-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||      ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   (16-Aug-2026)       ||      “ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||     

HOME   ଜିଲ୍ଲା

କଣ୍ଟାବାଞ୍ଜି ଆର.ଏସ.ଆର.ଏସ କ୍ଳବ ବିଭିନ୍ନ ପ୍ରତିଯୋଗିତା

20-Jan-2025



କଣ୍ଟାବାଞ୍ଜି(ମୋହନ ସୁନା): ଆର ଏସ ଆର ଏସ କ୍ଳବ ଦ୍ୱାରା ଆୟୋଜିତ ସି ଆର ସି ସି ଦିନେଶ ମହାନନ୍ଦଙ୍କ ନେତୃତ୍ୱ ରେ ଭାରତୀୟ ସେନା ଦିବସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ଅବସରରେ କଣ୍ଟାବାଞ୍ଜିର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଆନୁଷ୍ଠାନ ଅନ୍ତର୍ଭୁକ୍ତ ଓଡିଶା ଆଦର୍ଶ ବିଦ୍ୟାଳୟ ଝରଣୀ କିମ୍ବା ଲଷ୍ମୀ ବିକାଶ ଟେକ୍ନୋ ସ୍କୁଲ ର ଛାତ୍ର ଓ ଛାତ୍ରୀ ବିଭିନ୍ନ ପ୍ରତିୟୋଗୀତା ଚିତ୍ରାଙ୍କନ, ବକୃତା, ଦେଶଭକ୍ତି ଗୀତ ଓ ସାଧାରଣ ଜ୍ଞାନ ପ୍ରତିୟୋଗୀତା ସରକାରୀ ନୋଡାଲ ପ୍ରାଥମିକ ବିଦ୍ୟାଳୟ ରେ ସଫଳ ଭାବେ ସମ୍ପନ୍ନ କରିଛନ୍ତି| ଏହି କାର୍ଯ୍ୟକ୍ରମ କୁ ସଫଳ ଭାବେ ସମ୍ପନ୍ନ କରିବା ରେ ନୋଡାଲ ସ୍କୁଲ ର ଜାନକୀରାମ ସମାବେଦମ, କଣ୍ଟାବାଞ୍ଜି ଭୋକେସନାଲ କଲେଜ ର ଅଙ୍କିତା ଦାସ, ଓମେନ୍ସ କଲେଜ ର ଶିକ୍ଷୟତ୍ରୀ ମିମି ମେମ, ସେଣ୍ଟ ଜାଭିୟର ସ୍କୁଲ ର ରୋହିତ ଅଗ୍ରୱାଲ, ରେଖାଲତା ସାହୁ, ଦୋଳେଶ୍ୱରୀ ଠାକୁର, ହେମାଙ୍ଗିନୀ ପନିକା, ସଂଜୁ ବରିହା, ଟିକେଶ ଦଣ୍ଡସେନା, ସୁରେନ୍ଦ୍ର ସାହୁ, କଣ୍ଟାବାଞ୍ଜି ଲାୟଂସ ପବ୍ଲିକ ସ୍କୁଲ ର ଭି ଭି ରମନା ମୂର୍ତ୍ତି, ପୁଷ୍ପିତା ମିଶ୍ର, ବିନ୍ଦୁ ସାଗର, ଗତି କୃଷ୍ଣ ପଟେଲ, ସରୋଜ ମିଶ୍ର, ଜ଼େ ଏମ ଜ଼େ ଇଂଲିଶ ମିଡ଼ିଅମ ସ୍କୁଲ ର ଦେବାଶିଷ ବେହେରା, ସୁବ୍ରତ ଭୋଇ, ହିଆଲ ସି ଆର ସି ସି ଅମରେନ୍ଦ୍ର ବାଗ, ଲକ୍ଷ୍ମୀ ବିକାଶ ଟେକ୍ନୋ ସ୍କୁଲ ର ଶରତ ମେହେର, ଲୋକେଶ ସିଂ, ଓକିଲ ବ୍ରଜ ଶ୍ୟାମ ଗୁରୁ, ସାମ୍ବାଦିକ ରୋହନ କୁମାର ମହତ, ସାମ୍ବାଦିକ ତୁଳସୀରାମ ଜଗତ ସାମାଜିକ କାର୍ଯ୍ୟକର୍ତା ଆଶିଷ ବଦ୍ରି ଓ ଗୀତକାର ଉମାକାନ୍ତ ମହାନନ୍ଦ ନିର୍ଣ୍ଣାୟକ ଭାବେ ନିଜ ନିଜ ଦାୟିତ୍ୱ ତୁଲାଇ ଥିଲେ| ଯାହା ପାଇଁ ଆର ଏସ ଆର ଏସ କ୍ଳବର ମୁହମ୍ମଦ ସେହବାଜ ଖାନ, ସ୍ମିତ ଦଲାଇ ଓ ଆରିଫ ମୁହମ୍ମଦ ସବୁ ଗୁରୁଜନ, ସାମ୍ବାଦିକ ବନ୍ଧୁ, ବିଭିନ୍ନ ଶିକ୍ଷା ଆନୁଷ୍ଠାନ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଗୀତକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ ଓ ଆଗ କୁ ବି ଆହୁରି ଭଲ ଭାବେ ବିଭିନ୍ନ ପ୍ରତିୟୋଗୀତା ପାଇଁ ଏହି କ୍ଲବ ସୁଯୋଗ ନେବା ପାଇ ନିଜକୁ ପ୍ରସ୍ତୁତ ରଖିବେ ବୋଲି ଆଶ୍ୱାସନ ଦେଇ ଅଛନ୍ତି|


News Comment




Photo in News

Advertisment
Lastest News
  ଜିଲ୍ଲା  
ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   16-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   16-Aug-2026
  ଜିଲ୍ଲା  
ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   16-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   16-Aug-2026
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like