-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||     

HOME   ରାଜ୍ୟ

ଦେଷଣ୍ଢ ଚାନ୍ଦଲିପାହାଡକୁ ମିଳିଲା ପର୍ଯ୍ୟଟନସ୍ଥଳିର ମାନ୍ୟତା.. ରାଜ୍ୟସରକାର ଓ ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

12-Feb-2025



ବଲାଙ୍ଗୀର(ପ୍ରେରଣା ଖବର): -ରାଜ୍ୟସରକାର ରାଜ୍ୟର ୨୦ଟି ସ୍ଥାନକୁ ଚିହ୍ନଟକରି ପର୍ଯ୍ୟଟନସ୍ଥଳିର ମାନ୍ୟତା ପ୍ରଦାନ କରିଛନ୍ତି । ଏଥିରେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଦେଷଣ୍ଢ ଅନ୍ତର୍ଗତ ଚାନ୍ଦଲିପାହାଡକୁ ମଧ୍ୟ ସାମିଲ କରାଯାଇଛି । ଗତ ୧୦ ତାରିଖରେ ରାଜ୍ୟପର୍ଯ୍ୟଟନବିଭାଗ ନିର୍ଦ୍ଦେଶକ ସମର୍ଥ ବର୍ମା ତାଙ୍କ ପତ୍ରସଂଖ୍ୟା ୨୨୬୧/୨୦୨୫ରେ ଜିଲ୍ଲାପାଳମାନଙ୍କୁ ଦେଇଥିବା ଚିଠିରେ ରାଜ୍ୟର ୨୦ଟି ସ୍ଥାନକୁ ପର୍ଯ୍ୟଟନସ୍ଥଳି ଘୋଷଣା କରାଯାଇଥିବା ଜଣାଯାଇଛି । ଏଥିରେ ୨ ନମ୍ବରରେ ସୋନପୁର ଜିଲ୍ଲାର ମାଁ ମେଟାକାନୀ ପୀଠ ରହିଥିବା ବେଳେ ୧୦ନମ୍ବରରେ ବଲାଙ୍ଗୀର ଜିଲ୍ଲାର ଚାନ୍ଦଲିପାହାଡ ରହିଛି । ଦୀର୍ଘ ୪ ବର୍ଷର ଉଦ୍ୟମରେ ଦେଷଣ୍ଢ ଅଞ୍ଚଳବାସୀ ଏହାକୁ ହାସଲ କରିପପାରିଛନ୍ତି । ସେଥିପାଇଁ ଅଞ୍ଚଳବାସୀ ରାଜ୍ୟସରକାରଙ୍କ ପର୍ଯ୍ୟଟନବିଭାଗ ଦାୟୀତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା,ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ଓ ଜିଲ୍ଲାପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ପ୍ରକାଶ ଯେ,ଦେଷଣ୍ଢ ଅଞ୍ଚଳବାସୀ ବହୁବର୍ଷ ହେଲା ନୂଆବର୍ଷରେ ଚାନ୍ଦଲିପାହାଡଠାରେ ପୂଜାର୍ଚ୍ଚନା କରି ଆସୁଥିଲେ । ଗତ ୩ବର୍ଷ ହେଲା ଏଠାରେ ଚାନ୍ଦଲି ମହୋତ୍ସବ ଆୟୋଜିତ ହୋଇଆସୁଛି । ପୂର୍ବରୁ ଥିବା ନବୀନ ପଟ୍ଟନାୟକ ସରକାର ସମୟରେ ଏହି ସ୍ଥାନର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନବିଭାଗ ପକ୍ଷରୁ ୧କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । ଏହା ବାଦ ବଲାଙ୍ଗୀର-ମୁରିବାହାଲ ମୁଖ୍ୟ ପୂର୍ତ୍ତରାସ୍ତାଠାରୁ ଚାନ୍ଦଲି ପାହାଡକୁ ୩.୫କୋଟି ଟଙ୍କା ବ୍ୟୟରେ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ଏକ ରାସ୍ତାକାମ ଚାଲିଛି । ଏପର୍ଯ୍ୟନ୍ତ ଚାନ୍ଦଲି ପାହାଡ ଉପରକୁ ପାହାଚ,ପାହାଡଉପରେ ଏକ ମଣ୍ଡପ,ତଳେ ଏକ ମଣ୍ଡପ ନିର୍ମାଣ ହୋଇଛି ଓ ପାନୀୟଜଳର ବ୍ୟବସ୍ଥା କରାଯାଇ ପାରିଛି । ଆଗକୁ ଆଉ ୧୦କୋଟି ଟଙ୍କାର ଅନୁଦାନ ଦେବାକୁ ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ରାଜ୍ୟସରକାରଙ୍କୁ ଚିଠି ଲେଖିଛନ୍ତି । ସେହିପରି ଚାନ୍ଦଲିପାହାଡ ନିକଟରେ ଥିବା ଭୁଲିଆକଟା ବା ମେହେରକଟାର ଉନ୍ନତିକରଣ ପାଇଁ ଜଙ୍ଗଲବିଭାଗ ପକ୍ଷରୁ ୬କୋଟି ୭୬ ଲକ୍ଷ ଟଙ୍କାର ଡିପିଆର ରାଜ୍ୟସରକାରଙ୍କୁ ପଠାଯାଇଛି । ଚାନ୍ଦଲିପାହାଡରେ ବହୁ ପୁରାତନ ଗୁମ୍ଫା ରହିଥିବା ବେଳେ ସେଠାରେ ଶିଳାଚିତ୍ର ଗୁଡିକ ମଧ୍ୟ ରହିଛି । ସତ୍ୟବଟବୃକ୍ଷ,ସିତାକୁଣ୍ଡ,ସପ୍ତଫେଣୀନାଗ ପଥର ଇତ୍ୟାଦି ରହିଛି । ଚାନ୍ଦଲିପାହାଡରେ ପ୍ରତିବର୍ଷ ନୁଆବର୍ଷରେ ନାମଯଜ୍ଞ ସହିତ ମହିମାସାଧୁଙ୍କ ଦ୍ୱାରା ଅଖଣ୍ଡଧୂନୀ ଯଜ୍ଞ ମଧ୍ୟ ହୋଇଥାଏ । ବଲାଙ୍ଗୀର ବନଖଣ୍ଡର କିରିବାଞ୍ଜି ରିଜର୍ଭ ଜଙ୍ଗଲ ଭିତରେ ଥିବା ଏହି ପ୍ରାକୃତିକ ମନୋରମ ସ୍ଥଳିକୁ ରାଜ୍ୟସରକାର ପର୍ଯ୍ୟଟନସ୍ଥଳିର ମାନ୍ୟତା ଦେଇଥିବାରୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି । ଚାନ୍ଦଲିମହୋତ୍ସବ

କମିଟିର ସଭାପତି ତଥା ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର,ସଂଗଠକ ଘାସିରାମ ରଣା,ସରପଞ୍ଚ ଯଶୋଦା ମେହେର,ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ସାଏ,ସ୍ୱୟମ୍ବର ମେହେର,ରାଧେଶ୍‌୍ୟାମ ମେହେର,ପ୍ରଦ୍ୟୁମ୍ନ ଷଢଙ୍ଗୀ,ଦୀନବନ୍ଧୁ ମେହେର,ରଘୁ ରଣା,ଅଶୋକକୁମାର ସାଏ,ଇନ୍ଦ୍ରଜିତ ରାଉତ, କଳାକାର ବେହେରା,ଜ୍ୟୋତ୍ସନା ନାଏକ,ସନ୍ତୋଷିନୀ ରଣା ,ବିଦ୍ୟାଧର ନାଏକ,ରବିନ୍ଦ୍ର ସାଏ,ରାଜେନ୍ଦ୍ର ସାଏ, ମନୋରଂଜନ ନାଏକ,ତ୍ରୀଲୋଚନ ରଣା ଓ ଗୌରାଙ୍ଗ ମେହେର ପ୍ରମୁଖ ରାଜ୍ୟସରକାର,ବଲାଙ୍ଗୀର ବିଧାୟକ ଓ ଜିଲ୍ଲାପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026

You Might Also Like