-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||     

HOME   ଜିଲ୍ଲା

ଜଗନ୍ନାଥ ସଂସ୍କୃତି,ସାର୍ବଜନୀନ ସଂସ୍କୃତି ଏହାର ଯଥାର୍ଥତା ପ୍ରତିପାଦନ କରେ ଅତାବିରା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ

23-Mar-2025



ରିପୋର୍ଟ: ଆକାଶ ମିଶ୍ର(ଅତାବିରା)

ଶ୍ରୀକ୍ଷେତ୍ରରୁ ଶ୍ରଦ୍ଧାଳୁଙ୍କ ପାଇଁ  ପହଞ୍ଚିଲା ଅଭଡ଼ା

 ଏକତା, ସମାନତା ଓ ବିଶ୍ୱ  ଭାତୃତ୍ବ  ଜଗନ୍ନାଥ ସଂସ୍କୃତିର  ମୂଳ ଲକ୍ଷ୍ୟ । ଏହି ସଂସ୍କୃତି ସାର୍ବଜନୀନ ।ଯାହାର  ବାସ୍ତବତା ଦେଖିବାକୁ ମିଳିଥିଲା  ଅତାବିରା ଜଗନ୍ନାଥ ମନ୍ଦିର  ର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ରେ । ଜାତି , ଧର୍ମ ,ବର୍ଣ୍ଣ ,ନିର୍ବିଶେଷରେ ସମସ୍ତେ ଏକାକାର ହୋଇ  ସ୍ଵତଃ ସ୍ପୁର୍ତ୍ତ ଭାବରେ ନିଜକୁ  ଜଗନ୍ନାଥ ଙ୍କ ସେବକ ମନୋବୃତ୍ତି ନେଇ  ସେବା ଯୋଗାଇ ମହୋତ୍ସବ କୁ ସଫଳ କରିବା ସହିତ ଏକତାର ମନ୍ତ୍ରରେ ଅଭିମନ୍ତ୍ରୀତ ହୋଇ ସମସ୍ତେ ନିଜକୁ  ସାମିଲ କରିନେଇ ଥିଲେ । ମହୋତ୍ସବ କୁ ଶାନ୍ତିପୂର୍ଣ୍ଣ ଭାବରେ ସଫଳତାର  ସହ ସମ୍ପନ୍ନ କରିବା ପାଇଁ   ମୁଖ୍ୟ ପରିଚାଳନା କମିଟି, ଅଭ୍ୟର୍ଥନା , ମୀନା ବଜାର , ଶାନ୍ତି ଶୃଙ୍ଖଳା , ସଫେଇ , ସାଂସ୍କୃତିକ, ପୂଜା , ଅନ୍ନଭୋଗ , ଦୋକାନ ବଜାର ଆଦି କମିଟି ମାନ ଗଠନ କରାଯାଇ ଥିଲା ଓ ସମସ୍ତେ ସକ୍ରିୟ ହୋଇ ଦାୟିତ୍ଵ ସମ୍ପନ୍ନ କରିଥିଲେ ।ତିନି ଦିନ ଧରି ଚାଲିଥିବା ଏହି ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ର ଅନ୍ତିମ ଦିବସରେ ଆଜି ଗୀତା ଯଜ୍ଞ, ବିଷ୍ଣୁ ସହସ୍ର ନାମ ହବନ, ନୃସିଂହ  ସହସ୍ର ନାମ  ହବନ  , ଅପରାହ୍ନ ୪ ଟାରେ ପୂର୍ଣ୍ଣାହୁତି ସହ  ଆରତୀ ସହ ସମ୍ପନ୍ନ ହୋଇଥିଲା ଯଜ୍ଞ କର୍ମ ରୀତି ।ଏହା ପରେ  ଶ୍ରୀରାଧା କୃଷ୍ଣ ଙ୍କ ନଗର ପରିକ୍ରମା କରାଯାଇ ରାତ୍ର ୯ ଘଣ୍ଟା ସମୟରେ ଶ୍ରୀ ରାଧା କୃଷ୍ଣ ଙ୍କ ରତ୍ନ ସିଂହାସନ ରେ ବିଜେ କଲାପରେ ମହା ଆରତୀ ସହ  ସମ୍ପନ୍ନ ହୋଇଥିଲା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ । ଆଜି ଅନ୍ତିମ ଦିବସରେ ବିଭିନ୍ନ ଗ୍ରାମରୁ ପାହୁର ଭାର   ପ୍ରଭୁ ଜଗନ୍ନାଥ ଙ୍କ ପାଖକୁ ପହଞ୍ଚିଥିଲା । ଏହି ଅବସରରେ ବିଭିନ୍ନ ପ୍ରକାର ଦାନ କରିଥିବା ୫୬ ଜଣ ବଦାନ୍ୟ ବ୍ୟକ୍ତି ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ସୁବର୍ଣ୍ଣ ଜୟନ୍ତୀ କମିଟି ପକ୍ଷରୁ ।ଏହା ବ୍ୟତୀତ ଆଜି ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ଶ୍ରୀକ୍ଷେତ୍ର ପୁରୀ ରୁ  ଅଭଡ଼ା ପହଞ୍ଚିଥିଲା  ଅତାବିରାକୁ । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ  ଏହି ଅଭଡ଼ା  ବଣ୍ଟନ କରିଥିଲେ ଗ୍ରାମର  ଯୁବତୀ ମାନେ । ସତେ ଯେମିତି ସ୍ଥାନଟି ଶ୍ରୀକ୍ଷେତ୍ର ପୁରୀ ର ଆନନ୍ଦ ବଜାର ପାଲଟି ଯାଇଥିଲା  ଆଜି। ତିନି ଦିନ ଧରି ଆନ୍ଧ୍ର ସମ୍ପ୍ରଦାୟ ର ମହିଳା ମାନେ, ଅତାବିରା  ସତ୍ୟ ସାଇ ସେବା ସମିତି ର  ଭାଇ ଭଉଣୀ ମାନେ  ଅନ୍ନ ପ୍ରସାଦ ବଣ୍ଟନ ସହ ଅନ୍ୟାନ୍ୟ ସେବା ଯୋଗାଇଥିଲେ ।  ଅପରାହ୍ନ ରେ  ବନ୍ଦିତା ନାଏକଙ୍କ ପାରାୟଣ,  ସନ୍ଧ୍ୟାରେ
 

ଗାୟିକା ପୁଷ୍ପାଞ୍ଜଳି ମେହେର ଙ୍କ ଦ୍ଵାରା ଓମ୍ ଜୟ ଶ୍ରୀ ରାମ କୃଷ୍ଣ ଗୁରୁ ଭଜନ  ଓ ରାତିରେ ସର୍ଗମ୍ ସିତିରା ଆର୍କେଷ୍ଟ୍ରା  ଆଶିଷ କୁମାର ଓ ସାଥିଙ୍କ ଦ୍ଵାରା ପରିବେଷିତ ହୋଇଥିଲା  ସାଂସ୍କୃତିକ କାର୍ଯ୍ୟକ୍ରମରେ , ଯାହା ଶ୍ରଦ୍ଧାଳୁ ଙ୍କ ମନ ମୁଗ୍ଧ କରି ଥିଲା । ମୁଖ୍ୟ ପରିଚାଳନା କମିଟିର ସଭାପତି ଦୈତାରି ପ୍ରଧାନ, ଉପ ସଭାପତି ସୁରେନ୍ଦ୍ର ସ୍ୱାଇଁ, ସମ୍ପାଦକ ଅମୃତ ପ୍ରଧାନ, ସହସମ୍ପାଦକ ସ୍ଵାଧୀନ ପ୍ରଧାନ , କୋଷାଧ୍ୟକ୍ଷ ମନୋଜ କୁମାର ବରାଈ, ସହ କୋଷାଧ୍ୟକ୍ଷ ଦେବେଶ ପ୍ରଧାନ , ଅତାବିରା ର ସମସ୍ତ ଅନୁଷ୍ଠାନ, ସମ୍ପ୍ରଦାୟ ଓ ଜନ ସାଧାରଣଙ୍କ ସହଯୋଗ ରେ ଏହି ମହୋତ୍ସବ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026
  ଜିଲ୍ଲା  
ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   10-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   10-Aug-2026
  ଜିଲ୍ଲା  
ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   10-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ   10-Aug-2026
  ଜିଲ୍ଲା  
ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   10-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   10-Aug-2026
  ଜିଲ୍ଲା  
*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   10-Aug-2026

You Might Also Like