-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ନାଟକ ଜିଁବାର ଏକ କଳା: ବିରୁପାକ୍ଷ ତ୍ରିପାଠୀ ସର୍ବଭାରତୀୟ ମଠଖାଇ ମହୋତ୍ସବର ତୃତୀୟ ସନ୍ଧ୍ୟା: ଶୀତୁଆ ସନ୍ଧ୍ୟାରେ ନାଟକ ର ମଜା ନେଲେ ଦର୍ଶକ

07-Jan-2025



ବଲାଙ୍ଗୀର (ପ୍ରେରଣା ଖବର): ନାଟକ ଜିଁବାର ଏକ କଳା | ଏହିଠୁ ଗଲେ ପୁଣି ଚିନ୍ତାଗ୍ରସ୍ତ ହୋଇଯିବେ କିନ୍ତୁ ଏହି ନାଟକ ଉପଭୋଗ କରୁଥିବା ପର୍ଯ୍ୟନ୍ତ ଆପଣ ଚିନ୍ତାମୁକ୍ତ ରହିବେ ନିଶ୍ଚୟ | ସଚ୍ଚା ନାଟକ ଦେଖିବା ଦର୍ଶକ ଆଜି ବିରଳ, କାରଣ ଅମପାଖରେ ଧର୍ଯ୍ୟର ଅଭାବ | ନାଟକ ନିଶ୍ଚୟ ଆପଣଙ୍କୁ ଏକ ସରଳ ଓ ସଫଳ ମାର୍ଗଦର୍ଶନ କରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ | ବିଜ୍ଞାନ ରାସ୍ତାରେ ଯାଇ ଏକ ପ୍ରକୃତ ଜୀବନ ପାଇବା ନା ମାଟି ଭିତରେ ଥିବା ଭଗବାନକୁ ଖୋଜି ଦୁଇ ସମ୍ପ୍ରଦାୟ ଭିତରେ ଝଗଡା ସୃଷ୍ଟି କରିବା, ନିର୍ଣ୍ଣୟ ଆପଣଙ୍କ  

 ଆଜି ସନ୍ଧ୍ୟାରେ ଭୂମିକା ଅନୁଷ୍ଠାନ ତରଫରୁ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ଠାରେ ଆୟୋଜିତ ସର୍ବଭାରତୀୟ ବହୁଭାଷୀ ନାଟ୍ୟ ସମାରୋହ ମଠଖାଇ ମହୋତ୍ସବର ତୃତୀୟ ସନ୍ଧ୍ୟାରେ  ସମ୍ମାନିତ ଅତିଥି ଭାବେ ଯୋଗ  ଏହା କହିଛନ୍ତି ଦୈନିକ ପ୍ରଗତିବାଦୀ ର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ l ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ନିଜ ଅଭିଭାଷଣରେ  ନାଟକ ଓ ସିନେମାରେ ଅଭିନୟ ଦ୍ଵାରା ବ୍ଯକ୍ତିର ପରିବର୍ତ୍ତନ ହୋଇଥାଏ ଓ  ନାଟକ ସମାଜକୁ ଅନେକ ଭାବରେ ପରିବର୍ତ୍ତନ କରିଥାଏ ବୋଲି କହିଥିଲେ । ବରେଣ୍ୟ ଅତିଥି ମର୍ଯ୍ୟାଦାରେ ନାଟ୍ୟ ନିର୍ଦ୍ଦଶେକ ଓ କଳାକାର ମନୋରଞ୍ଜନ ସାହୁ  ମଞ୍ଚାସୀନ ରହି ମୁଁ ନାଟକ କରୁଥିଲି ଓ ଆଗକୁ ମଧ୍ୟ ନାଟକ କରୁଥିବି ବୋଲି କହିଥିଲେ l ମଠଖାଇ ମହୋତ୍ସବର ଅଧ୍ୟକ୍ଷ ନରସିଂହ ମିଶ୍ର ମଞ୍ଚାସୀନ ରହି ଉପସ୍ଥିତ ନାଟ୍ୟପ୍ରେମୀ ଓ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l ଭୂମିକା ର ସଭ୍ୟ ବୀରେନ୍ଦ୍ର ବନଛୋରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଦିବସରେ ଭୂମିକାର ସମ୍ପାଦକ ନୟନ କୁମାର ମହାନ୍ତି ପ୍ରାରମ୍ଭିକ ଭାଷଣ ଦେଇଥିଲେ |  ଆଜିର ମଞ୍ଚକୁ ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ଓ କଳାକାର ସ୍ଵର୍ଗତ ଭାସ୍କର ରାଏ ମେହେଟ୍ଟାଙ୍କ ନାମରେ ସମର୍ପିତ କରଯାଇଥିଲା  l ଏହି ଅବସରରେ  ଦଣ୍ଡନୃତ୍ୟ ଶିଳ୍ପୀ ବିପିନ ଜାଲଙ୍କୁ ମଠଖାଇ ସମ୍ମାନ ପ୍ରଦାନ କରାଯାଇଥିଲା l ମାନପତ୍ର ପଠନ କରିଥିଲେ ସୋମ ନାଏକ l 
  ସଭା ଶେଷରେ ବରିଷ୍ଠ ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ l ବଲାଙ୍ଗୀରର ପଞ୍ଚମ ଅନୁଷ୍ଠାନ ତରଫରୁ ବଜନିଆ ନୃତ୍ୟ ଦର୍ଶକଙ୍କ ମନ ମୋହିବlରେ ସକ୍ଷମ ହୋଇଥିଲା l  ପରେ ଡ. ସୁବାଷ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶିତ କୋଶଲି ନାଟକ 'ଉଲପି' କୁ  ଦର୍ଶକ ଏହି ଶୀତୁଆ ରାତିରେ ଭରପୁର ଉପଭୋଗ କରିଥିଲେ l

ଏହି ଉତ୍ସବକୁ ସଫଳ କରିବା ରେ ଭୂମିକାର ସମସ୍ତ ସଦସ୍ୟ ଓ ବଲାଙ୍ଗୀର ର ଅଗଣିତ ନାଟ୍ୟପ୍ରେମୀ ମାନେ ସହଯୋଗ ର ହାତ ବଢ଼ାଇ ଆସିଥିବା ଦେଖାଯାଇଛି l ଆସନ୍ତା ଜାନୁୟାରୀ ତାରିଖ ପର୍ଯ୍ୟନ୍ତ ମଠଖାଇ ମହୋତ୍ସବ ଚାଲିବାକୁ ଥିବା ବେଳେ ପ୍ରତ୍ୟେକ ଦିନ କଳାକାର ଓ ନାଟ୍ଯ ପ୍ରେମୀ ମାନଙ୍କ ସକ୍ରିୟ ସମ୍ପୃକ୍ତି ଉତ୍ସବକୁ ଆହୁରି ସମୃଦ୍ଧ କରିଛି l


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like