-+91-9937148622 |

prerana_bgr@rediffmail.com |

  Wednesday 6th May 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   (05-May-2026)       ||      ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   (05-May-2026)       ||      ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   (05-May-2026)       ||      ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   (05-May-2026)       ||      ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି    (05-May-2026)       ||      ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   (05-May-2026)       ||      ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   (05-May-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   (05-May-2026)       ||      ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   (05-May-2026)       ||      ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   (05-May-2026)       ||      ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   (05-May-2026)       ||      ବାଘ୍ ନାଇଁ ଦେଖଲେ ବିଲେଇ ଦେଖ   (05-May-2026)       ||      କୁମ୍ଭାରି ଧାନ ମଣ୍ଡିରେ ଚାଷୀ ସଚେତନତା ସମାବେଶ   (05-May-2026)       ||      ଲାଦେରପାଲିରେ ସମାପନ ହେଲା ଚୋବିଶ ପ୍ରହରୀ ନାମଯଜ୍ଞ ର ରୈ।ପ୍ୟ ଜୟନ୍ତୀ ମହୋତ୍ସବ   (05-May-2026)       ||      ବରପାଲି ଶୀତଳଷଷ୍ଠୀ ତାଡ଼କାସୁର ଭୂମିକା ପାଇଁ ବରିଷ୍ଠ କଳାକାର ଜଗଦାନନ୍ଦ ମିଶ୍ରଙ୍କୁ ବରଣ   (05-May-2026)       ||      କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତରେ ଜିଲ୍ଲାପଳାଙ୍କ ଅଭିଯୋଗ ଶୁଣାଣି : ୬୧ଟି ଆବେଦନ ଗ୍ରହଣ ସହ ସେବା ପ୍ରଦାନ ପାଇଁ ସ୍ବତନ୍ତ୍ର କ୍ୟାମ୍ପ    (05-May-2026)       ||      ଦୀର୍ଘ ଦିନ ଧରି ପାଇପ୍ ମରାମତି ଅଭାବରୁ ପାଇପ୍ ପାଣି ଲିକ୍ ବସୁଧା ପାଣି ପାଇଁ ପାରୁନାହାନ୍ତି ରାଜେନିପ୍ଡିଆ ସାହି ଲୋକ ଅନ୍ତସନ୍ତ ହୋଇ ରହୁଛନ୍ତି ଗ୍ରାମ ବାସୀ   (05-May-2026)       ||      ଚାଷୀ ସଚେତନତା ସମାବେଶ    (05-May-2026)       ||      ରଘୁନାଥ ଜୀଉ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   (05-May-2026)       ||      ଅଧଘଣ୍ଟା ଧରି ପଡି ରହିଲେ ଡାକ୍ତର ଦେଖୁଲେ ନାହିଁ ♦️ ଏଇ ହେଉଛି ବିଶ୍ୱସ୍ତରୀୟ ହସ୍ପିଟାଲ   (05-May-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଜିଲ୍ଲା ମେଡିକାଲ କର୍ମଚାରୀ ସଙ୍ଘ ସାଧାରଣ ବୈଠକ

29-Dec-2024



ବଲାଙ୍ଗିର- ସ୍ଥାନୀୟ ସଦେଇପାଲି  ଠାରେ ବଲାଙ୍ଗିର ଜିଲା ମେଡିକାଲ କର୍ମଚାରୀ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଲଳିତ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ମେଡିକାଲ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିବା ବେଳେ ସଂଘର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଯୋଜନା କରାଯାଇଥିଲା। ସଙ୍ଘ ର ସଭାପତି ସୋମନାଥ ମିଶ୍ରଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକରେ

ବଲାଙ୍ଗୀର ଜିଲ୍ଳା କେମିଷ୍ଟ ଏସୋସିଏସନ ର ସଭାପତି ତଥା ଯୁବ ସଂଗଠକ ଲୋଟସ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ଓୟୁଯେ ର ସଭାପତି ପ୍ରଦୀପ୍ତ କୁମାର ମିଶ୍ର (ବଦ୍ରି), ସନ୍ତୋଷ ପାଢ଼ୀ ଆଦି ଯୋଗଦେଇ ଥିଲେ l ମେଡିକାଲ କର୍ମଚାରୀମାନଙ୍କ ସମସ୍ୟା ସମ୍ପର୍କରେ ମୁୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀଓ ନିଜ ଜିଲାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହୋଇଥିବା ଡ. ମୁକେଶ ମହାଲିଙ୍ଗଙ୍କ ସହ ସ୍ଥାନୀୟ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ଏହା ସହ ସଂଘର ସମ୍ପାଦକ ସୁନୀଲ ମିଶ୍ର, ଉପସଭାପତି ଦିନେଶ ମହାପାତ୍ର, ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ହୋତା, କୋଷାଧକ୍ଷ ପ୍ରମୋଦିନୀ ଭରାସାଗର ଓ ନିପୁନ ସାହୁ, କାର୍ଯ୍ୟକାରୀ କମିଟିର ସଭ୍ୟ ଭାବେ ବିଜୟ ଦନ୍ତା, ସପ୍ନେଶ ନନ୍ଦ, ପୂର୍ଣ୍ଣବାସୀ ବିଶି, ପ୍ରେମଶିଳା ମହାନନ୍ଦ, ଲିପ୍ସା ନନ୍ଦ, ପ୍ରେମରାଜ ବିଭାର,ରମଣୀ ରଞ୍ଜନ ପଧାନ, ଶମ୍ଭୁ ବାଗ ଓ ଗଣମାଧ୍ୟମ ପ୍ରଭାରୀ ପ୍ରତୀମନ ଥନାପତି, ସୁରଜ ସାଏ, ଅମୀୟ ପଟେଲ,କପରୁଚନ ଭୋଇ,ଆଦି ଯୋଗଦେଇ ଥିଲେ । ଏଥିରେ ବଲାଙ୍ଗିର ଜିଲା ମୁଖ୍ୟ ଚିକିତ୍ସାଳୟ, ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା, ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଡାକ୍ତରଖାନା ତଥା ସିଏଚସି ଓ ପିଏଚସିରେ କାର୍ଯ୍ୟରତ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଦୀର୍ଘ ବର୍ଷ ଧରି ମେଡିକାଲରେ କାର୍ଯ୍ୟ କରିଆସୁଥିବା ବେଳେ ଜରୁରୀକାଳୀନ ସେବା ଯୋଗାଇ ଆସୁଥିବା ଡାକ୍ତରଖାନାରେ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ନିରନ୍ତର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛନ୍ତି। ଏହା ସହ ଡାକ୍ତରଖାନା କର୍ତ୍ତୃପକ୍ଷ, ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗ କରିଆସୁଛନ୍ତି। ଶେଷରେ ସଙ୍ଘ ର ସମ୍ପାଦକ ସୁନୀଲ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   05-May-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   05-May-2026
  ଜିଲ୍ଲା  
ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   05-May-2026
  ରାଜ୍ୟ  
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   05-May-2026
  ଜିଲ୍ଲା  
ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି   05-May-2026
  ଜିଲ୍ଲା  
ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   05-May-2026
  ଜିଲ୍ଲା  
ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   05-May-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   05-May-2026
  ଜିଲ୍ଲା  
ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   05-May-2026
  ଜିଲ୍ଲା  
ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   05-May-2026
  ଜିଲ୍ଲା  
ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   05-May-2026
  ଜିଲ୍ଲା  
ବାଘ୍ ନାଇଁ ଦେଖଲେ ବିଲେଇ ଦେଖ   05-May-2026

You Might Also Like