-+91-9937148622 |

prerana_bgr@rediffmail.com |

  Monday 4th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   (04-May-2026)       ||      ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ    (04-May-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (04-May-2026)       ||      ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ   (03-May-2026)       ||      ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ   (03-May-2026)       ||      ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଶକ୍ତିପ୍ରଦର୍ଶନ♦️ ଆଜି ଠାରୁ ଆରମ୍ଭ ହେଲା ମୋର ଏ ଲଢ଼େଇ, ୧୦ ହଜାରରୁ ଉର୍ଦ୍ଧ କର୍ମୀ ସମିଳନୀ ରେ ଯୋଗଦେଲେ   (03-May-2026)       ||      ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ    (03-May-2026)       ||      ABVP ପକ୍ଷରୁ ବ୍ଲକ୍ ଟପ୍ପରଙ୍କୁ ଘରେ ଯାଇ ସମ୍ବର୍ଦ୍ଧନା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା   (03-May-2026)       ||      *ଡାବୁଗାଁ ଅଞ୍ଚଳରେ ଦିନ ୧୨ ପରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ଜନଶୂନ୍ୟ ହେଉଛି ବଜାର*   (03-May-2026)       ||      ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି   (03-May-2026)       ||      ଆଦି ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ♦️ ବିଶ୍ୱ କଲ୍ୟାଣ ହିଁ ସାମ୍ବାଦିକତାର ମୂଳମନ୍ତ୍ର   (03-May-2026)       ||      *ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲ ର ଶତ ପ୍ରତିଶତ ସଫଳତା*-   (03-May-2026)       ||      *ପ୍ରଭୂ ନୃସିଂହ ଙ୍କ ଜନ୍ମୋତ୍ସବ ମହା ସମାରୋହରେ ପାଳିତ*   (03-May-2026)       ||      ସମ୍ଭବ କଲେଜ ଠାରେ ଗ୍ରୀଷ୍ମ ଅଧ୍ଯୟନ ଶିବିରର ଶେଷ ଦିବସରେ "ଅନୁଭବ ଅଭିବ୍ୟକ୍ତି ଉତ୍ସବ" ଅନୁଷ୍ଠିତ   (03-May-2026)       ||      ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ଅଙ୍କିତ ସାହୁ ନିଯୁକ୍ତ   (03-May-2026)       ||      ଅତାବିରାରେ ସାମ୍ବାଦିକ ମାନଙ୍କଦ୍ୱାରା ଦେବର୍ଷି ନାରଦଙ୍କ ଜୟନ୍ତୀ   (03-May-2026)       ||      କଟକଗୋପାଳପୁର-ବାଲିକୁଦା ଓଭରବ୍ରିଜ୍‌ ଏବେ ଯାତ୍ରୀଙ୍କ ମରଣ ଯନ୍ତା। ଯାତ୍ରୀଙ୍କୁ ଭଗବାନ ଭରଷା    (03-May-2026)       ||      ବିଦ୍ୟୁତ୍ ସଂସ୍ସର୍ଶରେ ଯୁବତୀ ମୃତ   (03-May-2026)       ||      ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ,ଲାଦରପାଲିର ସଫଳତା, ସୁଶ୍ରୀ କ୍ରିଷ୍ଣା ପତି ଅତାବିରା ବ୍ଲକ ଟପ୍ପର   (03-May-2026)       ||      ଆଦିବାସୀ ମହୋତ୍ସବ ଉଦ୍‌ଘାଟିତ   (03-May-2026)       ||     

HOME   ଜିଲ୍ଲା

ଲିଙ୍କ ଛୁଇଁବାରୁ ଲକ୍ଷେ ଗାୟବ୍‌: ସାଇବର ଅପରାଧୀଙ୍କ ଠାରୁ ସତର୍କ ରହିବାକୁ ପୋଲିସର ନିବେଦନ

31-Dec-2024



ବ୍ୱଲାଙ୍ଗୀର(ପ୍ରେରଣା ଖବର):ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ସାଙ୍ଗକୁ ସଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ସାଇବର ଲୁଟେରା ମାନେ ନୂଆଁ ନୂଆଁ ଢ଼ଙ୍ଗରେ ନିରୀହ ଲୋକ ମାନଙ୍କ ଠାରୁ ଟଙ୍କା ଲୁଟ୍ କରୁଛନ୍ତି ଏବଂ ଏମାନଙ୍କର ଟେର ପୋଲିସ ମଧ୍ୟ ପାଇପାରୁ ନାହାନ୍ତି । ଏପରି କିଛି ଘଟଣା ଘଟିଛି ବଲାଙ୍ଗୀର ସହରରେ । ମୋବାଇଲର ଲିଙ୍କ ଛୁଇଁଦେଲା ମାତ୍ରକେ ମୋବlଇଲରୁ ଉଡିଯାଉଛି ଲକ୍ଷ ଲକ୍ଷ ଟଙ୍କ। ଦୁଇଟି ପୃଥକ ମାମଲାରେ ଦୁଇ ଜଣ ଆକଉଣ୍ଟଧାରୀ ପ୍ରାୟ ୨ଲକ୍ଷରୁ ଅଧିକ ଟଙ୍କା ହରାଇଛନ୍ତି । ଏ ଘଟଣା ସଂପର୍କରେ ସାଇବର ଥାନାରେ ଲିଖିତ ଅଭିଯୋଗ କଲା ପରେ ସଇବର ଥାନା ଅଧିକାରୀ ୨ ଲକ୍ଷରୁ ଅଧିକ ଟଙ୍କା ହଡପ ହୋଇଥିଲେ ଯାଇ ସେ ମାମଲାର କେଶ ଦାୟର ହୋଇପାରିବ ବୋଲି କହିବା ପରେ ନିରାଶ ହୋଇ ଏମାନେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ୨୩ ତାରିଖରେ ସ୍ଥାନୀୟ ପେଲେସ ଲାଇନ୍‌ର ଲକ୍ଷ୍ମୀ ସାହୁଙ୍କ ମୋବଇଲ୍ କୁ ପିଏମ୍ କିଶାନ୍ ଆପ୍ ର ଏକ ମେସେଜ୍ ଆସିଥିଲା। ବଲାଙ୍ଗୀର ମୁନିସିପାଲିଟି ୨୦ନମ୍ବର ୱାର୍ଡ ର ଏସ୍‌ଏଚ୍‌ଜି ଗୃପର ମହିଳା ମାନଙ୍କୁ ନେଇ ଏକ ଗୃପ ତିଆରି ହୋଇଛି । ଏହି ଗୃପରେ ହିଁ ଆସିଥିଲା ପିଏମ୍‌କିଶାନ ଯୋଜନାର ଏକ ଲିଙ୍କ। ଯେଉଁଥିରେ ତଥ୍ୟ ଦାଖଲ କଲା ପରେ ଆର୍ଥିକ ସହାୟତା ମିଳିବ ବୋଲି କୁହାଯାଇଥିଲା। ମାତ୍ର ଶ୍ରୀମତୀ ସାହୁ ସେ ଲିଙ୍କ୍ ଛୁଇଁବା ମାତ୍ରେ ତାଙ୍କ ଆକାଉଣ୍ଟରୁ ତତକ୍ଷଣାତ ଦୁଇଟି ପର୍ଯ୍ୟାୟରେ ୧ ଲକ୍ଷ ୩୨ହଜାର ୯୦ ଟଙ୍କା କଟି ଯାଇ ଅନ୍ୟ ଆକାଉଣ୍ଟକୁ ଚାଲିଯାଇଥିଲା। ସେହିପରି ପେଲେସ ଲାଇନ୍ ର ଆଉ ଜଣେ ଆକାଉଣ୍ଟଧାରୀ ସାଇରlମ ପାଣିଗ୍ରାହୀଙ୍କ ଆକାଉଣ୍ଟରୁ ମଧ୍ୟ ସମାନ ଢଙ୍ଗରେ ଏହି ଲିଙ୍କ ଦବାଇବା ମାତ୍ରେ ତିନୋଟି ପର୍ଯ୍ୟାୟରେ ୧ଲକ୍ଷ ୪ଠ ହଜାର ୫ଶହ ଟଙ୍କା ଉଡିଯାଇଥିଲା। ଏହାପରେ ତାଙ୍କ ଆକାଉଣ୍ଟ ଯାଂଚ କରିବାରୁ ତାହା ଅନ୍ୟ ଆକାଉଣ୍ଟକୁ ଯାଇଥିବା ଜାଣି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବଲାଙ୍ଗୀର ସହରରେ ଏପରି ଅନେକ ଲୋକ ସାଇବର ଅପରାଧର ଶିକାର ହୋଇଛନ୍ତି , ଯେଉଁମାନେ ବିଭିନ୍ନ କାରଣରୁ ଥାନାରେ ଅଭିଯୋଗ କରି ନାହାନ୍ତି ବୋଲି ଜଣେ ଏକାଉଣ୍ଟଧାରୀ ସୁବ୍ରତ କୁମାର ସାହୁ କହିଛନ୍ତି । ଏପଟେ ଏପରି ସାଇବର ଲୁଟେରା ମାନଙ୍କୁ ଧରିବା ବଲାଙ୍ଗୀର ସାଇବର ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଯାଇଛି l କ୍ରମାଗତ ଭାବେ ବଲାଙ୍ଗୀର ଜିଲ୍ଲାରେ ଏପରି ଠକେଇ ମାମଲା ହେଉଥିଲେ ମଧ୍ୟ ପୋଲିସ ଅପରାଧୀ ମାନଙ୍କ କୌଣସି ଖୋଜଖବର ପାଇପାରୁ ନାହିଁ l ବଲାଙ୍ଗୀର ଟାଉନଥାନା ପୋଲିସ କେଶ ନମ୍ବର ୯୨୨ ଏବଂ ୯୨୩ ରେ ସାଇବର ଠକେଇ ସଂପର୍କିତ ଦୁଇଟି ମାମଲା ରୁଜୁ କରି ଏହାର ତଦନ୍ତ ଚଳାଇଥିବା ଜଣାପଡିଛି । ତେବେ ପିଏମ୍ କିଶାନ ଯୋଜନା ନାଁ ରେ କିଛି ସାଇବର ଅପରାଧୀ ଗୋଷ୍ଠୀ ନିଜର ଠକ ସମାଜ୍ୟର କାୟାବିସ୍ତାର କରିଛାଲିଛନ୍ତି । ଏପରି କୌଣସି ଲିଙ୍କ୍ ଦବାଇବା ପୂର୍ବରୁ ଲୋକେ ସତର୍କ ହେବାକୁ ସାଇବର ପୋଲିସ ପକ୍ଷରୁ ସତର୍କସୂଚନା ଦିଆଯାଇଛି। ଏସବୁ ଭିତରେ ବଲାଙ୍ଗୀର ସହରରେ ଟଙ୍କା ହରାଇ ଥିବା ଏହି ବ୍ଯକ୍ତି ମାନେ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ନିଜର ଭାଗ୍ୟକୁ ଆଦରି ରହିଛନ୍ତି ଯେ, କେବେ ପୋଲିସ ପ୍ରଶାସନ ଏମାନଙ୍କୁ ନ୍ୟାୟ ଦେବ?


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   04-May-2026
  ଜିଲ୍ଲା  
ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ   04-May-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା   04-May-2026
  ଜିଲ୍ଲା  
ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ   03-May-2026
  ଜିଲ୍ଲା  
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ   03-May-2026
  ଜିଲ୍ଲା  
ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଶକ୍ତିପ୍ରଦର୍ଶନ♦️ ଆଜି ଠାରୁ ଆରମ୍ଭ ହେଲା ମୋର ଏ ଲଢ଼େଇ, ୧୦ ହଜାରରୁ ଉର୍ଦ୍ଧ କର୍ମୀ ସମିଳନୀ ରେ ଯୋଗଦେଲେ   03-May-2026
  ଜିଲ୍ଲା  
ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ   03-May-2026
  ଜିଲ୍ଲା  
ABVP ପକ୍ଷରୁ ବ୍ଲକ୍ ଟପ୍ପରଙ୍କୁ ଘରେ ଯାଇ ସମ୍ବର୍ଦ୍ଧନା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା   03-May-2026
  ଜିଲ୍ଲା  
*ଡାବୁଗାଁ ଅଞ୍ଚଳରେ ଦିନ ୧୨ ପରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ଜନଶୂନ୍ୟ ହେଉଛି ବଜାର*   03-May-2026
  ଜିଲ୍ଲା  
ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି   03-May-2026
  ରାଜ୍ୟ  
ଆଦି ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ♦️ ବିଶ୍ୱ କଲ୍ୟାଣ ହିଁ ସାମ୍ବାଦିକତାର ମୂଳମନ୍ତ୍ର   03-May-2026
  ଜିଲ୍ଲା  
*ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲ ର ଶତ ପ୍ରତିଶତ ସଫଳତା*-   03-May-2026

You Might Also Like