-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
30-Dec-2024
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କାର୍ଯ୍ୟାଳୟ ଠାରେ ଦେଇଥିବା ଗଣଧାରଣାରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଏବଂ ଜିଲ୍ଲାପାଳ ମଧୁସୂଦନ ଦାସ ସାମିଲ ହୋଇ ତାଙ୍କର ନ୍ୟାୟିକ ଦାବୀକୁ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ।ଆନ୍ଦୋଳନ ସ୍ଥଳୀରେ ବିଭାଗୀୟ ଅଧିକାରୀ ଙ୍କୁ ସମସ୍ୟାର ଶୀଘ୍ର ଅନୁଧ୍ୟାନ କରିବା ସହ ତାର ସ୍ଥାୟୀ ସମାଧାନ ପାଇଁ ଆଲୋଚନା କରିଥିଲେ। ଖୁବ ଶୀଘ୍ର ଏହାର ସମାଧାନ ହୋଇ ପଞ୍ଚାୟତ କୁ ଜଳଯୋଗାଣ ସମ୍ଭବ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।