-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||     

HOME   ଜିଲ୍ଲା

ବାଟ କଢ଼ୁଆଲ୍ ବଛରକିଆ ତିହାରର ଉଧେ:,,, ଶାଶ୍ୱତ ପ୍ରେମଥି ଗଢ଼ମା ନୁକୋ ସମାଜ

23-Mar-2025



(ନିରଞ୍ଜନ ତ୍ରିପାଠୀ)
ବରିଷ୍ଠ ସାମ୍ବାଦିକ, ସମ୍ପାଦକ ଲେଦା 

ଗଛୁ ଝରି ଯାଉଛେ ପତର୍ । କେନ୍ ଗଛଟା ପଏର୍ଚ୍ଛା ଠୁଁଟା ତ କେନୁ ଠାନ୍ ଠାନ୍ ନୁଆଁ ପତର୍ ଥି ଗଛ ହସୁଛେ।ଚାର୍,ଆମ,ବଉଲ୍ ଝୁପାଝୁପା, ମହୁଲ କୁଚିଥି ଗଛ ଲୁଭୁଲୁଭାନିଆ ଦିଶୁଛେ। କୁଇଲି ଡାକୁଛେ କୁହୁ...କୁହୁ । ଚାର୍ ଆମ ବଉଲ, ମହୁଲ କୁଚିର୍ ମହମହ ବାସନାଥି ଧରତି ମହକୁଛେ।ମନତନ ଭିଜି ଯାଉଛେ।ରସିଆ ରସିଏନର ମନ ଉତେଲ ହେଉଛେ।କଲା ଭଅଁର୍ ଫୁଲେଫୁଲେ ଚୁମି ଯାଉଛେ।ରସିଆ ଖୁଜୁଛେ ରସିଏନକେ,ରସିଏନ୍ ଖୁଜୁଛେ ରସିଆକେ।ଦେଖାଚୁହା, ଚାଏର୍ ଆଖିର ମିଲନ୍,ମନ ହେସି ଏକ,ଗଜା ମେଲସି ପ୍ରେମ୍।ପ୍ରେମ୍ ନୁ ଦାମ୍ପତ୍ୟ ଜୀବନ।
           ବଏଁସି ବାଜି ଗଲେ ଷୁଲହ ସହସ୍ର ଗୁପିକର୍ ମନ ଭିଜି ଯାଉଥିଲା ପ୍ରେମଥି। ଭୁଲି ଯାଉଥିଲେ ସେମାନେ କାମକବାରକେ।ବଏଶୀଧାରୀକେ ଦେଖବାରକେ ତାକର୍ ମନ ଉତଲେ ହେଇ ଯାଉଥିଲା।ସେଥିର ଲାଗି ସେମାନେ ନିଜର ନିଜର ଘରୁ କମ କଥା ନାଇଁ ଶୁନି। ହେଲେ ସେଆଡକେ ସେମାନଙ୍କର ନିଘା‌ ନାଇଁ।ଗାଏ ଦାମୁର୍ ଚରାବୁଲା ପାସରି ଦେଉଥିଲେ।କାନକେ ଟେଁକରେଇ ଶୁନୁଥିଲେ ମନତନ୍ ଦେଇ ସେ ବଏଶୀ ସୁରକେ।ରାଧାଗୁରିର କଥାତ ନିଆରା ଆଏ। ଦ୍ୱାରକା ଥିଁ ଅଷ୍ଟପାଟବଂଶୀକଁର ମନକେ ମୁହି ନେଉଥିଲେ କୁଁସଟ।ରାମେନଥିଁ ରାମସୀତାକଁର ପ୍ରେମ୍ କେତେ ଗହେରା ଥିଲା।ଝନେ ଆର୍ ଝନକେ ଛାଡ଼ି ଛନେ ହେଲେ ରହି ନାଇଁ ପାରୁ ଥାଇ।ପରଜାକୁଁ ଖୁସ୍ ରଖବାରକେ ରାମ ସୀତାକୁଁ ବନକେ ପଠେଇ ଦେଇଥିଲେ, ହେଲେ ଦୁହେଁ ଦୁହିଁକଁର ମନଥିଲା ଶାଶ୍ଵତ୍ ପ୍ରେମ୍ ଥି ବନ୍ଧା।।ସେଥିର ଲାଗିତ ଅଶ୍ୱମେଧ ଯଜ୍ଞ ବେଲେ ରାମ ଦୁହୁରି ବିହା ନାଇଁ ହେଇକରି ସୁନାର୍ ସୀତା ଥାପନା କରିଥିଲେ।ଦୁହିକଁର୍ ମନ ଭିତ୍ରେ ପ୍ରେମଟା ବରକସ୍ ଭାବେ ଜୁହା ମାରିଥିଲା ବଲି ବନିହା ଦିନ ଉତାରୁ ଭି ଦୁଷ୍ମନ୍ତ ଶକୁନ୍ତଲା ଗୁଟେ ଡୁରେ ବାନ୍ଧି ହେଇ ଘର ସଁସାର୍ କରିଥିଲେ। ଭାରତୀୟ ସଁସକ୍ରୁତିଥି ପ୍ରେମ ଟା ଅମର୍,ଅଜର୍ ଆଏ।ମନର ମିଲନଟା ହିଁ ଏକା ସାର ଆଏ।ଦେହର୍ ଭୋଗଟା ନିଉନ୍ ଆଏ। ତ୍ୟାଗ ଟା ତାର ଲାଗି ଅସଲ୍ ନିଦାନ୍ ଆଏ।ତାର୍ ଲାଗିତ ସଁସାର୍ ଡଙ୍ଗା ତାକର୍ ବହକୁଁ ଥିଲା ଆଗକେ ଆଗକେ।
             ଦିନୁ ଦିନକେ ସମିଆ ବଦଲିବାରଟା ସଭାବିକ୍ ଆଏ।ସମିଆର୍ ଧାରେ ଧାରେ ଚାଲଵାଟା ବୁଦ୍ଧିମାନର କାମ ଆଏ ବଦଲୁଥିବାର ସମିଆଥିଁ ନୁଆଁନୁଆଁ ଜିନିଷକେ ତ ଜରୁର୍ ଅପନାମା। ହେଲେ ନିଜର ରୀତି ରିକମାକେ ପଏର୍ଚ୍ଛା ଭୁଲିଯିବା ହିଁ ଠିକ ନୁହେ।ବିଜ୍ଞାନ ଆର୍ ପ୍ରଯୁକ୍ତି ବିଦ୍ୟା ଲାଗି ସୋସିଆଲ ମିଡ଼ିଆ ମୁନୁଷକେ କାହିଁ କେନକେ ପୁହୁଁଚେଇଁ ଦେଲାନ।ସେଥିର ଲାଗି ମୁନୁଷ କମ ସସିଆଁ ଭିତ୍ରେ ଅକଲିଆ ଲୋକକେ ଭି ନିଜର କରି ପାରୁଛେ।ନିଜର ମନର୍ କଥାକେ ଦୁସରା ଲୋକ ଠାନେଁ ପରସି ନେଉଛେ। ମାତରକ୍ ତାର୍ ସକରାତ୍ମକ ଦିଗ ଠାନୁଁ ନକରାତ୍ମକ ଦିଗ ପ୍ରତି ମୁନୁଷର ଜହ ଦୁର୍ବଲତା ବଢିବଢ଼ି ଚାଲିଛେ।ଯେନଟାକି ଗୁଟେ ନୁକୋ ସମାଜ ଲାଗି ଶୁଭ ଲଖନ୍ ନୁହେ।ନାରୀ ପୁରୁଷ ଗୁଟେ ଗଛର୍ ଦୁଇଟା ଶୁଆଶାରୀ।ଦୁହିକର ଭିତ୍ରେ ଯେତକି ଯେତକି ଭାବପ୍ରେମ ବଢ଼ବା ତାକର୍ ସଂସାଁର ଡଙ୍ଗାଟା ସେତକି ସେତକି ସୁଖର୍ ଲହଡାଥି ଆଗକେ ଵହକି ଵହକି ଯିବା।ସଂସାଁରର ଲୁକେ ତାହାଁକୁ ଦେଖି ତାରିଫ କରି କହୁଥିବେ ୱାୱା.....।ଏହେଦେ ନାରୀ ପୁରୁଷକେ, ପୁରୁଷ୍ ନାରୀକେ ନିର୍ଯାତନା ଦେବାର୍ ଖବର ଟା ଦେହେସୁଆ ହେଇଗଲାନ।ଆଏଜକାଲିର ପିଲାଟୁକେଲ ତ୍ୟାଗର ଭାବକେ ଭୁଲି ଫସକା ପ୍ରେମ୍ ଥି ବାଇ।ଏକ ତରଫା ପ୍ରେମ୍ କରି କିଏ ହିନସ୍ଥା ହଟହଟା ହେଉଛେ ତ ଆର୍ କିଏ ମାମୁଁ ଘରର୍ ଦାଏଲ ଭାତ୍ ଖାଏବାର୍ ତକ୍ କଥା ଯାଉଛେ।ପ୍ରେମିକର ଆଗମୁଡେ ପ୍ରେମିକାକେ ଗଣବଲତକାର୍ ହେଉଥିଲେ ଭି ସେ ନିଜର୍ ପୁରୁଷ ପନିଆର ଦମ ନାଇଁ ଦେଖାର୍ ଟା ଆହରି ଆକାଭୁତ୍ ଲାଗସି। ବାର୍ଦ୍ଧକ୍ୟର ପ୍ରଜ୍ଞା ଆର୍ ଯୁଆନର ଶକ୍ତିକେ ମାଏନ୍ତା ଦେବାକେ ପଡ଼ବା। ପ୍ରେମ୍ କାରବାର୍ ଟା ଭୁଲ ନୁହେ,ହେଲେ ତ୍ୟାଗ୍ କେ ଭୁଲି ଯିବାର୍ ଟା ନିନ୍ଦେ ଖରାପ୍ କଥା ଆଏ। ରାମ ମିତାର୍ ଏକ ପତ୍ନୀବ୍ରତ ଧରମକେ ଅପନାମା। ଦୁଷ୍ମନ୍ତ ଶକୁନ୍ତଲା ମିତାର୍ ପ୍ରେମ୍ ର ପରିଭାଷାକେ  ମଜଭୁତ କରମା। ପ୍ରେମିକାର୍ ସନମାନ ରକ୍ଷାର ଲାଗି ଆମର ପୁରୁଷତାକେ ବଜାଏ ରଖମା। ଦରକାର ପଡଲେ ଜୀବନ୍ ଦେବାର କେ ପଛଘୁଚା ନାଇ ଦେଉ।ନାରୀ ପୁରୁଷର ମନର ମେଲନମେସନ୍‌ କେ ମଜଭୁତ କରମା।ଯେନତା ଦାମ୍ପତ୍ୟ ପ୍ରେମ୍ ଚମକୁ ଥିବା ଯୁଗଯୁଗତକ।ଏନତା ଶାଶ୍ଵତ ପ୍ରେମଥି ଗଢ଼ମା ଗୁଟେ ନୁକୋ ସମାଜ୍। ନକରାତ୍ମକ ବାଟକେ ଭୁଲି ସକରାତ୍ମକ ଦିଗେ ବାଟ ଚାଲବାରକେ ବାଟ କଢ଼ୁଆଲ୍ ଆଏଜ ସମକୁ ହାତ ଠାରି ଡାକୁଛେ।

   କଥାବାର୍ତ୍ତା:-9937245006


News Comment




Photo in News

Advertisment
Lastest News
  ଜିଲ୍ଲା  
ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   10-Aug-2026
  ଜିଲ୍ଲା  
ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   10-Aug-2026
  ଜିଲ୍ଲା  
ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ   10-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   09-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   09-Aug-2026
  ଜିଲ୍ଲା  
ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   09-Aug-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026

You Might Also Like