-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
06-Feb-2025
ସମ୍ବଲପୁର- (ସଂଜୀବ ପାଣିଗ୍ରାହୀ) ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରାଜା ନିକଟରେ ସଡ଼କ ଦୁର୍ଘଟଣା ଜଣେ ଯୁବକ ଗୁରୁତର, ବୁର୍ଲା ସ୍ଥାନାନ୍ତର l ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ 4.30 ସମୟରେ ବୁଢାରାଜା ଅଞ୍ଚଳରେ ଜଣେ ଯୁବକ ସାଇକେଲ ରେ ଯାଉଥିବା ବେଳେ ଏକ ବାଇକ ଦୃତ ଗତିରେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା l ଯାହାଫଳରେ ସାଇକେଲ ଆରୋହୀ ଜଣକ ଗୁରୁତର ଆହତ ହୋଇଥିଲେ l ତାଙ୍କୁ ପ୍ରଥମେ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି l ସେପଟେ ଜଣେ ବାଇକ ଚାଳକ କୁ ପୋଲିସ ଧରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି l