-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||     

HOME   ଜିଲ୍ଲା

ଆକାଶ କଇଆଁ ଚିଲିକା ମାଛ ଭଳି,,, ରାଜ୍ୟ ସରକାରଙ୍କ ବିଚିତ୍ର ଧାନ କିଣା ନୀତି

17-Dec-2024



ବରଗଡ:(ନିରଞ୍ଜନ ତ୍ରିପାଠୀ)-ରାଜ୍ୟ ସରକାର ଙ୍କ ବିଚିତ୍ର ଧାନ କିଣା ନୀତି ଦେଖିବାକୁ ବରଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡି ରେ କେଉଁଠି ମୋଟେ ଧାନ ନ ଥିବା ବେଳେ କେଉଁଠି ଧାନ ଏଯାବତ ଧାନ ଉଠି ନ ଥିବା ପ୍ରକାଶ କରୁଛନ୍ତି ଚାଷୀ ମାନେ। ନୂତନ ସରକାର ନିର୍ବାଚନୀ ଇସ୍ତାହାର ରେ ୩୧ସହ ଧାନ କ୍ୟୁଣ୍ଟାଲ କଟନୀ ବିହୀନ ଦଲାଲ ମୁକ୍ତ ଏବଂ ଧାନ କିଣାର ୪୮ ଘଣ୍ଟା ମଧ୍ୟ ରେ ଟଙ୍କା ପ୍ରାପ୍ୟ  ପ୍ରତିଶୃତି ଦେଇଥିଲେ। ନିର୍ବାଚନ ସରିଛି ପ୍ରତିଶୃତି ପାଳନ କରିବାର ସମୟ ଆସିଥିବା ବେଳେ ଏଫ ଏ କ୍ଯୁ ନାଁ ଏନଳାଇଜର ମେସିନ ଜରିଆରେ ଧାନ ପରୀକ୍ଷା କରି କିଣା ନିଷ୍ପତ୍ତି ଫଳରେ ସର୍ଣ୍ଣ ଜାତୀୟ ଧାନ ଏବଂ ପ୍ରାୟ ମେସିନ ଗୋଟିଏ ରିପୋର୍ଟ ନ ଦେବା କାରଣ ରୁ ଜିଲ୍ଲାରେ ସମସ୍ତ ଚାଷୀଙ୍କୁ ଅଯୋଗ୍ୟ ଧାନ କହି ଡରେଇ ଦିଆଗଲା ଫଳରେ ଚାଷୀ ଆଉ ମଣ୍ଡି କୁ ଧାନ ନ ଆଣି ସିଧା ସଳଖ ମଧ୍ୟସ୍ଥି ସାହାଯ୍ୟ ରେ କ୍ୟୁଣ୍ଟଲ ପ୍ରତି ୨/୩ କେଜି କଟନୀ ଦେଇ ଧାନ ବିକ୍ରି କରୁଛନ୍ତି। ଏପରି କିଛି ମଣ୍ଡିରେ ମଧ୍ୟସ୍ଥି ମାନେ କ୍ୟୁଣ୍ଟାଲ ପ୍ରତି ୧୫୦/୨୦୦ ଟଙ୍କା ନେଉଥିବା ଚାଷୀମାନେ ପ୍ରକାଶ କରୁଛନ୍ତି। ଗୋଟିଏ ମାସ ହେବ ଧାନ କିଣା ଆରମ୍ଭ ହୋଇଥିଲେ ମଧ୍ୟ ଏହି ପରି କିଛି ମଣ୍ଡି ଅଛି ଯେଉଁଠି ଠିକ ଭାବରେ ଧାନ ଉଠୁନାହିଁ ଏଠି ପ୍ରକାଶ ଥାଉକି ବିଗତ ବର୍ଷ ମାନଙ୍କରେ ମଧ୍ୟ ରେଶମ, ପଧାନପାଲି,ସାଲ୍ହେପାଲି, ସିହେନପାଲି, ହାତୀପାଲି, କୁବେଡେଗା, ସହରାତିକ୍ରା, ତୁଳଣ୍ଡି, ସତଲମା, କୁମ୍ଭାରୀ, ବରା ଆଦି ମଣ୍ଡି ମାନଙ୍କରେ ଚାଷୀ ମାନେ ଠିକ ଧାନ ଆଣି ଦଲାଲ ମୁକ୍ତ ଏବଂ କଟନୀ ବିହୀନ ଧାନ ବିକ୍ରି କରୁଥିଲେ। କିନ୍ତୁ ଚଳିତ ବର୍ଷ ସେହି ମଣ୍ଡି ମାନଙ୍କ ରେ ସେହି କ୍ୱାଲିଟି ର ଧାନ ଆଣିଥିଲେ ମଧ୍ୟ ଏନଳାଇଜର ର ଭୟ ଦେଖାଇ ଚାଷୀମାନଙ୍କୁ ହଇରାଣ କରାଯାଉଛି। ଗତ ୧୦ ତାରିଖରେ କୁମ୍ଭାରୀ ଚାଷୀ ମାନେ ସି ଏସ ଓ ଙ୍କ ଦୁଇ ଘଣ୍ଟା ଅଫିସ ରେ ତାଲା ଦେଇ ଧାରଣା ରେ ବସିଥିଲେ ଗତକାଲି ସତଲମା ର ଚାଷୀମାନେ ଧାନ ନ ଉଠିବାର ବିଭାଗୀୟ ଅଫିସ କୁ ଅଭିଯୋଗ କରିଛନ୍ତି କୁବେଡେଗା ଚାଷୀମାନେ ଭେଡେନ ତହସିଲଦାର କୁ ଆଜି ସୁଦ୍ଧା ସମସ୍ତ ଧାନ ନ ଉଠିଲେ ବରଗଡ଼ ଭେଡେନ ରାସ୍ତା ରେ ଧାନ ପକାଇ ଆନ୍ଦୋଳନ କରିବା ପାଇଁ ଲିଖିତ ଭାବେ ଚେତାବନୀ ଦେଇଛନ୍ତି ଏହି ପରି ସ୍ଥଳେ ରେଶମ ଅଂଚଳରେ ମଧ୍ୟ ଧାନ ମନ୍ଥର ଗତିରେ ଉଠଥିବାରୁ ବଡ ଧରଣ ଆନ୍ଦୋଳନ ପାଇଁ ଚାଷୀମାନେ ସଜବାଜ ହେଉଥିବା ବେଳେ ଗତ କାଲି ବିଭାଗୀୟ ଅଧିକାରୀ ସମସ୍ତ ଧାନ ଉଠେଇ ନେବା ପାଇଁ କହିଛନ୍ତି। ପ୍ରକୃତରେ ଧାନ ସଂଗ୍ରହ ନୀତି କାର୍ଯ୍ୟକାରୀ ହେଉ ନ ଥିବା ସଂଯୁକ୍ତ କୃଷକ ସଂଗଠନ ଅଭିଯୋଗ କରିଛି। ଧାନ କିଣା ରେ ମିଲ ମାନଙ୍କ ବଡ଼ ଭୂମିକା ନ ଥିବା ବେଳେ କେମିତି,କିପରି ଏବଂ କାହା ସ୍ୱାର୍ଥ ରେ ୨/୩ କେଜି ଧାନ କଟନୀ ଦେଲେ ଅଯୋଗ୍ୟ ଧାନ ମଧ୍ୟ ଯୋଗ୍ୟ ହୋଇଯାଉଛି ଏବଂ ତୁରନ୍ତ ସେହି ଧାନ ବିନା ଯାଞ୍ଚ କରି କିଣା ଯାଇ ପାରୁଛି ବୋଲି ପ୍ରଶ୍ନ କରିଛନ୍ତି?ଏଠାରୁ ପ୍ରମାଣିତ ହେଉଛି ଯେ ଧାନ କିଣାବିକା କଟନୀ ବିହୀନ ଦଲାଲ ମୁକ୍ତ ନୁହେଁ ? ଧାନ କିଣା ସମସ୍ୟା ର ସମାଧାନ ପାଇଁ ସରକାର ଗଠନ କରିଥିବା କମିଟି ଗୁଡିକ କହିଗଲେ ବୋଲି କୃଷକ ମାନଙ୍କ ପକ୍ଷରୁ ପ୍ରଶ୍ନ ହେଉଛି। ଯେଉଁ ଚାଷୀ ଏଫ ଏ କ୍ଯୁ ଧାନ ଆଣିଛି ତାହାକୁ ହଇରାଣ କରାଯାଉଥିବା ଦୁର୍ଭାଗ୍ୟ ଜନକ ବୋଲି ସଂଯୁକ୍ତ କୃଷକ ସଂଗଠନ ପ୍ରକାଶ କରି ଶାସନ ପ୍ରଶାସନ କୁ କାଠଗଡା ଛିଡା କରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026

You Might Also Like