-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
06-Feb-2025
ସମ୍ବଲପୁର- (ସଂଜୀବ ପାଣିଗ୍ରାହୀ) କତରାବଗା ଥାନା ଅନ୍ତର୍ଗତ ଝାଙ୍କରପାଲି ଅଞ୍ଚଳରେ ଜଣେ ବ୍ୟକ୍ତି ମୂଷା ମରା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 2 ଟା ସମୟରେ ଘରୋଇ କଳହ ଯୋଗୁଁ ମୂଷା ମରା ଖାଇ ଦେଇଥିଲେ l ତେବେ ପରିବାର ବର୍ଗ ଏହି ଘଟଣା ସନ୍ଧ୍ୟା ପ୍ରାୟ 6 ଟା ସମୟରେ ଜାଣିବା ପରେ ତାଙ୍କୁ ତୁରନ୍ତ ସମ୍ବଲପୁର ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ଅଣାଯାଇଥିଲା ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ମେଡିକାଲ ରେ ଭର୍ତି କରାଯାଇଥିଲା l