-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
01-Jan-2025
ବୌଦ୍ଧ(ଦେବବ୍ରତ ଦାଶ): ହରଭଙ୍ଗା ବ୍ଲକ ଅନ୍ତର୍ଗତ କରଞ୍ଜକଟା ସରକାରୀ ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସୁଧାକର ଜେଠି ଇଂରାଜୀ ତା. ୩୧/୧୨/୨୪ରିଖ ଦିନ ଚାକିରିରୁ ଅବସର ଗ୍ରହଣ କରିଛନ୍ତି।ଏ ଅବସରରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା ଅବସର ଦିନ ହିଁ ତାଙ୍କୁ ପେନସନ ପ୍ରଦାନ କରିଥିଲେ। ଏହି ସମୟରେ କାର୍ଯ୍ୟାଳୟର ସହକାରୀ ଏ. ବି. ଇ.ଓ. ଓ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।