ଆମ୍ବୋଭୋନ ପ୍ରଖଣ୍ଡ ବଜରଙ୍ଗ ଦଳର ପପୁ ମେହେର, ହେମସାଗର୍ ମେହେର, ରାଜୁ ମେହେର, ଚିନ୍ଟୁ ମେହେର,ସୁନିଲ ମେହେର, ସୁରଜ୍ ମେହେର, ରତିକାନ୍ତ ମେହେର ଓ ପ୍ରଖଣ୍ଡର ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।