-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||     

HOME   ଜିଲ୍ଲା

ରେମଣ୍ଡାରେ ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ

14-Dec-2024



ବରଗଡ:(ନିରଞ୍ଜନ ତ୍ରିପାଠୀ)-ଭେଡ଼େନ ବ୍ଲକ ରେମଣ୍ଡାରେ ୭ଦିନ ଧରି ଶ୍ରୀ ଶ୍ରୀରଣେଶ୍ଵର ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭକ୍ତଙ୍କ ଗହଣରେ ଆଶୀର୍ବାଦ ଭିକ୍ଷା କରିଥିଲେ  ବିଜେପୁର ବିଧାୟକ ଜମିଦାର ସନତ କୁମାର ଗଡତୀୟା ଯୋଗଦାନ ଦେଇଥିଲେ  । ଜିଲ୍ଲା କୁଲତା ସମାଜର ସଭାପତି ଅଗ୍ନି କୁମାର ପଧାନ,ସମ୍ପାଦକ ପର୍ଶୁରାମ ବାରିକ,ବିରେନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ କୁଳିତା ସମାଜର ସବୁ ବ୍ଳକର ସମାଜ ଅନୁଷ୍ଠାନର ସଭାପତି ଓକର୍ମକର୍ତ୍ତାଗଣ  ସହ ବିଭିନ୍ନ ଗ୍ରାମରୁ ସହ ସହ ଭକ୍ତ ମାଁଙ୍କ ଦର୍ଶନ କରି  ଆଶୀର୍ବାଦ ଭିକ୍ଷା କରିଥିଲେ ।  ଶନିବାର ଅଙ୍କୁରରୋପଣ, ରବିବାର କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ମା’ ରାମଚଣ୍ଡୀ ଓ ପାର୍ଶ୍ଵ ଦେବଦେବୀଙ୍କ ଧାନ୍ୟାଭିଷେକ,  ସୋମବାର ଯଜ୍ଞାରମ୍ଭ ଓ ଅନ୍ନାଭିଷେକ, ମଙ୍ଗଳବାର ହୋମ ଓ ମୁଦ୍ରାଭିଷେକ, ବୁଧବାବାର  ପଞ୍ଚମ ଦିନରେ ଯଜ୍ଞଦେବୀ ପୂଜନ , ପ୍ରସଦାଧିବାସ , ପ୍ରସାଦ ସ୍ନାନ ,ପ୍ରସାଦ ନ୍ୟାସ ,ସିଂହାସନ ନ୍ୟାସ ,ଓ ପ୍ରତିଷ୍ଠା ରୁଦ୍ରାଷ୍ଟାଧ୍ୟାୟି ହୋମ ,ଆରତୀ ପୁଷ୍ପାଞ୍ଜଳି ସହ ଦୈନିକ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା । ସୂର୍ଯ୍ୟ ପୂଜା,ଗୋମାତା ପୂଜା,ଯଜ୍ଞବେଦୀ ପୂଜା, ଦେବୀ ମଣ୍ଡଳ ପୂଜା, ଅଗ୍ନି ହୋମ, ସର୍ବଦେବାଦେବୀ ହୋମ,ବିଷ୍ଣୁ ସୁକ୍ତ,ଶ୍ରୀସୁକ୍ତ ଏବଂ ଋଦ୍ର ସୁକ୍ତ ହୋମ, ଗଣେଶ ସହସ୍ରନାମ ହୋମ ହୋଇଥିଲା। ଆଜି ତନ୍ଦୁଳାଭିଷେକ ହେଲା ଦେବୀଙ୍କ ଫଳ ଓ ପୁଷ୍ପାଭିଷେକ, ସିଂହାସନ ପ୍ରତିଷ୍ଠା ହୋମ ଓ ଆରତ୍ରିକ, ଗୁରୁବାର ଚକ୍ଷୁଦାନ, ଜୀବନ୍ୟାସ, ପ୍ରାଣ ପ୍ରତିଷ୍ଠା ଚଣ୍ଡୀ ହୋମ ଓ ଆରତ୍ରିକ ଏବଂ ଶୁକ୍ରବାର ହୋମ, କଳସ ଓ ଧ୍ଵଜାରୋହଣ, ମନ୍ଦିର ପ୍ରବେଶ ଓ ପୂର୍ଣ୍ଣାହୁତି ହୋଇ ଯାଇଛି । ପ୍ରତିଦିନ ପାରାୟଣ, ମହିଳା ସଂକୀର୍ତ୍ତନ ଏବଂ ରାତିରେ ରାମଲୀଳା ଅନୁଷ୍ଠିତ ହେବ। ପୂଜା ମଣ୍ଡପରେ ମୁଖ୍ୟ ପାଣ୍ଡିତ୍ୟ କରୁଥିବା ସୁକଦେବ ଶତପଥୀ,ପ୍ରଦୀପ ଶତପଥୀ, ପ୍ରଭଞ୍ଜନ ଶତପଥୀ, ଦୁଷ୍ମନ୍ତ ଶତପଥୀ,ପ୍ରିୟବ୍ରତ ଶତପଥୀ, ମାଧବ ପଣ୍ଡା, ଗଙ୍ଗାଧର ପଣ୍ଡା, ପ୍ରବୀଣ ଶତପଥୀ, ରକ୍ଷାପାଳ ମିଶ୍ର, ଗୋପାଳ ତ୍ରିପାଠୀ, ରାଣା ପ୍ରତାପ ପଣ୍ଡା, ପିଣ୍ଟୁ ଦାଶ, ରିତିକ ଶତପଥୀ, ଅମନ ତ୍ରିପାଠୀ, କାର୍ଭିକ ଶତପଥୀ ପ୍ରମୁଖ ପୂଜା କାର୍ଯ୍ୟ ତୁଲାଉ ଥ‌ିବା ବେଳେ ଏହି ପୂଜା ମଣ୍ଡପରେ ୧୨ଯୋଡ଼ା କର୍ତ୍ତା ଭାବରେ ଅତନୁ ଭୋଇ, ରାମଚନ୍ଦ୍ର ଭୋଇ, ରବିନାରାୟଣ ସାହୁ, ରାକେଶ ଭୋଇ,ବିକାଶ ସ୍ଵାଇଁ, ପ୍ରେମାନନ୍ଦ ବେହେରା, ଆଲୋକ ସାହୁ, ସୁଧର ଭୋଇ, ବାଳକୃଷ୍ଣ ଭୋଇ, ମନୋଜ ସାହୁ, ମନୀଷ ରଞ୍ଜନ ସାହୁ ପ୍ରମୁଖ ସପତ୍ନୀକ ସହ କର୍ତ୍ତା ଭାବରେ ପୂଜାର୍ଚ୍ଚନା କରିଥିଲେ।ମନ୍ଦିର କମିଟିର ସଭ୍ୟମାନଙ୍କ ମଧ୍ୟରେ ମଧୁସୂଦନ ଭୋଇ ସଭାପତି, ସମ୍ପାଦକ ପ୍ରମାଦ ଭୋଇ, କୋଷାଧ୍ୟକ୍ଷ ଅଶୋକ ସାହୁ, ଯୋଗେଶ୍ଵର ସାହୁ, ଶିବନାରାୟନ ସାହୁ, ସଦାନନ୍ଦ ସାହୁ,ସୁନୀଲ କୁମାର ଭୋଇ, ଭିକାରୀ ଖମାରି, ମନୋଜ ଖମାରି,ଯଦୁମଣି ପଧାନ, ସମ୍ପଦ ଭୋଇ, ପ୍ରେମଲାଲ ଭୋଇ, ଦିଲୀପ ସାହୁ, ସନ୍ତୋଷ ପଧାନ, କଷ୍ଟ ଭୋଇ ପ୍ରମୁଖ ଦୀର୍ଘ ସାତ ଦିନ ଧରି ହେଉଥ‌ିବା ମନ୍ଦିର ପ୍ରତିଷ୍ଠା ମହୋତ୍ସବ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଉ ଥ‌ିବା ମନ୍ଦିର କମିଟିରୁ ପ୍ରକାଶ ପାଇଛି । ପ୍ରତିଦିନ ଅନ୍ନ ପ୍ରସାଦର ବ୍ୟବସ୍ଥା ଶ୍ରଦ୍ଧାଳୁଙ୍କ ପାଇଁ କରାଯାଇଛି  ଆଜି ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା ଏବଂ ପ୍ରତିଦିନ ରାମଳିଲା କାର୍ଯ୍ୟକ୍ରମ ଓ ଆଜି ଗାଁର କୃଷ୍ଣଗୁରୁ ପରିବେଷଣ ଅନୁଷ୍ଠିତ ହୋଇଥିଲା ।


News Comment




Photo in News

Advertisment
Lastest News
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026

You Might Also Like