-+91-9937148622 |

prerana_bgr@rediffmail.com |

  Sunday 3rd May 2026 |

| | | |

R.N.I. Regd No. ODIODI/2010/46693

Breaking News

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ,ଲାଦରପାଲିର ସଫଳତା, ସୁଶ୍ରୀ କ୍ରିଷ୍ଣା ପତି ଅତାବିରା ବ୍ଲକ ଟପ୍ପର   (03-May-2026)       ||      ଆଦିବାସୀ ମହୋତ୍ସବ ଉଦ୍‌ଘାଟିତ   (03-May-2026)       ||      *ହାଇସ୍କୁଲ୍ ପରୀକ୍ଷା ରେ ସୁବର୍ଣ୍ଣପୁର ଜିଲ୍ଲା ରେ ସ୍ୱର୍ଣ୍ଣିମ ଫଳାଫଳ*- *96.21% ହାର ରେ କୃତିତ୍ବ ହାସଲ*- *ହାଇସ୍କୁଲ୍ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ଜଣାଇଲେ ଜିଲ୍ଲାପାଳ*-   (03-May-2026)       ||      *ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳନ*- *ଭାରତୀୟ ସଂସ୍କୃତି କୁ ସୁରକ୍ଷା ଦେବାରେ ସାମ୍ୱାଦିକ ଓ ଲେଖକ ଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ*   (03-May-2026)       ||      ଜୋରଦାର୍ ହେଉଛି ବିଦ୍ୟୁତ କର୍ମଚାରୀ ଛଟେଇ ବିରୋଧରେ ଆନ୍ଦୋଳନ    (02-May-2026)       ||      ନୂଆପଡ଼ା ଜିଲ୍ଲା ମାଧ୍ୟମିକ ବୋର୍ଡ ପରୀକ୍ଷା ରେ ଜିଲ୍ଲା ଟପ୍ପର ହୋଇଛନ୍ତି ରୂପେ ପୁନମ ମେହେର ୫୫୦ ନମ୍ବର ରଖିଛନ୍ତି।   (02-May-2026)       ||      ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନ ଚିଠି ଲେଖିଲେ ନବୀନ ♦️ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।   (02-May-2026)       ||      ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ♦️ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ହୋଇଛି   (02-May-2026)       ||      +୩ପରୀକ୍ଷାରେ ସଫଳତା : ଶ୍ରେଷ୍ଠ ୧୦ରେ ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ୩ଜଣ ଛାତ୍ରୀ   (02-May-2026)       ||      ଅଗ୍ନିକାଣ୍ଡ ନେଲା ମା ଓ ଭାଇ ଙ୍କ ଜୀବନ   (02-May-2026)       ||      ଲୋଇସିଂହା ଅନ୍ତର୍ଗତ ଗୁର୍ଜିଭଟା ରେ ପ୍ରଥମ ନାଇଟ ଫୂଟବଲ ପ୍ରତିଯୋଗିତା ଅନୁଷ୍ଠିତ   (02-May-2026)       ||      ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଦେବର୍ଷି ନାରଦ ଜୟନ୍ତୀ ପାଳିତ    (02-May-2026)       ||      ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଜୟନ୍ତୀ ପଟେଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା    (02-May-2026)       ||      ରୋତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ସୁରଙ୍ଗୀ 2026 ଅନୁଷ୍ଠିତ   (02-May-2026)       ||      ଶ୍ରମିକ ନେତା ପ୍ରଶାନ୍ତ କୁମାର ପାଢ଼ୀଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ” ପ୍ରଦାନ   (02-May-2026)       ||      *ଡାବୁଗାଁ ବ୍ଲକ ପରିସରରେ ବିଧାୟକଙ୍କ ଉପସ୍ଥିତିରେ ୨୧୦ ଜଣଙ୍କୁ ନୂତନ ଭତା ବଣ୍ଟନ*   (02-May-2026)       ||      ଚୌଦ୍ୱାର -କଟକ ବିଜେଡ଼ି ଗଡ଼ ଭୁସୁଡ଼ିଲା   (02-May-2026)       ||      ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କଲା ବଲାଙ୍ଗୀର ଓୟୁଜେ ଶାଖା   (02-May-2026)       ||      ସମ୍ବଲପୁର ମହାନଗର ନିଗମ, ଶ୍ରମିକ ଦିବସରେ ସଫେଇ ଅଭିଯାନର ଶୁଭାରମ୍ଭ    (02-May-2026)       ||      *ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ*   (02-May-2026)       ||     

HOME   ଜିଲ୍ଲା

ରେଡିଏନ୍ସ କଲେଜର ସଭାଗୃହରେ ଆଦିବାସୀ ଲୋକନୃତ୍ୟ ଉପରେ ଆଲୋଚନା ଚକ୍ର

01-Jan-2025



ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ଅନ୍ତର୍ଗତ ରେଡିଏନ୍ସ କଲେଜର ସଭାଗୃହ ଠାରେ ଆଦିବାସୀ ଲୋକନୃତ୍ୟ ଓ ସଂସ୍କୃତି ଉପରେ ଗବେଷଣାରତ ନୃତ୍ୟ କଳାଗୁରୁ  ଶ୍ରୀମାନ ସମାରୁ ମେହେରଙ୍କ ପରିଚାଳନା ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି ଆଲୋଚନା ଚକ୍ରରେ ବରଗଡ଼, ବରପାଲି ଏବଂ ସୋନପୁର ଜିଲ୍ଲା ମାନଙ୍କରୁ ଅନେକ ନୃତ୍ୟଗୁରୁ, ନାଟ୍ୟକାର, ଲେଖକ ଓ ଗବେଷକ ଯୋଗଦାନ କରି ଆଲୋଚନା କାର୍ଯ୍ୟକ୍ରମ ଅଂଶ ଗ୍ରହଣ କରିଥିଲେ। ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଗୁରୁ ଶ୍ରୀଯୁକ୍ତ ଗାନ୍ଧୀ ବାରିକ ଯୋଗଦାନ କରି ସମସ୍ତ ଶ୍ରୋତା ମଣ୍ଡଳୀଙ୍କୁ ତାଙ୍କ ଅଭିଭାଷଣ ମାଧ୍ୟମରେ ଡାଲଖାଇ ନୃତ୍ୟର ଆରମ୍ଭ, ବର୍ତ୍ତମାନ ଡାଲଖାଇ ନୃତ୍ୟର ସ୍ଥିତି,ପୁରୁଣା ଅଳଙ୍କାର ଓ ବେଶ ପୋଷାକ ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ ଗୁରୁ ଶ୍ରୀଯୁକ୍ତ ଅନନ୍ତ ମେହେର ଯୋଗଦାନ ପୂର୍ବକ ଆଦିବାସୀ ସଂସ୍କୃତିର ବିଭିନ୍ନ ଲୋକଗୀତ, ଖେଳ, ନୃତ୍ୟ ଓ ତା'ର ଉପଯୋଗୀତା ବିଷୟରେ ସାରଗର୍ଭକ ମତବ୍ୟକ୍ତ କରିଥିଲେ। ସେହି ଲୋକଗୀତ, ଖେଳ ଓ ନୃତ୍ୟ ବର୍ତ୍ତମାନ ହଜି ଯାଇଥିବାରୁ ଏବେ ସମାଜରେ ଓ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ତାର କ'ଣ ପ୍ରଭାବ ପଡୁଛି ସେ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ବାସୁଦେବ ନାଏକ ଯିଏକି ସୁବର୍ଣ୍ଣପୁର ଜିଲ୍ଲାର ଜଣେ ପ୍ରସିଦ୍ଧ ନୃତ୍ୟଗୁରୁ , ଅଭିନେତା ଓ ଲେଖକ ସେ ତାଙ୍କ ଅଭିଭାଷଣ ମାଧ୍ୟମରେ ପୁରୁଣା ଆଦିବାସୀ ସଂସ୍କୃତି ଓ ପରମ୍ପରାରେ କି ପ୍ରକାରର ପରିବର୍ତ୍ତନ ଘଟିଛି ତାହାରି ଉପରେ ସମାଲୋଚନା କରିଥିଲେ। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଭୁବନ ଭୋଇ ପ୍ରସିଦ୍ଧ ଭଗବାନ ନାଟ୍ୟ ପାର୍ଟିର ଜଣେ ପ୍ରସିଦ୍ଧ ଅଭିନେତା ତାଙ୍କ ଅଭିଭାଷଣରେ ସମସ୍ତ ମନରେ ଆବେଗ ଉତ୍ପନ କରିଥିଲେ। ପୁରୁଣା ଯୁଗର ଯୁଗ୍ମ ପରିବାର ଓ ବର୍ତ୍ତମାନ ଯୁଗର ଐକିକ ପରିବାରର ସ୍ଥିତି ବିଷୟରେ ସମାଲୋଚନା କରିଥିଲେ।

ପୁରୁଣା ସଂସ୍କୃତି ପରମ୍ପରା, ନୃତ୍ୟ, ଗୀତ, ଅଭିନୟକୁ ଆମେ କିପରି ଭାବେ ବଞ୍ଚାଇ ରଖିବା ତାହାରି ଉପରେ ଦିଗଦର୍ଶନ ପ୍ରଦାନ କରିଥିଲେ। 
ଉକ୍ତ ସେମିନାର ର ଆୟୋଜକ ଶ୍ରୀଯୁକ୍ତ ସମାରୁ ମେହେର ପୁରୁଣା ଆଦିବାସୀ ସଂସ୍କୃତି କଳା ଲୁଚି ଯାଇଥିବା ନୃତ୍ୟ ଓ ସଂସ୍କୃତିର ପୁନଃରୁଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଆୟୋଜକ ଶ୍ରୀଯୁକ୍ତ ସମାରୁ ମେହେରଙ୍କ ସୁକୋମଳ ହସ୍ତରେ  ଏକ ପୁସ୍ତିକା ଯାହାକି ଆଦିବାସୀ ନୃତ୍ୟ ଓ ସଂସ୍କୃତି ଉପରେ ଆଧାରିତ ତାକୁ ଉନ୍ମୋଚନ କରିଥିଲେ। ବରଗଡ ଜିଲ୍ଲାର ଜଣେ ସୁମଧୁର ଗାୟକ ଶ୍ରୀଯୁକ୍ତ ରାମଚନ୍ଦ୍ର ବିଶ୍ୱାଲ ମଞ୍ଚ ପରିଚାଳନା କରିଥିଲେ। ଏହି ଆଲୋଚନା ଚକ୍ର ସମସ୍ତ ଶ୍ରୋତା ମଣ୍ଡଳୀଙ୍କୁ ଏକ ନୂତନ ଦିଗଦର୍ଶନ ଦେଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ,ଲାଦରପାଲିର ସଫଳତା, ସୁଶ୍ରୀ କ୍ରିଷ୍ଣା ପତି ଅତାବିରା ବ୍ଲକ ଟପ୍ପର   03-May-2026
  ଜିଲ୍ଲା  
ଆଦିବାସୀ ମହୋତ୍ସବ ଉଦ୍‌ଘାଟିତ   03-May-2026
  ଜିଲ୍ଲା  
*ହାଇସ୍କୁଲ୍ ପରୀକ୍ଷା ରେ ସୁବର୍ଣ୍ଣପୁର ଜିଲ୍ଲା ରେ ସ୍ୱର୍ଣ୍ଣିମ ଫଳାଫଳ*- *96.21% ହାର ରେ କୃତିତ୍ବ ହାସଲ*- *ହାଇସ୍କୁଲ୍ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ଜଣାଇଲେ ଜିଲ୍ଲାପାଳ*-   03-May-2026
  ଜିଲ୍ଲା  
*ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳନ*- *ଭାରତୀୟ ସଂସ୍କୃତି କୁ ସୁରକ୍ଷା ଦେବାରେ ସାମ୍ୱାଦିକ ଓ ଲେଖକ ଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ*   03-May-2026
  ଜିଲ୍ଲା  
ଜୋରଦାର୍ ହେଉଛି ବିଦ୍ୟୁତ କର୍ମଚାରୀ ଛଟେଇ ବିରୋଧରେ ଆନ୍ଦୋଳନ   02-May-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ମାଧ୍ୟମିକ ବୋର୍ଡ ପରୀକ୍ଷା ରେ ଜିଲ୍ଲା ଟପ୍ପର ହୋଇଛନ୍ତି ରୂପେ ପୁନମ ମେହେର ୫୫୦ ନମ୍ବର ରଖିଛନ୍ତି।   02-May-2026
  ଜିଲ୍ଲା  
ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନ ଚିଠି ଲେଖିଲେ ନବୀନ ♦️ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।   02-May-2026
  ରାଜ୍ୟ  
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ♦️ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ହୋଇଛି   02-May-2026
  ଜିଲ୍ଲା  
+୩ପରୀକ୍ଷାରେ ସଫଳତା : ଶ୍ରେଷ୍ଠ ୧୦ରେ ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ୩ଜଣ ଛାତ୍ରୀ   02-May-2026
  ଜିଲ୍ଲା  
ଅଗ୍ନିକାଣ୍ଡ ନେଲା ମା ଓ ଭାଇ ଙ୍କ ଜୀବନ   02-May-2026
  ଜିଲ୍ଲା  
ଲୋଇସିଂହା ଅନ୍ତର୍ଗତ ଗୁର୍ଜିଭଟା ରେ ପ୍ରଥମ ନାଇଟ ଫୂଟବଲ ପ୍ରତିଯୋଗିତା ଅନୁଷ୍ଠିତ   02-May-2026
  ଜିଲ୍ଲା  
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଦେବର୍ଷି ନାରଦ ଜୟନ୍ତୀ ପାଳିତ   02-May-2026

You Might Also Like