-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ଓଡିଶା ଜନତା ସଂଘର୍ଷ ସମିତିର ବାର୍ଷିକ ଉତ୍ସବ

25-Dec-2024



ବରଗଡ଼/ଅତାବିରା(ଆକାଶ ମିଶ୍ର):  ସମାଜସେବୀ ଜନକଲ୍ୟାଣ ସଂଗଠନ ଓଡିଶା ଜନତା ସଂଘର୍ଷ ସମିତି ବରଗଡ଼ର ୩୬ତମ ବାର୍ଷିକ ଉତ୍ସବ ୨୩ ତାରିଖରେ ସ୍ଥାନୀୟ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ବରଗଡ଼ ଠାରେ  ଦିନ ସଭାପତି କିଶୋର ଚନ୍ଦ୍ର ସାହୁ କଣ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବରଗଡ଼ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ କୁମାର ପୁରୋହିତ  ଯୋଗ ଦାନ କରି ସମିତି ଓ ଭିନ୍ନକ୍ଷମ ଶିଶୁ ମାନଙ୍କ ଉନ୍ନତି ନିମନ୍ତେ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗଇବା ନିମନ୍ତେ ପ୍ରୟାସ କରିବେ ବୋଲି ଆଶ୍ୱାସନା ଦେଇଥିଲେ. ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଶିକ୍ଷା ଲାଭ କରି ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକରେ ନିଯୁକ୍ତି ପାଇ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ପାରିଛନ୍ତି.। ସମ୍ମାନୀୟ ଅତିଥି ଭାବେ ଟାଟା ଇଥାନଳ  ପ୍ଲାଣ୍ଟ ର ଏ ଜି ଏମ ରଶ୍ମିରଂଜନ ରାଉତ, ପୱେର ର ଜ଼ିଲ୍ଲା ସଭାପତି ବରିଷ୍ଟ ଆଇନଜିବି  ଶ୍ୟାମ ସୁନ୍ଦର ଅଗ୍ରୱାଲ, ସମାଜ ସେବୀ ପ୍ରିତମ ସିଂ, ବରଗଡ ବିଜେପି ସଭାପତି ଡା ଅରୂପା ନନ୍ଦ ସାହୁ  ଯୋଗ ଦେଇଥିବା ବେଳେ ସମିତି ର ଉପସଭାପତି ମେଘନାଦ ସାହୁ ଓ ସମ୍ପାଦକ ଅଭୟ କୁମାର ପଧାନ ମଞ୍ଚାସୀନ  ଥିଲେ। ସଭା ପ୍ରାରମ୍ଭ ରୁ ଅତିଥିଗଣ ସ୍ବର୍ଗତ ସୂର୍ଯ୍ୟ ପ୍ରକାଶ ମହାପାତ୍ର ଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଗୋପାଳ ମିଶ୍ର, ପ୍ରମୋଦ ଦାଶ, ଅମରେଶ ବାରିକ ଓ କାମଦେବ ବେହେରା ସ୍ୱାଗତ ସଂଗୀତ ଗାନ କରିଥିଲେ। ମେଘନାଦ ସାହୁ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ କରିଥିଲେ। ସଭାପତି କିଶୋର ଚନ୍ଦ୍ର ସାହୁ ଉଦେଶ୍ୟ ଜ୍ଞାପନ କରିଥିଲେ। ସମ୍ପାଦକ ଅଭୟ ପଧାନ  ବିସ୍ତୃତ ଭାବେ ସପାଦକୀୟ ବିବରଣୀ ପଠନ କରିଥିଲେ।  ଜ଼ିଲ୍ଲା ର ବିଭିନ୍ନ ବ୍ଲକ ରେ କାର୍ଯ୍ୟ କରୁଥିବା ସମାଜସେବୀ ସଙ୍ଗଠନ ଓ ବ୍ୟକ୍ତି ମାନଙ୍କୁ  ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା। ସେମାନେ ହେଲେ ଆନନ୍ଦ ସେବା ସଦନ ବଡପିପିଲି ପାଳି ଭେଡେନ, କୋଶଲ ଡେ଼ଫେନ୍ସ ଏକାଡେମୀ ବରଗଡ, ଗ୍ରାମ୍ୟ ଉନ୍ନୟନ କମିଟି ଗୁରଖାପାଲି, ଜୟହିନ୍ଦ ଯୁବକ ସଂଘ ରୁନିପାଲି  ଖରମୁଣ୍ଡା ଜୀବନ ସଂଯୋଗ ରକ୍ତ ଦାନ ସଂସ୍ଥା ତଳଶ୍ରୀଗିଡା ଅତାବିରା, ସମାଜସେବୀ  ଯଶୋବନ୍ତ ମେହେର  ପ୍ରତିଷ୍ଠାତା ଅମୃତଧାରା଼  ନର୍ସିଂହୋମ ବିଜେପୁର ଯଶୋବନ୍ତ ମେହେର ଖୁଣ୍ଟପାଲି ବରଗଡ, ସମାଜସେବୀ ପ୍ରଦୀପ ଥପା ମାଲିକ ଯଶୋଦା ପୋଳି କ୍ଲିନିକ  ବରଗଡ, ଉତ୍କଳମଣୀ ଗୋପବନ୍ଧୁ ଭିନ୍ନକ୍ଷମ ସଂଘ ବରଗଡ଼, ଆଞ୍ଚଳିକ ଜନ କଲ୍ୟାଣ ସଂଗଠନ ଭେଡେନ, ଭୀମ ଭୋଇ ଭିନ୍ନକ୍ଷମ ସଂଘ ଝାରବନ୍ଧ, ରାଜବୋରାସମର ଭିନ୍ନକ୍ଷମ ସଂଘ ପଦ୍ମପୁର ଓ ଭିନ୍ନକ୍ଷମ ସଂଘ ଅମ୍ବାଭୋନାକୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା। ଏହି ଅବସରରେ ମହିଳା ସମିତି ସଭାନେତ୍ରୀ ହରଜିତ କୌର,  ଅଲିଭା ଏଥେଲେଟିକ ଆଣ୍ଡ ସଂସ୍କୃତିକ  ସଂଘ  ଡୁଙ୍ଗୁରିପାଲି ସଭାପତି ସମାଜସେବୀ ରାଜେନ୍ଦ୍ର କୁମାର ବାଗ,ଅବସର ପ୍ରାପ୍ତ ବରଗଡ ବ୍ଲକ ଓ ପୌର ପରିଷଦ ବରଗଡ ସଭାପତି ଚଞ୍ଚଳ ମିଶ୍ର, ସମାଜସେବୀ ଏଚିଭର  ହେଲପିଙ୍ଗ ଫାଉଣ୍ଡେସନ ର ସଭାପତି   ଦିବାକର ମାଝୀ, ଏକ୍ସପ୍ରେସ ଗିରି ବୃଦ୍ଧାଶ୍ରମ  ସମଲେଇପଦର ର  ମୁଖ୍ୟ ଜଳନ୍ଧର ପଟେଲ, ବରିଷ୍ଠ ସଭ୍ୟ ଶରତ କୁମାର ସାହୁ ଡୁଙ୍ଗୁରିପାଲି, ସୁଇଟ ସ୍ମାଇଲ ବରପାଲି ର ମୁଖ୍ୟ ସମାଜ ସେବୀ ମଞ୍ଜୁଲତା  ଦାଶ, ସେବା ନିବୃତ ସରକାରୀ କର୍ମଚାରୀ ସଂଘ  ସଭାପତି ଦ୍ରୁବ ଚରଣ ହୋତା, ପ୍ରଦୀପ ଥପା  ନିଜନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ବରଗଡ ଜ଼ିଲ୍ଲା ର ବହୁ ସମାଜସେବୀ କର୍ମକର୍ତା, ସମାଜ ସେବୀ ନେପାଳେଶ୍ୱର ନନ୍ଦ ଓ ବହୁ ଶୁଭାକାଂକ୍ଷୀ ଯୋଗଦାନ କରିଥିଲେ। ଯଶୋବନ୍ତ ମେହେର ଙ୍କ ପକ୍ଷରୁ ଗରିବ ଅସହାୟ ଲୋକ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା।ମୁଖ୍ୟ ଅତିଥି ସାଂସଦ ସମିତି କମୁନିଟି ଗୃହ ଓ ଆଶ୍ରୟ ଗୃହ ନିର୍ମାଣ ସକାଶେ ଆର୍ଥିକ ସହଯୋଗ କରିବେ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ। ଶିବାନୀ ପଣ୍ଡା ଦୁଃଖିସେବକ ସାହୁ,  ସୂର୍ଯ୍ୟ କୁମାର ସେଠ, ପ୍ରମୋଦ ସାହୁ, ଗଣେଶ ବର୍ଗେ, ସୁଶୀଳା ପଶୟତ, କାମଦେବ ବେହେରା, ବିଶ୍ଵାଦତ୍ତ ଦାଶ, କିଶୋର ପଟେଲ, ସନାତନ ସାହୁ,  ତ୍ରିଲୋଚନ ସାହୁଙ୍କ  ସମେତ ବହୁ ସଭ୍ୟ ସହଗୋଗ କରିଥଥିଲ।ଶେଷରେସହ ସମ୍ପାଦକ ନେପାଳ ଦୁଆନ  ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like