-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
16-Jan-2021
ଲୋଇସିଂହା ( ସନ୍ତୋଷ କୁମାର ଠାକୁର ) : ଲୋଇସିଂହା ବ୍ଲକ ବଞ୍ଜାରୀ ଗ୍ରାମର ହରେକୃଷ୍ଣ ପଟେଲଙ୍କ ଧର୍ମ ପତ୍ନୀ ସୂରୁମା ପଟେଲଙ୍କ (୩୮) ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ସେ ଜଣେ ଧର୍ମପରାୟଣ ଓ ପ୍ରତିବ୍ରତା ମହିଳା ଥିଲେ। ତାଙ୍କ ବିୟୋଗରେ ଅଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ହେଲେ ନେତ୍ର ଦାନ କରିବାକୁ ସ୍ଵାମୀଙ୍କୁ ପୂର୍ବରୁ ଜଣାଇଥିଲେ । ଭାଗ୍ୟ ର ବିଡମ୍ବନା ଯେ, ଗତକାଲି ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିଲା ଓ ସ୍ବାମୀ ତାଙ୍କର ସେହି କଥାକୁ ସମ୍ମାନ ଦେଇ ଦୃଷ୍ଟି ଦାନ ପାଇଁ ଆଇ ବ୍ଯାଙ୍କ କୁ ଯୋଗାଯୋଗ କରିଥିଲେ। ନେତ୍ର ବ୍ଯାଙ୍କରୁ ଗୋଟିଏ ଟିମ ଆସି ତାଙ୍କ ନେତ୍ରକୁ ନିଆଯାଇଥିଲା। ଶେଷରେ ସ୍ବାମୀ ମୁଖାଗ୍ନି ଦେଇଥିଲେ। ସ୍ୱାମୀ ସ୍ତ୍ର୍ରୀ ଙ୍କ ଏହି ମହାନତା ଏବେ ଅଞ୍ଚଳରେ ଚର୍ଚ୍ଚl ର ବିଷୟ ହୋଇଛି l