-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
26-Jan-2025
ଦଶପୁର ଗ୍ରାମ ପଞ୍ଚାୟତ ଠାରେ ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା, ସ୍କୁଲ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ଉପସ୍ଥିତିରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ସରପଞ୍ଚ ପୂରବୀ ବାଗ ପତାକା ଉତ୍ତୋଳନ କରି ଅଭିଭାଷଣ ରଖିଥିଲେ। ଏ ଅବସରରେ ଚାଷୀଙ୍କ ପାଇଁ କାର୍ଯ୍ୟରତ ପୁଇନ୍ତଲା ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ, ବେହେରାପାଲି ଗ୍ରାମର ମନ୍ଦିର କାରିଗର ମହେଶ୍ୱର କ୍ଷେତି ଓ ନାଏକେନପାଲି ସ୍କୁଲକୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ସେହିପରି ବିଭିନ୍ନ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା।