-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
29-Dec-2024
ନବରଙ୍ଗପୁର :(ମିହିର ଶଙ୍କର ପାତ୍ର)
-ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ର ଯୋଗାଣ ସହାୟକ ପୂନୁ ଭତ୍ରାଙ୍କ ଅକାଳ ବିୟୋଗ ହୋଇଯାଇଛି। ଗତକାଲି ଘରେ ଥିବା ସମୟରେ ତାଙ୍କୁ ହଟାତ ପେଟ ବଥା ହୋଇଥିଲା ଏବଂ ପରିବାର ବର୍ଗ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଡାବୁଗାଁ ମେଡିକାଲ କୁ ଆଣିଥିଲେ ଏବଂ ପରେ ନବରଙ୍ଗପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇ ଥିଲା। ଚିକିତ୍ସା ଧୀନ ଅବସ୍ଥାରେ ଆଜି ସଖାଳେ 4ଘଣ୍ଟା ସମୟରେ ତାଙ୍କ ମୃତ୍ୟୁ ହୋଇ ଥିଲା। ଏହା ପରେ ତାଙ୍କୁ ତାଙ୍କ ନିଜଗ୍ରାମ ରାବଣାଗୁଡା କୁ ନିଆ ଯାଇ ସେଠାରେ ତାଙ୍କ ଅନ୍ତିମ କ୍ରିୟା କରାଯାଇଥିଲା।