-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଜିଲ୍ଲା

ବୈଦୁପାଲି ରାଧାକୃଷ୍ଣ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ପ୍ରସ୍ତୁତି ବୈଠକ

26-Jan-2025



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସୁବର୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବୈଦୁପାଲିର ନବ ନିର୍ମିତ ରାଧାକୃଷ୍ଣ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଚଳିତମାସ ୩୧ ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ ୬ ତାରିଖରେ ପୂର୍ଣହୁତି ହେବ । ଏହାକୁ ନେଇ ଆଜି ବୈଦୁପାଲି ପଣ୍ଡରା ସମାଜ ଭବନଠାରେ ଭୈରବ ଦୀଶ୍ରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ବୈଠକରେ ଆଖପାଖ ଗ୍ରାମ ଲରିଆବାହାଲ, ଡୁଙ୍ଗୁରିପାଲି, ବଡଫଟାମୁଣ୍ଡା, କୁଶାମାଲ, ବଡନୁଆପାଲି, ଗମ୍ଭାରିପାଲି, ମାଝିମୁଣ୍ଡା, ସୁନାପାଲି, ସଙ୍ଗୁଲ ପ୍ରଭୃତି ଗ୍ରାମର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ମନ୍ଦିର ପ୍ରତିଷ୍ଠା କମିଟିର ସଂଯୋଜମ ମନୋଜ ଦିଶ୍ରୀ ବୈଠକ ଉଦ୍ଧେଶ୍ୟ ଜ୍ଞାନ କରିଥିବା ବେଳେ ସଂପାଦକ ତଥା ସ୍ଥାନୀୟ ‘ସମାଜ’ ପ୍ରତିନିଧୁ ରତ୍ନାକର

ସେଠ ବୈଠକରେ ସଂଯୋଜନା କରିଥିଲେ । ପୁର୍ବତନ ଜିଲ୍ଲାପରିଷଦ ଅଧ୍ଯକ୍ଷ ହିଂମାଶୁ ଶେଖର ବିଶ୍ୱାଳ ଉତ୍ସବର ଆୟୋଜନ ଉପରେ ତର୍ଜମା କରିଥିଲେ । ବିଭିନ୍ନ କମିଟୀ ଗଠନ ଓ ଏହାର କାର୍ଯ୍ୟକାରୀତା ଉପରେ ଆଲୋଚନା ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳାର ସହିତ କିପରି ଉତ୍ସବ କରାଯିବ ସେଥ‌ିପାଇଁ ଗ୍ରାମବାସୀ ଉପସ୍ଥିତ ଅନ୍ୟଗ୍ରାମବାସୀଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ଏହାକୁ ନେଇ ସର୍ବସମ୍ମତି କ୍ରମେ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବରେ ବଜରଙ୍ଗ ଅଗ୍ରୱାଲଙ୍କୁ ସର୍ବ ସମ୍ମତି କ୍ରମେ ଦାୟିତ୍ୱ ପ୍ରଦାନ କରିଥିବା ବେଳେ କମିଟିରେ ବଡନୁଆ ପାଲି ଗ୍ରାମର ମାନୁ ସା, ପରମେଶ୍ଵର ନାଏକ, ଧୃବ ସା, ସତ୍ୟନାରାୟଣ ସା, ଶିଶୁପାଳ ବିଶି, ପୂର୍ଖ ବିଶି, ଡୁଙ୍ଗୁରିପାଲିରୁ ଗୋପାଳ ବାରିକ, ବିପ୍ରଚରଣ ସାହୁ, ଲରିଆବାହାଲ ଗ୍ରାମର ନରସିଂହ ହାତୀ, ସାମ୍ବାଦିକ ପବିତ୍ର ମୋହନ ପାଣ୍ଡିଆ, ଦଶରଥ ବାରିକ, ଗୋବଦ୍ଧନ ବାରିକ, ଗଣ୍ଡାରାମ ହାତୀ, ଗଣେଶ୍ଵର ପୋଢ, କାଶୀ ପାଣ୍ଡେ, ବିଭିଷଣ ବାରିକ, ବନମାଳୀ ପୋଢ, ମାଝିମୁଣ୍ଡାରୁ ଅରବିନ୍ଦ ମିଶ୍ର, ସୁନାପାଲିରୁ ମନରଞ୍ଜନ ପଧାନ, ବଡଫଟାମୁଣ୍ଡାରୁ ଦୁଃଖୁଶ୍ୟାମ ପଧାନ, ଅଭି ଦିଶ୍ରୀ, ସୁରେନ୍ଦ୍ର ଖମାରୀ, ସାଗର ଖମାରୀ, ଦୁର୍ଲବ ଦିଶ୍ରୀ, ସତ୍ୟନାରାୟଣ ସା ଓ ଉକ୍ସଲ ଦାଶ ରହିଥିବା ବେଳେ ସର୍ଗୁଲରୁ ପୁରନ୍ଦର ସାହୁ, ସତ୍ୟ ନାରାୟଣ ସାହୁଙ୍କ ସମେତ ଅନ୍ୟଗ୍ରାମବାସୀ ରହିଛନ୍ତି । ସେହିପରି ଗମ୍ଭାରିପାଲିରୁ ଜଗନ୍ନାଥ ପୁଜାରୀ ରହିଛନ୍ତି । କୁଶାମାଲ ସଙ୍ଗୁଲ, ଲରିଆବାହାଲ, ଗମ୍ଭାରିପାଲି, ବଡନୁଆ ପାଲି, ଫଟାମୁଣ୍ଡା ଗ୍ରାମବାସୀ ଗୋଟିଏ ଦିନର ପ୍ରସାଦ ସେବନ ରେ ଗ୍ରାମବାସୀ ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି । ଡୁଙ୍ଗୁରିପାଲି ସେବା ଫାଉଣ୍ଡେସନ ପକ୍ଷରୁ ୪ତାରିଖରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ପ୍ରତିଷ୍ଠାତା ବିଭୁଦତ୍ତ ବିଶ୍ଵାଳ ପ୍ରସ୍ତାବ ରଖୁଛନ୍ତି । ବୈଠକରେ ସହ ସଂପାଦକ ମୃତ୍ୟୁଞ୍ଜୟ ଉଦୁରକୁଲିଆ, ଉଦେ ଦିଶ୍ରୀ, ସୁଦାମ ବାରିକ, ଗୁଣନିଧୁ ବାରିକ, ଲଲିତ ଭୁଏ, କୁଶାମାଲ ଗ୍ରାମର ଭୈରବ ଘିବେଲା ପ୍ରମୁଖ ସାମିଲ ଥିଲେ । ପ୍ରତ୍ୟେହ ଦିନ ପାରାୟଣ, ହୋମଯଜ୍ଞ, କଂସ ଦରବାର, ଅଷ୍ଟପ୍ରହରୀ ନାମଯଜ୍ଞ ସାଙ୍ଗକୁ ମୀନାବଜାର ରହିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like