-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
16-Dec-2024
ଆଗଲପୁର, (ବିନୋଦ ଦୀପ) ସୂଚନା ରୁ ପ୍ରକାଶ ଯେ ଗତ ୨ ଦିନ ପୂର୍ବରୁ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବୁଦୁଲା ପଞ୍ଚାୟତ ଅନ୍ତର୍ଗତ ପୁଡ଼ାପଦର ଗ୍ରାମ ର ଡ଼ୁଲାମଣି ଦଣ୍ଡସେନା(୪୫) ଏକ ନମ୍ବରବିହୀନ ଚଳନ୍ତା ଧାନ ବୋଝେଇ ଟ୍ରାକ୍ଟର ତଳେ ଚାପିହୋଇ ମୁଣ୍ଡରେ ଆଘାତ ଯୋଗୁଁ ଘଟଣା ସ୍ଥଳରେ ହିଁ ଡୁଲାମଣି ଙ୍କ ଜୀବନ ଚାଲି ଯାଇଥିଲା l ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭର ପବିତ୍ର ନାଏକ ଘଟଣା ସ୍ଥଳରୁ ଗାଡି ଛାଡି ଫେରାର ହୋଇଥିଲେ l ଆଜି ଡ୍ରାଇଭର ପବିତ୍ର ନାଏକ (30) କୁ ଗିରଫ କରିବା ସହ କେଶ ନ. 212/24 ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଆଗଲପୁର ପୋଲିସ