-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||     

HOME   ଜିଲ୍ଲା

ନବମ ବର୍ଷ ରାମାୟଣ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ

17-Dec-2024



ବରଗଡ:(ନିରଞ୍ଜନ ତ୍ରିପାଠୀ)-ତା. ୧୭.୧୨.୨୦୨୪ ରିଖରୁ ତା ୨୭.୧୨.୨୦୨୪ରିଖ ଦିର୍ଘ  ୧୦ ଦିନ ପର୍ଯ୍ୟନ୍ତ  ଆଧ୍ୟାତ୍ମିକବାଦୀଗଣଙ୍କ ସମେତ ରାଧେଶ୍ୟାମ ମହିଳା ମଣ୍ଡଳ ଶାନ୍ତିନଗର ସଭାପତି ନୁରାବତୀ ପଣ୍ଡା,ସମ୍ପାଦକ ସୌଦାମିନୀ ପାଣିଗ୍ରାହୀ ଓ କୋଷାଧକ୍ଷ ଆରତୀ ପଧାନଙ୍କ ପ୍ରତ୍ୟକ୍ଷ୍ୟ ତତ୍ବାବଧାନରେ  ବ୍ୟାସ ଶ୍ରୀମାନ  ଇପ୍ସିତ ମିଶ୍ର (କୁମୁଣ୍ଡେ)ଙ୍କ ଦ୍ୱାରା ରାମଚରିତ ମାନସ ପାରାୟଣ  ଓ ପ୍ରବଚନ ଜ୍ଞାନଯଜ୍ଞ ଏବଂ ପରିଶେଷରେ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବ। ନବମ ବର୍ଷ ତଥା ଶେଷ ବର୍ଷ ଉପଲକ୍ଷେ ଆଜି ତା.୨୭.୧୨.୨୦୨୪ ମଙ୍ଗଳବାର ଅପରାହ୍ନ ଘ.୪.୦ ସମୟରେ ଶାନ୍ତିନଗର,ବିଜୟନଗର,ଜ୍ୟୋତିନଗର,ମୈତ୍ରୀନଗର, ଚନ୍ଦ୍ରଶେଖର ନଗର,ଭେଉଁରିଆ ଓ ରାଧେଶ୍ୟାମ ମହିଳା ମଣ୍ଡଳୀ  ର ଆଧ୍ୟାତ୍ମିକ ବାଦୀ ସମୂହ ସହିତ କଳସ ଯାତ୍ରା ବାହାରି ବଡ଼ବନ୍ଧରୁ କଳସିରେ ପାଣିଭର୍ତ୍ତୀ କରି ପୂଜାସ୍ଥଳୀରେ ସ୍ଥାପନ କରାଯାଇଛି । ଶେଷ ଦିବସରେ ଅର୍ଥାତ ୨୭.୧୨.୨୦୨୪ ଶୁକ୍ରବାର ଦିନ ଗାୟତ୍ରୀ ମହାଯଜ୍ଞ ସହିତ ୧୦୮ ବ୍ରାହ୍ମଣ ଭୋଜନ ଓ ପ୍ରତ୍ୟେକ ଦିନ ପ୍ରସାଦର ବ୍ୟବସ୍ଥା କମିଟି ତରଫ ରୁ ଆୟୋଜନ  କରାଯାଉଛି ।

ଏହି  ପାରାୟଣ ଓ ପ୍ରବଚନରେ ରାମଙ୍କ ମାତା ଶ୍ରୀମତୀ ସୁଜାତା ସାଥେପଥୀ,ରାମଙ୍କ ପିତା ପ୍ରଫେସର ତାରାପ୍ରସାଦ ସାଥପଥୀ ହୋଇଥିବା ବେଳେ ସୀତାଙ୍କ ମାତା ଶ୍ରୀମତୀ ଭୂମିସୁତା ପଣ୍ଡା ,ସୀତାଙ୍କ ପିତା ଶ୍ରୀଯୁକ୍ତ ଲୋହିତ କୁମାର ପଣ୍ଡା ଦାୟିତ୍ଵ ତୁଲାଇବେ । ସ୍ବର୍ଗତ ତୀର୍ଥବାସୀ ପଣ୍ଡାଙ୍କ ଝିଅ ସ୍ନିଗ୍ଧା ପୁରୋହିତ,ଜ୍ୱାଇଁ ପ୍ରଭୁଦତ୍ତ ପୁରୋହିତ, ଗୋମତୀ ମହାକୁଡ଼, ରଞ୍ଜନ ମହାକୁଡ଼,ସୁଜାତା ନାଥ,ପ୍ରତାପ ନାଥ,ଶୋଭାମୟୀ ବେହେରା,ଜୟଦେବ ବେହେରା,ଲକ୍ଷ୍ମୀପ୍ରିୟା ଭୋଇ,ଶିବାନନ୍ଦ ଭୋଇ,ରୀନା ମେହେର,ଗୌର ମେହେର ପ୍ରତ୍ୟେକ ଦିନର କର୍ତ୍ତା ଦାୟିତ୍ୱ ବହନ କରିବେ । ରାମାୟଣ ପୂଜକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମହାନ୍ତି ଓ ଶ୍ରୀଯୁକ୍ତ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ ପୂଜକାର୍ଯ୍ୟ ସମ୍ପାଦନ କରିବେ । ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମକୁ ରାଧେଶ୍ୟାମ ମହିଳା ମଣ୍ଡଳ ଶାନ୍ତିନଗର,ବିଜୟନଗର,ଜ୍ୟୋତିନଗର,ମୈତ୍ରୀନଗର,ଚନ୍ଦ୍ରଶେଖର ନଗର,ଭେଉଁରିଆ ଓ ଆଧ୍ୟାତ୍ମିକବାଦୀ ସମୂହ  ଜନସାଧାରଣଙ୍କ ସାହାୟତାରେ ପାରାୟଣ କାର୍ୟ୍ଯ ସମାପନ ହେବାକୁ ଯାଉଅଛି ବୋଲି କମିଟି ପକ୍ଷରୁ ପ୍ରକାଶ ।କାର୍ଯ୍ୟସୂଚୀ ମତେ
୧୭.୧୨.-କଳସ ସ୍ଥାପନ,ଅଧିବାସ ସକାଳ ୯.ଘ. ରୁ ଅପରାନ୍ହ  ୪ ଘ.,୧୮.୧୨ - ଶିବ ବିବାହ ,୧୯.୧୨- ଶ୍ରୀ  ଜନ୍ମ,୨୦.୧୨-ସିତା ବିବାହ,୨୧.୧୨- ରାମ ବନବାସ
୨୨.୧୨- ଦଶରଥ ଙ୍କ ଦେହତ୍ୟାଗ,ଭରତ ଗମନ,୨୩.୧୨- ଭରତ ମିଳନ,ସୀତାଚୋରୀ,୨୪.୧୨ - ଶବରୀ ପ୍ରସଙ୍ଗ,ରାମ ହନୁମାନ ମିଳନ,ସୁନ୍ଦରାକାଣ୍ଡ, ଲଙ୍କାଦହନ,୨୫.୧୨- ରାବାଣ ବଧ,ଶ୍ରୀ ରାମଙ୍କ ଅଯୋଧ୍ୟା ଆଗମନ ଓ ୫୬ ଭୋଗ
୨୬.୧୨ - ଶ୍ରୀ ରାମଙ୍କ ରାଜ୍ୟାଭିଷେକ(କାକ ଭଷଣ୍ଡି ପ୍ରସଙ୍ଗ),୨୭.୧୨- ଗାୟତ୍ରୀ ମହାଯଜ୍ଞ  ଓ ୧୦୮ ବ୍ରାହ୍ମଣ ଭୋଜନ କାର୍ଯ୍ୟକ୍ରମ ଗୁଡିକ ରହିଛି ବୋଲି କମିଟି ପକ୍ଷରୁ ପ୍ରକାଶ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026

You Might Also Like