-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
01-Jan-2025
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ଆଜି ଇଂରାଜୀ ନବବର୍ଷ ଅବସରେ ଡାବୁଗାଁ ଠାରେ ସମାଜସେବୀ ବାବୁଲାଙ୍କ ଦ୍ୱାରା ଭଗବତ ଗୀତା ବଣ୍ଟନ କର ଯାଇଥିଲା।ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନୀ ଉପରେ ଆଧାରିତ ଭଗବତ ଗୀତାର ମହତ୍ତ୍ୱ ଏବଂ ଏହା ଆମ ଜୀବନରେ କିଭଳି ଉତ୍ତମ ମଣିଷ ହେବାର ମାର୍ଗ ଦର୍ଶାଇଥାଏ। ଏହି ବିଷୟରେ ବୁଝାଇବା ସହ ଗୀତା ବଣ୍ଟନ କରିଥିଲେ ସମାଜ ସେବି ବାବୁଲାଲ। ନୂଆବର୍ଷ ଅବସରରେ ତାଙ୍କାର ଏଭଳି ପ୍ରୟାସ ନିଶ୍ଚୟ ସମସ୍ତଙ୍କୁ ପ୍ରେରଣା ଜଗାଇବ।