-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||     

HOME   ଜିଲ୍ଲା

ସିଲାଟିମୁଣ୍ଡାରେ ସୁଲିଆ ଯାତ୍ରା: ଶତାଧିକ ପଶୁ, ପକ୍ଷୀ ବଳି

07-Jan-2025



ତରଭା(କପିଳାସ ସେଠ): ତରଭା ବ୍ଲକ ସରଗଜ ପଞ୍ଚାୟତର ସିଲାଟିମୁଣ୍ଡା ଗ୍ରାମ ସୁଲିଆପଦାରେ ହଜାରଧିକ ପଶୁପକ୍ଷୀଙ୍କ ରକ୍ତରେ ରଞ୍ଜିତ ହେଲା ସୁଲିଆପଦା I ସମ୍ପ୍ରଦାୟର ନୀତି ଅନୁଯାୟୀ ପ୍ରତି ବର୍ଷ ପୌଷମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଶୁଳିଆ ଯାତ୍ରା ଅନୁଷ୍ଠିତ ହୁଏ ।ମଙ୍ଗଳବାର ବଢିଭୋରରୁ ପ୍ରଥମେ ନିଶି ପୂଜା କରାଯାଏ। ହଜାରଧିକ ଶ୍ରଦ୍ଧାଳୁ ଭକ୍ତ, ମାନସିକଧରି ଆଜି ମଙ୍ଗଳ ବାର ସକାଳୁ ସୁଲିଆପଦାରେ ଜମା ହେବା ସହ ସୁଲିଆପୀଠ ଓ ବରୁଆ ନିକଟରେ ନିଜର ହାରି ଗୁହାରି କରିବା ସହ ଆଶୀର୍ବାଦ ଭିକ୍ଷା କରିଥାନ୍ତି I ପାରମ୍ପରିକ ବାଦ୍ୟ ଓ ଭକ୍ତଙ୍କ ହୁଳହୁଳିରେ ସୁଲିଆପଦା ଦୁଲୁକି ଉଠିଥିଲା । ମନସ୍କାମନା ପୂର୍ଣ୍ଣ ହୋଇ ଥିବା ମାନସିକଧାରୀ ମାନେ ଆଣି ଥିବା ଶତାଧିକ କୁକୁଡ଼ା, ବୋଦା, ମେଣ୍ଢା, ଓ ପୋଢ଼ ଝଙ୍କାର, ବରୁଆ ଙ୍କ ଦ୍ୱାରା ବଳି ପ୍ରଦାନ କରାଯାଇଥିଲା l ଆଉ କେତେ ଭକ୍ତ ନଡ଼ିଆ ଭାଙ୍ଗି ନିଜ ନିଜ ଅସୁବିଧା ସୁଲିଆ ବୁଢ଼ାଙ୍କୁ ଜଣାଇ ଥାନ୍ତି l ସୁଲିଆ ପୀଠର ମୁଖ୍ୟ ଝାଙ୍କର ପ୍ରେମରାଜ ଭୋଇ (ଖରଳିକାନୀ), ବନମାଳୀ କୁଅଁର, ରାଜକିଶୋର କୁଅଁର (ଗୁହିରାଘାଟ) ,ସତ୍ୟ ନାରାୟଣ ଭୋଇ, ସୀତାରାମ କୁଆଁର, ନାରାୟଣ କଲସେ, କୁଞ୍ଜବ କୁଆଁର, ଉପେନ୍ଦ୍ର କୁଅଁର ଦଶରଥ ପୋଢ଼, ଶିବ ମହାନନ୍ଦ ଏବଂ ଚମରା କୁଅଁର ବରୁଆ ପ୍ରମୁଖ ବଳି ଓ ପୂଜା କାର୍ଯ୍ୟ ରେ ନେତୃତ୍ୱ ନେଇଥିଲେ I ସିଲଟି ମୁଣ୍ଡା, ତେନ୍ତୁଳୀଖୁଣ୍ଟି, ମିଚ୍ଛାପାଳି, ଭାଲୁଡୁଙ୍ଗୁରି

ଦେଓଗାଁ, ଗ୍ରାମ ବାସୀ ଓ କନ୍ଧ ସମ୍ପ୍ରଦାୟ ବ୍ୟକ୍ତି ସୁଲିଆଯାତ୍ରା ଶୃଙ୍ଖଳିତ କରିବା ପାଇଁ ଦାୟିତ୍ୱ ନେଇଥିଲେ I ବାବୁଲା ବାଘ, ଟିକେଶ୍ୱର ବାରିକ, ପବିତ୍ର ସେଠୀ, ସୁଦାମ ସାହୁଙ୍କ ସହ ଶିଳାଟି ମୁଣ୍ଡା ଗ୍ରାମବାସୀ ବିଭିନ୍ନ କାର୍ଯ୍ୟରେ ସହ ଯୋଗ କରିଥିଲେ I ସୁଲିଆ ପଦାରେ ବିଭିନ୍ନ ପ୍ରକାର ଦୋକାନ, ବ୍ୟବସାୟୀ ପ୍ରତିଷ୍ଠାନ ପଡିଥିଲା । ଆଜିରାତିରେ ସିଲେଟ ମୁଣ୍ଡା ଗ୍ରାମ ରେ ବିଭିନ୍ନ ପ୍ରକାର ସଂସ୍କୃତିକ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026

You Might Also Like